ମୋଦିଙ୍କ ମନ କି ବାତ୍‌ରେ ସ୍ଥାନ ପାଇଲା କେନ୍ଦୁଝର ସଂକୀର୍ତ୍ତନ ମଣ୍ଡଳୀଠୁ ଆରମ୍ଭ କରି ମୟୂରଭଞ୍ଜର ସାନ୍ତାଳୀ ଶାଢୀ

ନୂଆଦିଲ୍ଲୀ/ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦି ଆଜି ‘ମନ କି ବାତ’ର ୧୨୪ତମ ଏପିସୋଡ୍ ମାଧ୍ୟମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ଦେଶବାସୀଙ୍କ ସମ୍ମୁଖରେ ବିଭିନ୍ନ ପ୍ରସଙ୍ଗ ନେଇ ମୋଦି ନିଜର ମତ ରଖିଥିବା ବେଳେ ଏଥିରେ ଓଡିଶାର କେନ୍ଦୁଝର ଜିଲ୍ଲାର…

ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟା, ପାଣି ଘେରରେ ଲୋକେ

ବୈତରଣୀ ନଦୀରେ ମାଡ଼ି ଆସିଲା ବନ୍ୟା। ଜଳମଗ୍ନ ହୋଇ ରହିଛି ବ୍ୟାପକ ଅଞ୍ଚଳ । ପାଣି ଘେରରେ ରହିଛନ୍ତି ଲୋକେ। ଅନେକ ସ୍ଥାନରେ ରାସ୍ତାଘାଟ ବି ବିଛିନ୍ନ। ବ୍ୟାପକ ଚାଷଜମି ଜଳମଗ୍ନ। ଜଳସ୍ତର କିଛିଟା ହ୍ରାସ ପାଇଥିଲେ ହେଁ ବନ୍ୟାଜଳରୁ ମୁକୁଳି…

କଙ୍ଗୋ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ, ୨୧ ମୃତ

କିନସାସା : ପୂର୍ବ କଙ୍ଗୋରେ ଆତଙ୍କବାଦୀମାନେ ପୁଣି ଥରେ ଆତଙ୍କ ସୃଷ୍ଟି କରିଛନ୍ତି। ପୂର୍ବ କଙ୍ଗୋରେ ଇସଲାମିକ୍ ଷ୍ଟେଟ୍ ସମର୍ଥିତ ବିଦ୍ରୋହୀଙ୍କ ଦ୍ୱାରା ଏକ ଚର୍ଚ୍ଚ ଉପରେ ଆକ୍ରମଣରେ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ନେତାମାନେ କହିଛନ୍ତି।…

ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ; ଯୁବକ ଅଟକ

ବାଲେଶ୍ବର: ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ । କ୍ୟାମ୍ପସ କ୍ବାର୍ଟର୍ସରେ ଏକା ଥିବାର ସୁଯୋଗ ନେଇ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି । ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ତ୍ରୀ ଶନିବାର ରେମୁଣା ଥାନାରେ ଅଭିଯୋଗ କରିବା…

ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ, ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ହେବ ପାଳନ

ବଲାଙ୍ଗିର : ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ । ଆଦି ସଂସ୍କୃତି ଆଦି ପରମ୍ପରାର ପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହେଲା । ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସ ଠାରେ ରବିବାର ଏନେଇ ତାରିଖ ଓ ସମୟ ଘୋଷଣା କରିଛନ୍ତି ରାଜ…

ଭାଇ ଉଦ୍ଧବଙ୍କୁ ଭେଟିଲେ ରାଜ୍ ଠାକରେ

ମୁମ୍ବାଇ : ମହାରାଷ୍ଟ୍ରରେ ହିନ୍ଦୀ-ମରାଠୀ ଭାଷାକୁ ନେଇ ବିବାଦ ଠାକରେ ପରିବାର ପାଇଁ ଶୁଭ ସାବ୍ୟସ୍ତ ହେଉଛି। ଗତ ୨୦ ବର୍ଷ ଧରି ସମ୍ପର୍କରେ ଥିବା ଶିତଳତା ଏବେ ଉଷ୍ମ ହେବା ଆରମ୍ଭ କରିଛି। ନିକଟରେ ଏକ ମିଳିତ ରାଲି କରିବା…

ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ବନ୍ୟାଜଳ

କଟକ:ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦ ଡ୍ୟାମର ବନ୍ୟା ଜଳ । ଏବେ ୪ ଲକ୍ଷ ୨୦ ହଜାର ୮୨୪ କ୍ୟୁସେକ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀ ଅପ୍ ଷ୍ଟ୍ରିମର ଜଳସ୍ତର ୮୬.୭୦ ଫୁଟ୍ ରହିଛି ଓ ଡାଉନ୍ ଷ୍ଟ୍ରିମର ଜଳସ୍ତର ୮୩.୮୦…

ନାବାଳିକା ଦୁଷ୍କର୍ମ ମାମଲା: ଗିରଫ ପରେ ବିଜେଡିରୁ ନିଳମ୍ବିତ ହେଲେ ଅମରେଶ ଜେନା

ଭୁବନେଶ୍ବର: ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହେବା ସଙ୍ଗେ ସଙ୍ଗେ ଦଳରୁ ବହିଷ୍କୃତ ହେଲେ ପୂର୍ବତନ ବିଜେଡି କର୍ପୋରେଟର ଅମରେଶ ଜେନା । ଗତକାଲି ତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିବା ପରେ ଆଜି ତାଙ୍କୁ ବାଲେଶ୍ବରରୁ ବାନ୍ଧିଛି କମିଶନରେଟ ପୋଲିସ୍…

ତାରରେ କରେଣ୍ଟ ଗୁଜବ ପରେ ମନସା ଦେବୀ ମନ୍ଦିରରେ ଦଳାଚକଟା

ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାରରେ ମନସା ଦେବୀ ମନ୍ଦିରରେ ରବିବାର ବହୁ ସଂଖ୍ୟକ ଶ୍ରଦ୍ଧାଳୁମାତାଙ୍କ ଦର୍ଶନ ପାଇଁ ମନ୍ଦିରରେ ପହଞ୍ଚିଥିଲେ। ସକାଳ ୬ଟାରେ ଏକ ଗୁଜବ ବ୍ୟାପିଗଲା। ଶ୍ରଦ୍ଧାଳୁମାନେ ଠେଲାପେଲା ହେବା ଆରମ୍ଭ କରିଥିଲେ। ତା’ପରେ କିଛି ସମୟ ମଧ୍ୟରେ ଦଳାଚକଟା ଆରମ୍ଭ…

ଗିରଫ ହେଲେ ବିଜେଡି କର୍ପୋରେଟର ଅମରେଶ ଜେନା

ଭୁବନେଶ୍ବର: ଗିରଫ ହେଲେ ବିଜେଡି କର୍ପୋରେଟର ଅମରେଶ ଜେନା । ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଆଜି ବାଲେଶ୍ବରର ନୀଳଗିରିରୁ ଅମରେଶ ଜେନାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ୍ । ପୂର୍ବରୁ ଗତକାଲି ତାଙ୍କ ୬ ସହଯୋଗୀଙ୍କୁ ପୋଲିସ୍ ଗିରଫ କରିଥିବା…