ଚିଲିକାରେ ଜଳ ରଥଯାତ୍ରା, ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ

ଚିଲିକା: ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ । ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ସାରା ବିଶ୍ୱ ବଡ଼ଦାଣ୍ଡରେ ରଥଟଣା ଦେଖୁଛି । ସେତିକିବେଳେ ଚିଲିକା ହ୍ରଦ ମଧ୍ୟରେ ଥିବା କଙ୍କଣ ଶିଖରୀଠାରେ ସମ୍ପୂର୍ଣ୍ଣ…

ପାହାଡ଼ ଉପରୁ ନାବାଳକର ମୃତଦେହ ଉଦ୍ଧାର

ଯୋଡ଼ା : ପାହାଡ଼ ଉପରୁ ନାବାଳକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ । କେନ୍ଦୁଝର ଯୋଡ଼ା ଥାନା ଖୁଣ୍ଟପାଣି ପାହାଡ଼ ଉପରୁ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର। ମୃତକ ହେଲେ କମାରଯୋଡ଼ା ତାରିଣୀ ଛକ ଅଞ୍ଚଳର ୧୧ ବର୍ଷିୟ କ୍ରିଷ୍ଣା କାଳନ୍ଦୀ।…

ବାଇକ ଉପରେ ଚଢିଗଲା ହାଇୱା, ଦୁଇ ମୃତ

ଭଦ୍ରକ : ମଟର ସାଇକେଲ ଉପରେ ଚଢି ଗଲା ହାଇୱା ଟ୍ରକ । ଦୁଇ ଜଣ ମୃତ,ଜଣେ ଗୁରୁତ୍ୱର । ଏମିତି ଦୁଖଦଃ ଘଟଣା ଦେଖିବାକୁ ମିଳିଛି, 16 ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଗୋପବନ୍ଧୁପୁର ଛକ ନିକଟରେ ।…

ଫୁଲୁଛି ଜଳକା, ଲଗାଣ ବର୍ଷା ଯୋଗୁ ବିପଦ ସଙ୍କେତ ଅତିକ୍ରିମ କଲା ଜଳସ୍ତର

ଜଳେଶ୍ୱର : ଫୁଲୁଛି ଜଳକା । ଲଘୁଚାପଜନିତ ବର୍ଷା ଯୋଗୁ ବିପଦ ସଙ୍କେତ ଅତିକ୍ରିମ କରିଛି ଜଳସ୍ତର । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା…

ସରିଲା ରଥଟଣା; ଶରଧାବାଲିରେ ଲାଗିଲା ୩ ରଥ; ଆସନ୍ତାକାଲି ଆଡ଼ପ ବିଜେ

ପୁରୀ:ଶ୍ରୀକ୍ଷେତ୍ର ପୁରୀରେ ତିନି ରଥ ଶରଧାବାଲିରେ ପହଞ୍ଚିଛନ୍ତି । ଲୀଳାମୟ ଜଗନ୍ନାଥ, ଭାବବତ୍ସଳ ଭାବଗ୍ରାହୀ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନବେଦୀ ଛାଡି ବଡଦାଣ୍ଡକୁ ଓହ୍ଲାଇଛନ୍ତି। ତାଙ୍କ ଚକାନୟନକୁ ଦେଖି ଭକ୍ତ କୃତ କୃତ ହେଉଛନ୍ତି। ଘଣ୍ଟ,ହରିବୋଲ ଓ ହୁଳହୁଳିରେ ବଡଦାଣ୍ଡ…

“ଷ୍ଟେଟ୍ ସ୍ପେସିଆଲ ସେଲ୍” ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ, ଆସନ୍ତା କାଲି ପ୍ରଥମ ବୈଠକ

ଭୁବନେଶ୍ବର: ଷ୍ଟେଟ୍ ସ୍ପେସିଆଲ ସେଲ୍ ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ବୃହତ୍ ଭିତ୍ତିଭୂମି ପ୍ରକଳ୍ପର ଯୋଜନା ପ୍ରସ୍ତୁତିଠାରୁ ଆରମ୍ଭ କରି ଡିପିଆର୍ ପ୍ରସ୍ତୁତି, ବୈଷୟିକ ଯାଞ୍ଚ, ଡିଜାଇନ୍‌, ଗୁଣବତ୍ତା ନିରୀକ୍ଷଣ, ପ୍ରଶିକ୍ଷଣ ଓ ଗବେଷଣାକୁ ଏକ ଛାତ…

ଡିଜିଟାଲ୍ ପ୍ଲାଟଫର୍ମରେ ହେବ ଜନଗଣନା ପ୍ରସ୍ତୁତି, ବିଭାଗଗୁଡ଼ିକୁ ଚିଠି

ଭୁବନେଶ୍ବର: ଜନଗଣନା-୨୦୨୭କୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍‌ (ଡିସିଏଚ୍‌ବି) ପ୍ରସ୍ତୁତି ପାଇଁ ଆବଶ୍ୟକ ଗ୍ରାମ ଓ ସହର ନିର୍ଦ୍ଦେଶିକା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହରେ ସମସ୍ତ ବିଭାଗ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ପୂର୍ଣ୍ଣ ସହଯୋଗ…

ଭତ୍ତା ପ୍ରଦାନରେ ବିଳମ୍ବ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ : ୨ ମାସ ମଧ୍ୟରେ ନିଷ୍ପତ୍ତି ନିଅ

କଟକ: ରାଜ୍ୟରେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ରୁଜୁ ମାମଲାରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ରାଜ୍ୟ ସରକାରଙ୍କୁ ଆବେଦନକାରୀଙ୍କ ସ୍ମାରକପତ୍ର ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଆବେଦନକାରୀ ସାନି ଏକ ସ୍ମାରକପତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ…

ବର୍ଷା ଭିଜା ବଡ଼ଦାଣ୍ଡରେ ଭକ୍ତିର ମହାମିଳନ: ଶ୍ରୀକ୍ଷେତ୍ରରେ ଗଡ଼ିଲା ତିନି ରଥ, ଜନସମୁଦ୍ର ପାଲଟିଲା ପୁରୀ

ପୁରୀ: ରଥରେ ପଥରେ ଜଗନ୍ନାଥ। ବର୍ଷକ ସେହି ଅପେକ୍ଷାର ଅନ୍ତ ଘଟାଇ ରତ୍ନବେଦୀ ଛାଡ଼ି ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ଝିପିଝିପି ବର୍ଷା ସତ୍ତ୍ୱେ ଭକ୍ତି ଓ ଉତ୍ସାହର ଉଚ୍ଛ୍ୱାସରେ ଉଛୁଳି ପଡ଼ିଛି ସମଗ୍ର ଶ୍ରୀକ୍ଷେତ୍ର। ‘ଜୟ ଜଗନ୍ନାଥ’…

ଇରାନକୁ ଟ୍ରମ୍ପଙ୍କ ଧମକ ; ଶାନ୍ତି କଥାବାର୍ତ୍ତା ନହେଲେ ଆମେରିକା କରିବ ବଡ଼ ଆକ୍ରମଣ

ୱାଶିଂଟନ : ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଆରମ୍ଭ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପ୍ରସ୍ତାବ ଦେଇଛନ୍ତି। ବୁଧବାର ଟ୍ରମ୍ପ କହିଛନ୍ତି ଯେ ଆଗାମୀ ତିନି ଦିନ ମଧ୍ୟରେ ଇରାନ ଶାନ୍ତି କଥାବାର୍ତ୍ତା ପାଇଁ ଆଗକୁ ନ…