November 17, 2026

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନାଁରେ ୬ କୋଟି ଟଙ୍କା ଠକେଇ: ବନ୍ଧା ହେଲେ ବିଜେପି ନେତା

କୋଲକାତା: ପଶ୍ଚିମବଙ୍ଗରୁ ଏକ ବଡ଼ଧରଣର ଠକେଇ ଘଟଣା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନାଁ ବ୍ୟବହାର କରି ବିଭିନ୍ନ ଲୋକଙ୍କଠାରୁ ପ୍ରାୟ ୬ କୋଟି ଟଙ୍କା ଠକିଥିବା ଅଭିଯୋଗରେ ଜଣେ ବିଜେପି ନେତାଙ୍କୁ ପୁଲିସ ଗିରଫ କରିଛି। ପୂର୍ବ ମେଦିନୀପୁରର…

କ୍ୱାଡ୍ ନେତାଙ୍କ ଶିଖର ସମ୍ମିଳନୀରେ ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ

ନୂଆଦିଲ୍ଲୀ : ଫିଲିପାଇନ୍ସର ମାନିଲାଠାରେ ମୋଦି – ଟ୍ରମ୍ପ ଭେଟଘାଟ । କ୍ୱାଡ୍ ନେତାଙ୍କ ଶିଖର ସମ୍ମିଳନୀ । ଉପସ୍ଥିତ ଥିଲେ ଜାପାପ ପ୍ରଧାନମନ୍ତ୍ରୀ ତାକାଇଚି ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ । ଆସିଆନ୍ ଶିଖର ସମ୍ମିଳନୀ ଅବସରରେ ଔପଚାରିକ…

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆମେରିକାରେ ବ୍ୟାଙ୍କିଙ୍ଗ ସେବା ଠପ୍, ହନ୍ତସନ୍ତ ଗ୍ରାହକ

ନୂଆଦିଲ୍ଲୀ: ଆମେରିକାର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଏକ ବଡ଼ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅନେକ ପ୍ରମୁଖ ଆମେରିକୀୟ ବ୍ୟାଙ୍କ ପାଇଁ ଅନଲାଇନ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ ସେବା ବାଧାପ୍ରାପ୍ତ ହୋଇଛି| ହଠାତ୍ ଏହି ବ୍ୟାଘାତ ଯୋଗୁଁ ହଜାର ହଜାର ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ…

ହର୍ମୁଜରେ ଏଲପିଜି ଟ୍ୟାଙ୍କର ଉପରେ ମିସାଇଲ ମାଡ଼, ୨୪ ଭାରତୀୟ ନାବିକ ସୁରକ୍ଷିତ

ନୂଆଦିଲ୍ଲୀ : ହର୍ମୁଜ୍ ପ୍ରଣାଳୀ ନିକଟରେ ପୁଣି ଏକ ଭାରତୀୟ ନାବିକ ଥିବା ଜାହାଜ ଉପରେ ଆକ୍ରମଣ ହୋଇଛି । ଭାରତୀୟ ଅଧିକାରୀ ଏବଂ ୟୁକେ ମାରିଟାଇମ୍ ଟ୍ରେଡ୍ ଅପରେସନ୍ସ (UKMTO) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପାନାମା ପତାକା ଲାଗିଥିବା…

ଦିଲ୍ଲୀରେ ଛାତ ଭୁଶୁଡ଼ି ୨ ମୃତ, ଅନେକ ଫସିଥିବା ଆଶଙ୍କା

ନୂଆଦିଲ୍ଲୀ : ପୁଣି ଦିଲ୍ଲୀରେ ଭୁଶୁଡିଲା ବିଲ୍ଡିଂ । ଇଷ୍ଟ ଦିଲ୍ଲୀର ବିବେକ ବିହାର ଫେଜ-୨ ଏକ ଆବାସିକ କୋଠା ଭୁଶୁଡ଼ି ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ପିଣ୍ଟୁ ନାମକ ଜଣେ ୩୫ ବର୍ଷୀୟ ଯୁବକ ଓ ଅନ୍ୟ…

ଦିଲ୍ଲୀରେ ସୁଧୁରୁଛି ବାୟୁ ପ୍ରଦୂଷଣ ସ୍ଥିତି, ହଟିଲା GRAP-3 କଟକଣା

ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତିରେ ସୁଧାର ଆସିବା ପରେ ହଟିଛି GRAP-3 କଟକଣା । ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM)ର GRAP ଉପ-କମିଟି ତୃତୀୟ ପର୍ଯ୍ୟାୟର କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛି । ଦିଲ୍ଲୀର ବାୟୁ ଗୁଣବତ୍ତା…

ଖାଇକୁ ଖସିଲା ବସ୍, ଚାଲିଗଲା ୧୨ ଜୀବନ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରୁ ଆସିଛି ଏକ ଦୁଃଖଦ ଖବର । ଟିହରୀ ଗଢ଼ୱାଲ ଜିଲ୍ଲାରେ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ଗୁଲାର ବଜାର ନିକଟରେ ଏକ ଯାତ୍ରୀବାହୀ ବସ୍ ପୋଲ ଉପରୁ ପ୍ରାୟ ୧୦୦ ମିଟର ତଳକୁ ଗଭୀର ଖାଇରେ ଖସିପଡ଼ିଛି…

୬.୬ ତୀବ୍ରତାର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଇଣ୍ଡୋନେସିଆ: ଇଣ୍ଡୋନେସିଆରେ ବଡ଼ ଧରଣର ଭୂକମ୍ପ । ୬.୬ ତୀବ୍ରତାର ଭୂକମ୍ପରେ ଥରିଲା ବାଣ୍ଡା ସାଗର । ନଭେମ୍ବର ୧୬ ତାରିଖରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ତେବେ ଭୂକମ୍ପ ପରେ ସୁନାମିର କୌଣସି ବିପଦ ନଥିବା ସ୍ପଷ୍ଟ କରିଛି…

‘ଅକଭାନ୍’ ପାଇଁ ମାଲକାନଗିରିରେ ଦୁଇ ଦିନ ସ୍କୁଲ୍ ଛୁଟି

ମାଲକାନଗିରି: ବାତ୍ୟା ‘ଅକଭାନ୍’ ଲାଗି ମାଲକାନଗିରି ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କଲେ ମାଲକାନଗିରି ଜିଲ୍ଲାପାଳ । ଆସନ୍ତା ୧୯ ଓ ୨୦ ତାରିଖ ଦିନ ଛାତ୍ରଛାତ୍ରୀଙ୍କ ଲାଗି ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି…

ଶୀତ ଅଧିବେଶନ ପୂର୍ବରୁ ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକ: କାଉଣ୍ଟର କରିବାକୁ ବିଜେପି ପ୍ରସ୍ତୁତ

ଭୁବନେଶ୍ୱର: ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ମଙ୍ଗଳବାର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସର ବିଧାୟକ ଦଳ ବୈଠକ ଶେଷ ହୋଇଛି। ଅଧିବେଶନରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ପାଇଁ…