ଚତୁର୍ଥ ଥର ପାଇଁ ବ୍ରାଜିଲର ରାଷ୍ଟ୍ରପତି ଦାୟିତ୍ୱ ତୁଲାଇବେ ଲୁଲା ଡା ସିଲଭା

ବ୍ରାଜିଲ : ବ୍ରାଜିଲରେ ତୀବ୍ର ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ପୁଣିଥରେ ନିର୍ବାଚନ ଜିତିଛନ୍ତି । ଗତକାଲି ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଦକ୍ଷିଣପନ୍ଥୀ ନେତା ତଥା ସିନେଟର ଫ୍ଲାଭିଓ ବୋଲସୋନାରୋଙ୍କୁ ପରାସ୍ତ କରିଛନ୍ତି…

୧୦୦କୋଟି ଲାଞ୍ଚ କାରବାର ମମାଲାରେ ତାମିଲନାଡୁର ପୂର୍ବତନ ଶିକ୍ଷା ମନ୍ତ୍ରୀ ଗିରଫ

ତାମିଲନାଡୁ: ସରକାରୀ ଅନୁମୋଦନ ପାଇବା ପ୍ରତିଶଶ୍ରୁତି ଦେଇ ଘରୋଇ ଶିକ୍ଷାନୁଷ୍ଠାନରୁ ଟଙ୍କା ନେଉଥିବା ଅଭିଯୋଗ । ତଦନ୍ତ ପରେ ଗିରଫ ହେଲେ ତାମିଲନାଡୁର ପୂର୍ବତନ ଶିକ୍ଷା ମନ୍ତ୍ରୀ ଅନବିଲ୍ ମହେଶ ପୋୟାମୋଝି । ୧୭୭ଟି ସ୍କୁଲକୁ ଚୁନା ଲଗାଇଥିଲେ ଡିଏମକେର ନେତା…

ମାନହାନି ମାମଲାରେ ରାହୁଲ ଗାନ୍ଧୀ ଦୋଷମୁକ୍ତ

ଲକ୍ଷ୍ନୌ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ଟିପ୍ପଣୀ ଦେବା ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଶ୍ୱସ୍ତି ମିଳିଛି । ଉତ୍ତରପ୍ରଦେଶର ସୁଲତାନପୁରସ୍ଥିତ ଏମପି-ଏମଏଲଏ କୋର୍ଟ ତାଙ୍କୁ ମାନହାନି ମାମଲାରେ ଦୋଷମୁକ୍ତ କରିଛନ୍ତି । ଅତିରିକ୍ତ ମୁଖ୍ୟ ନ୍ୟାୟିକ…

ଭାରତୀୟ ସୀମା ଭିତରକୁ ୫୦ କିଲୋମିଟର ପଶିଆସିଲେ ଚୀନ୍ ସୈନ୍ୟ !

ଇଟାନଗର: ଅରୁଣାଚଳ ପ୍ରଦେଶର ଉପର ସୁବନସିରି (Upper Subansiri) ଜିଲ୍ଲାରେ ଚୀନ୍ ସୈନ୍ୟ ଭାରତୀୟ ସୀମା ଭିତରକୁ ୪୦ ରୁ ୫୦ କିଲୋମିଟର ପଶିଆସିଥିବା ନେଇ କଂଗ୍ରେସ ନେତା ଗୁରୁତର ଅଭିଯୋଗ ଆଣିଛନ୍ତି । ଅରୁଣାଚଳ ପ୍ରଦେଶ କଂଗ୍ରେସ ସଭାପତି ତଥା…

ବାତ୍ୟା ପରିଚାଳନା ପାଇଁ ଶକ୍ତି ବିଭାଗର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଶକ୍ତି ବିଭାଗର ବିପର୍ଯ୍ୟୟ ପ୍ରଶମନ ଓ କାର୍ଯ୍ୟକ୍ଷମ ପ୍ରସ୍ତୁତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି…

‘ଅର୍ଣ୍ଣବ’ ପ୍ରଭାବ: ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ସ୍କୁଲ୍ ସହ ଅଙ୍ଗନବାଡ଼ି ବନ୍ଦ ଘୋଷଣା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ (Cyclone Arnab) ର ପ୍ରଭାବ ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଜିଲ୍ଲାଗୁଡ଼ିକରେ ଅନୁଭୂତ ହେବାକୁ ଯାଉଛି। ପାଣିପାଗ ବିଭାଗର ଚେତାବନୀ ଏବଂ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ଆଖିଆଗରେ…

ମାଲକାନଗିରିରେ ବାତ୍ୟା ମୁକାବିଲା: ମୋଟୁ,କାଲିମେଳା ଓ ପଡିଆ ଅଞ୍ଚଳରେ ପ୍ରଶାସନର ସ୍ବତନ୍ତ୍ର ନଜର

ମାଲକାନଗିରି: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ମାଲକାନଗିରି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ଆସନ୍ତା ୨୮ ତାରିଖରେ ବାତ୍ୟାର ପ୍ରଭାବ ଅଧିକ ଅନୁଭୂତ ହେବାର ଆଶଙ୍କା ଥିବାରୁ ଜନଜୀବନର ସୁରକ୍ଷା ଓ ବିପର୍ଯ୍ୟୟର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି…

ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା, ୫ ଜିଲ୍ଲାରେ ସ୍ଥଗିତ

କଟକ : ବାତ୍ୟା ଅର୍ଣ୍ଣବ ସତ୍ତ୍ୱେ ଚାଲିବ ମାଧ୍ୟମିକ ଶିକ୍ଷା ପରିଷଦର ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତା ଦେଖା। କିନ୍ତୁ ୫ ଟି ଜିଲ୍ଲାରେ ବୋର୍ଡ ପକ୍ଷରୁ ଖାତା ଦେଖା ସ୍ଥଗିତ ରଖାଯିବ ବୋଲି ନିଷ୍ପତ୍ତି ହୋଇଛି। ଡିପ୍ଲୋମା ଇନ…

ପୁଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ: ଥାନାରେ ଉତ୍ତେଜନା, ହତ୍ୟା ଅଭିଯୋଗ ଆଣିଲା ପରିବାର

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଜଣେ ଯୁବକଙ୍କ ରହସ୍ୟଜନକ ମୃତ୍ୟୁକୁ କେନ୍ଦ୍ର କରି ଆଜି ଉତ୍ତେଜନା ଦେଖାଦେଇଛି। ହରିୟାଣା ପୁଲିସ ଦ୍ୱାରା ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଅଟକ ରଖାଯାଇଥିବା ଜଣେ ଯୁବକଙ୍କ ମୃତଦେହ ମାଲକାନଗିରିର ଏକ ହୋଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ…

ଭୋଗ ଖିଆକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର : ମନ୍ଦିର ବେଢ଼ାରେ ଭୋଗ ଖାଇବାକୁ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ । ଆକ୍ରମଣ ଓ ପ୍ରତିଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ଏକାଧିକ ଲୋକ । ବଡ଼ ରଘୁନାଥପୁର ଓ ମଦନପୁର ଗାଁ ମଧ୍ୟରେ ଏହି ସଂଘର୍ଷ ଘଟିଛି ।…