ଛାତ୍ରଛାତ୍ରୀଙ୍କୁ ଶୌଚାଳୟ ସଫା କରାଇବା ନେଇ ବିଦ୍ୟାଳୟରେ ତାଲା ପକାଇ ପ୍ରତିବାଦ କଲେ ଅଭିଭାବକ

ମୟୂରଭଞ୍ଜ: ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଶୌଚାଳୟ ସଫା କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ । ଏହାକୁ ନେଇ ତାତିଲେ ଅଭିଭାବକ ଓ ଗାଁଲୋକ । ବିଦ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଚିପଟଅସ୍ତିଆ ସ୍ଥିତ ସରକାରୀ…

୧୫ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ

ଭୁବନେଶ୍ବର: ୧୫ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସି.ପି ରାଧାକ୍ରିଷ୍ଣନ । ୧୬ ତାରିଖରେ ବିଧାନସଭାରେ ବିଧାୟକମାନଙ୍କ ପ୍ରଶିକ୍ଷଣରେ ସାମିଲ ହେବେ ଉପ ରାଷ୍ଟ୍ରପତି। ନୂଆ ବିଧାୟକଙ୍କ ନେଇ ହେବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ସେହିପରି…

ରେଳ ଧାରଣାରୁ ITI ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ: ରେଲୱେ ଟ୍ରାକରୁ ମିଳିଲା ଛାତ୍ରଙ୍କ ମୃତଦେହ । କଟକ ଖାନନଗର ନିକଟ ରେଳ ଧାରଣା ଉପରେ ଆଇଟିଆଇ ଛାତ୍ରଙ୍କ ମୃତଦେହ ଉଦ୍ଧାର । ସକାଳୁ ଘରୁ ବାହାରି କଟକ ଅଭିମୁଖେ ଆସିଥିଲେ । ମୃତକଯାଜପୁର ବାଲିଚନ୍ଦ୍ରପୁର ଗଜେନ୍ଦ୍ରପୁର ଗାଁର ଦେବେନ୍ଦ୍ର…

ଚାମେଲୀ ଓଝାଙ୍କ ବାପା ଓ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କ ବାପା ଓ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ଆକ୍ରମଣରେ ଚାମେଲୀଙ୍କ ବାପା ଗୁରୁତର ହୋଇପଡ଼ିଥିବା ବେଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ…

ପେନସନ୍ ଯୋଜନାରେ ସାମିଲ ହେବେ ଆଉ ୫ ଲକ୍ଷରୁ ଅଧିକ ହିତାଧିକାରୀ

ଭୁବନେଶ୍ବର: ପେନସନ୍ ଯୋଜନାରେ ସାମିଲ ହେବେ ଆଉ ୫ ଲକ୍ଷ ୫ ହଜାର ୮୦୦ ହିତାଧିକାରୀ । ଓଡ଼ିଶାରେ ସାମାଜିକ ସୁରକ୍ଷା ପେନସନ୍ ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । କାଲି ଯୋଜନାରେ ଆଉ ୫ ଲକ୍ଷ…

ସ୍କୁଲରେ ଟଳିପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ, ମୃତ ଘୋଷଣା କଲେ ଡାକ୍ତର

ଆଳି: ସ୍କୁଲରେ ଟଳିପଡ଼ିଲେ ଛାତ୍ରୀ । ପାଠପଢ଼ା ଚାଲିଥିବାବେଳେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ । କେନ୍ଦ୍ରାପଡା ରାଜକନିକା ଥାନା ମହାଦେଇଆଡ଼ିଆର କମଳା ଆଦର୍ଶ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଘଟଣ ଘଟିଛି । ମୃତ ଛାତ୍ରୀ ହେଲେ ବିଶ୍ବରୂପା ବେହେରା। ସାଇନ୍ସ…

ସ୍କୁଟିକୁ ଧକ୍କା ଦେଲା ଟ୍ରାକ୍ଟର, ଦୁଇ ମୃତ

ମାଲକାନାଗିରି: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଅନ୍ୟ ଜଣେ ଯୁବକ ଗୁରୁତର । ସ୍କୁଟି ଏବଂ ବାଲି ବୋଝେଇ ଟ୍ରାକ୍ଟର ମଧ୍ୟରେ ଧକ୍କା । ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲା ତାର୍ଲାକୋଟା ପଞ୍ଚାୟତ ମହୁଲଫୁଟ…

ବାଣ ଫୁଟାଇବାକୁ ନେଇ ପୋଲିସ-ପବ୍ଲିକ ଧସ୍ତାଧସ୍ତି ,୯ ଅଟକ

କଟକ: କଟକରେ ପୋଲିସ-ପବ୍ଲିକ ଧସ୍ତାଧସ୍ତି । ୯ ଜଣଙ୍କୁ ଅଟକ ରଖିଲା ପୋଲିସ । ସିସିଟିଭି ଆଧାରରେ ବଡ଼ ଆକ୍ସନ । ଦୀପାବଳି ରାତିରେ ରଣକ୍ଷେତ୍ର ପାଲଟିଥିଲା ନୟାସଡ଼କ । ପୋଲିସକୁ ଠେଲାପେଲା ଘଟଣାରେ ୯ ଜଣଙ୍କୁ ଅଟକ ରଖିଛି ଲାଲବାଗ…

ଶ୍ରୀମନ୍ଦିର ବାହାରେ ଅବାଧରେ ବିକ୍ରି ହେଉଛି ମହାପ୍ରସାଦ, ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

ପୁରୀ: ଶ୍ରୀମନ୍ଦିର ବାହାରେ ଖୋଲାଖୋଲି ବିକ୍ରି ହେଉଛି ମହାପ୍ରସାଦ। ଉତ୍ତର ଦ୍ୱାର ନିକଟରେ ଦେଖିବାକୁ ମିଳିଲା ଦୃଶ୍ୟ । ଆନନ୍ଦ ବଜାର ନୁହେଁ, ବାହାରେ ମିଳୁଛି ଅବଢ଼ା । ବୋଝିଆଙ୍କ ସିଧାସଳଖ ବିକ୍ରିକୁ ନେଇ ବଢ଼ୁଛି ଉଦବେଗ । ଶ୍ରୀମନ୍ଦିର ବାହାରେ…

ବ୍ୟାରେଜକୁ ଖସିଲା କାର, ଆଖି ବୁଜିଲେ ଗୋଟିଏ ପରିବାରର ୪ ସଦସ୍ୟ

ଛତିଶଗଡ଼: ଦୀପାବଳି ଆଲୋକରେ ଆସିଲା ଅନ୍ଧାର । ଦୀପାବଳି ସାରି ନିଜ ଗାଁକୁ ଫେରୁଥିବା ସାମ୍ବାଦିକଙ୍କ ପରିବାରର ୪ ସଦସ୍ୟଙ୍କ ଜଳସମାଧି । ଛତିଶଗଡ଼ରେ କାର୍ ଦୁର୍ଘଟଣା।ଉଭେଇଗଲା ପର୍ବର ଖୁସି, ଗୋଟିଏ ଝଟକାରେ ଶେଷ ହୋଇଗଲା ହସଖୁସିର ପରିବାର । ବ୍ୟାରେଜକୁ…