ବିଳମ୍ବିତ ରାତିରେ ରାଜଧାନୀର ନାଇଟ କ୍ଳବ, ବାର ଓ ହୋଟେଲରେ ଚଢ଼ଉ

ଭୁବନେଶ୍ବର: ବିଳମ୍ବିତ ରାତିରେ ରାଜଧାନୀର ନାଇଟ କ୍ଳବ, ବାର ଓ ହୋଟେଲରେ କମିସନରେଟ ପୁଲିସ ଚଢ଼ଉ କରିଥିଲା। ଇନ୍ଫୋସିଟି ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ସମସ୍ତ ବାର, ନାଇଟ କ୍ଳବ ଓ ହୋଟେଲରେ ଚଢ଼ଉ କରାଯାଇଥିଲା।  ସ୍ୱତନ୍ତ୍ର ୨ଟି ପୁଲିସ ଟିମ,…

ନେମାଳ ଥାନା ନାଗସପୁର ବାଲିଘାଟରେ ଗୁଳିମାଡ଼

କଟକ: ବାଲିଘାଟରେ ଗୁଳିମାଡ଼ । ବୁଲଡୋଜର ଜାଳିଦେଲ ଦୁର୍ବୃତ୍ତ । କଟକ ଜିଲ୍ଲା ନେମାଳ ଥାନା ନାଗସପୁର ଥିବା ଏକ ବାଲି ଘାଟରେ ଗୁଳିମାଡ ହୋଇଛି। ଗୁଳିମାଡ଼ ସହ ଏକ ବୁଲଡୋଜର ଜାଳିଦେଇଛନ୍ତି ଦୁର୍ବୃତ୍ତ । ବାଲିଘାଟର କର୍ମଚାରୀଙ୍କ ଅଭିଯୋଗ ମୁତାବକ,…

ପର୍ଜଙ୍ଗ ତହସିଲଦାରଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା: ୮ ଅଭିଯୁକ୍ତ ଗିରଫ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲଦାର ସିରିୟଲ ସୁଭ୍ର ପଟେଲ ଓ ରାଜସ୍ବ ନିରୀକ୍ଷକ ଆଲୋକ ଲେଙ୍କାଙ୍କୁ ଶୁକ୍ରବାର ଦିନ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଏହି ମାମଲାରେ ସଂପୃକ୍ତ ଥିବା ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମୁକ୍ତାପସି…

FBI ତଦନ୍ତ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚର ସ୍ପଷ୍ଟୀକରଣ

ନବ ଦାସ ହତ୍ୟା ମାମଲା ତଦନ୍ତରେ ଆମେରିକାର ଏଫବିଆଇ ସହାୟତା ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖାଯାଇଥିଲା । ଏନେଇ ରାଜ୍ୟ ଗୃହ ମନ୍ତ୍ରାଳୟ ଗତ ଫେବ୍ରୁଆରୀ ୨୨ତାରିଖରେ ଚିଠି ନଂ 187/Cରେ ଅନୁରୋଧ କରିଥିଲେ । ଆଜି କ୍ରାଇମବ୍ରାଞ୍ଚ…

କେନାଲରେ ଖସିପଡ଼ିଲା ବୋଲେରୋ, ଜଣେ ବରଯାତ୍ରୀ ମୃତ

ରାଇରଙ୍ଗପୁର/ସୁଲେଇପାଟ: ଡ୍ରାଇଭରଙ୍କ ଭୁଲ ପାଇଁ ବୋଲୋରୋ କେନାଲକୁ ଖସିପଡ଼ିଛି। ଏଥିରେ ଜଣେ ବରଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ତଥା ସୁଲେଇପାଟ ଫାଣ୍ଡି ଅନ୍ତର୍ଗତ କୁସୁମୀ ପୁରୁଣିଆ ଗ୍ରାମ ପାର୍ଶ୍ବରେ ଥିବା ଖଡଖାଇ କେନାଲରେ ଏଭଳି ଅଭାବନୀୟ ଘଟଣା…

ଓଡ଼ିଶା, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ ସବୁ ବିଧାୟକଙ୍କୁ ପ୍ରାମାଣିକ ଚିଠି: ଓଡ଼ିଶାରେ କୋଟିଆ

କୋଟିଆ କାହାର? ଓଡ଼ିଶା ନା ଆନ୍ଧ୍ରପ୍ରଦେଶର? ଏହାକୁ ନେଇ ବିବାଦ ଚାଲିଥିବା ଆଜି ଅଭିନବ ଉପାୟରେ ପ୍ରତିବାଦ କରିଛି ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର୍‌ ଆର୍ଟ ଆଣ୍ଡ କଲ୍ଚରାଲ ହେରିଟେଜ(ଆଇଏନ୍‌ଟିଏସିଏଚ୍‌)। କୋଟିଆ ଡାକଘରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶର…

ନବ ଦାସ ହତ୍ୟା ମାମଲାର ବାସ୍ତବ ତଦନ୍ତ କରି ନାହିଁ କ୍ରାଇମବ୍ରାଞ୍ଚ: ବିଜୟ ମହାପାତ୍ର

ଭୁବନେଶ୍ବର: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଷଡ଼ଯନ୍ତ୍ର ନେଇ ତଦନ୍ତ ହୋଇନାହିଁ ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡ ଏକ ହାଇ ପ୍ରୋଫାଇଲ ମର୍ଡ଼ର, କିନ୍ତୁ କ୍ରାଇମବ୍ରାଞ୍ଚ ବାସ୍ତବ ତଦନ୍ତ…

ନବ ଦାସ ହତ୍ୟାକାଣ୍ଡ ଚାର୍ଜସିଟ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା: ତଦନ୍ତ ସରିଲେ, ଜଣାଇବି

ଭୁବନେଶ୍ବର:  ନବ ଦାସ ହତ୍ୟାକାଣ୍ଡ ଚାର୍ଜସିଟ ନେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,ଏବେ କ୍ରାଇମବ୍ରାଞ୍ଚ ଯେଉଁ ଚାର୍ଜସିଟ ଦାଖଲ କରିଛି, ସେଥିରେ କିଛି ଫରମାଲିଟି ବାକି ଅଛି। ତେଣୁ ସବୁ ତଥ୍ୟ ସର୍ବସାଧାରଣ ହେବା…

‘ଭତ୍ତା ଦିଅ, ନହେଲେ ବିଷ ପିଇବି’

ହାଟଡ଼ିହି : ‘ଭତ୍ତା ଦିଅ, ନ ହେଲେ ବିଷ ପିଇବି।’ ୪ ମାସ ହେଲା ଭତ୍ତା ପାଇ ନଥିବାରୁ ଆଜି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଷଡ଼ଙ୍ଗ ପଞ୍ଚାୟତ ନସିରପୁର ଗ୍ରାମର ବୃଦ୍ଧ ଦାଶରଥି ଜେନା ବିଷ ବୋତଲ ଧରି ପଞ୍ଚାୟତ…

ମରାମତି ହେବ ମହାପ୍ରଭୁଙ୍କ ରତ୍ନ ପଲଙ୍କ, ରୁପା ଛାଉଣୀ ହେବ ସିଂହଦ୍ୱାର

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ ମରାମତି ହେବ। ଏଥିସହ ସିଂହଦ୍ୱାର ରୁପା ଛାଉଣୀ କରାଯିବ। ଆଜି ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି। ଉଭୟ କାର୍ଯ୍ୟ ରଥଯାତ୍ରା ଅବଧି…