ଗୋରୁ ଚାଲାଣ ବେଳେ ଗୋରକ୍ଷକଙ୍କ ମୃତ୍ୟୁ
ସୋର: ଗୋରୁ ଗାଡ଼ି ଅଟକାଇବା ବେଳେ ଗଲା ଜୀବନ। ଗୋରୁ ଚାଲାଣ ବେଳେ ଗୋରକ୍ଷକଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଏସକର୍ଟ ଗାଡି ଧକ୍କାରେ ଗୋସୁରକ୍ଷା ବାହିନୀର ଜଣେ ସଦସ୍ୟ ମୃତ । ଅନ୍ୟ ଜଣେ ଗୁରୁତର ।…
ସୋର: ଗୋରୁ ଗାଡ଼ି ଅଟକାଇବା ବେଳେ ଗଲା ଜୀବନ। ଗୋରୁ ଚାଲାଣ ବେଳେ ଗୋରକ୍ଷକଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଏସକର୍ଟ ଗାଡି ଧକ୍କାରେ ଗୋସୁରକ୍ଷା ବାହିନୀର ଜଣେ ସଦସ୍ୟ ମୃତ । ଅନ୍ୟ ଜଣେ ଗୁରୁତର ।…
ଭୁବନେଶ୍ବର: ଜୋର ଧରିଲା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି । SCB ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟପାଳଙ୍କୁ ଭେଟି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । କଟକ ଏସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୧୩…
ଭୁବନେଶ୍ବର: ଆଜି ସରୁଛି ନକ୍ସଲଙ୍କ ଡେଡ୍ ଲାଇନ୍ । ନକ୍ସଲ ନିପାତ ପାଇଁ ମାର୍ଚ୍ଚ ୩୧କୁ ଡେଡଲାଇନ୍ ଦେଇଥିଲେ ଗୃହ ମନ୍ତ୍ରୀ ଅମିତ ଶାହ । ବହୁ ଟପ୍ ନେତା ସୁରକ୍ଷା ବାହିନୀ ଗୁଳିରେ ନିପାତ ହୋଇଥିବା ବେଳେ ଅନେକ ଆତ୍ମସମର୍ପଣ…
ତେଲଙ୍ଗାନା : ଆଉ ବାପା ମା’ଙ୍କୁ କରିପାରିବେନି ହଇରାଣ । ଜନ୍ମ କଲା ବାପା ମାଙ୍କୁ ଅସୁବିଧାରେ ପକାଉଥିବା ବ୍ୟକ୍ତିଙ୍କୁ ସୁଧାରିବା ପାଇଁ ସରକାର ନେବେ ଅଦ୍ଭୁତ ପଦକ୍ଷେପ । ହଇରାଇ କଲେ କି ଅସୁବିଧା ଆଣିଲେ ଦରମାରେ ପଇସା କାଟ୍…
ବିଶାଖାପାଟଣା : ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ରିପିଟ୍ । ବିଶାଖାପାଟଣାରେ ଜଣେ ବିବାହିତ ନୌସେନା କର୍ମଚାରୀ ନିଜ ପ୍ରେମିକାଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲେ । ମୃତଦେହର କିଛି ଅଂଶ ଫ୍ରିଜରୁ ଉଦ୍ଧାର କରିଛି…
ବିହାର : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ୨୦୨୪ ରେ ନୀତିଶ ବିହାର ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ । ତାଙ୍କର ଏହି କାର୍ଯ୍ୟକାଳ ୨୦୩୦ରେ ଶେଷ ହେବାକୁ ଥିଲା…
ମହାରାଷ୍ଟ୍ର : ମହାରାଷ୍ଟ୍ର ଗଢଚିରୋଲି ଜିଲ୍ଲା ଚାମୋରଶୀ ରୋଡରେ ଭୟଙ୍କର ଦୁର୍ଘଟଣା । ବିବାହ ସମାରୋହରୁ ଫେରୁଥିବା ବେଳେ କାର୍ ଏବଂ ବସ୍ ଧକ୍କା ହେବା ଯୋଗୁଁ ୬ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଅନ୍ୟ ୫ ଜଣ ଆହତ…
ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ମେଟ୍ରୋ ପୋଷ୍ଟର କେସରେ ଧରାପଡିଥିବା ମଡ୍ୟୁଲର ହ୍ୟାଣ୍ଡେଲ ଲସ୍କର-ଏ-ତୈବାର ଆତଙ୍କୀ ଶବିର ଅହମ୍ମଦ ଲୋନକୁ ଗିରଫ କରିଛି । ଲୋନ ଏହି ମଡ୍ୟୁଲରକୁ ପରିଚାଳନା କରୁଥିଲେ ଏବଂ ମେଟ୍ରୋ ପୋଷ୍ଟର ମାମଲାରେ ଗିରଫ…
ନୂଆଦିଲ୍ଲୀ : ବିଭିନ୍ନ ହାଇକୋର୍ଟକୁ ଧମକପୂର୍ଣ୍ଣ ମେସେଜ ଅଭିଯୋଗରେ ଜଣେ ଗିରଫ । ମହୀଶୂରରୁ ଶ୍ରୀନିବାସ ଲୁଇସଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ। ହାଇକୋର୍ଟ ଓ ସରକାରୀ ଅଫିସକୁ ପଠାଉଥିଲେ ଧମକପୂର୍ଣ୍ଣ ମେସେଜ । ୧୦୦୦ରୁ ଅଧିକ ମିଥ୍ୟା ମେସେଜ ପଠାଇବା…
ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ବିହାର ବିଜେପି ରାଜ୍ୟ ସଭାପତି ସଞ୍ଜୟ ସରାଓଗୀଙ୍କୁ ତାଙ୍କ ଇସ୍ତଫା ଦେଇଛନ୍ତି । ଆଜି ସଞ୍ଜୟ ସରାଓଗୀ ବିହାର ବିଧାନସଭା ବାଚସ୍ପତି ପ୍ରେମ…