ଗ୍ୟାସ୍ ସଙ୍କଟରୁ ମିଳିବ ମୁକ୍ତି, ଭାରତକୁ ଆସୁଛି ୨ ଟି LPG ଟ୍ୟାଙ୍କର

ନୂଆଦିଲ୍ଲୀ : ଭାରତରେ ଏଲପିଜି ସଙ୍କଟ ବଢୁଥିବା ମଧ୍ୟରେ ଏକ ବଡ଼ ଆଶ୍ବସ୍ତି ଖବର ସାମ୍ନାକୁ ଆସିଛି । ଏହି ସଙ୍କଟକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି ।…

ମହଙ୍ଗା ହେଲା ବିମାନ ଭଡ଼ା, ଯାତ୍ରୀଙ୍କଠାରୁ ଫୁଏଲ ସରଚାର୍ଜ ଆଦାୟ କରିବ ଆକାସା ଏୟାର

ନୂଆଦିଲ୍ଲୀ: ଭାରତୀୟ ବିମାନ କମ୍ପାନୀ ଆକାସା ଏୟାର୍ ବିମାନର ଟିକେଟ୍ ମୂଲ୍ୟ ବୃଦ୍ଧି ଘୋଷଣା କରିଛି । ସମସ୍ତ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ପ୍ରତ୍ୟେକ ସିଟ୍ ପାଇଁ ଯାତ୍ରୀଙ୍କଠାରୁ ୧୯୯ଟଙ୍କାରୁ ୧୩୦୦ଟଙ୍କା ପର୍ଯ୍ୟନ୍ତ ଫୁଏଲ ସରଚାର୍ଜ ଆଦାୟ କରିବ ବୋଲି…

ସୋନମ ୱାଙ୍ଗଚୁକଙ୍କ ଉପରୁ NSA କଟକଣା ହଟାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ୱାଙ୍ଗଚୁକଙ୍କ ଉପରୁ NSA ହଟିଲା । ମୁକ୍ତ ହେବେ ଲଦାଖ ଆନ୍ଦୋଳନକାରୀ ସୋନମ ୱାଙ୍ଗଚୁକ । କେନ୍ଦ୍ର ସରକାର ହଟାଇଲେ NSA କଟକଣା । ୧୭୦ ଦିନ ପରେ ଜେଲରୁ ବାହାରିବେ ସୋନମ ୱାଙ୍ଗଚୁକ। ଲଦାଖର ଜଣାଶୁଣା ପରିବେଶବିତ୍ ଏବଂ…

ଭିସା ପାଇଁ ବିଦେଶୀ ନାଗରିକଙ୍କୁ ଆଉ ଦେବାକୁ ପଡିବନି ଜୋରିମାନା

ନୂଆଦିଲ୍ଲୀ  : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଭାରତ ଗତକାଲି ପ୍ରଭାବିତ ବିଦେଶୀ ନାଗରିକଙ୍କ ଭିସାକୁ ୩୦ ଦିନ ପାଇଁ ବୃଦ୍ଧି କରିଛି । ଏଥିସହିତ ବିଦେଶୀ ନାଗରିକ ଅଧିକ ସମୟ ରହିବା ପାଇଁ ଜୋରିମାନା ଛାଡ଼ ଘୋଷଣା କରାଯାଇଛି । ସୂଚନାନୁଯାୟୀ,…

ଇରାନ ଆକ୍ରମଣରେ ଭାରତୀୟ ଇଞ୍ଜିନିୟର ମୃତ

ନୂଆଦିଲ୍ଲୀ : ଇରାନ ଆକ୍ରମଣରେ ଭାରତୀୟ ମୃତ । ଇରାନର ଡ୍ରୋନ୍ ଆକ୍ରମଣରେ ଜଣେ ଭାରତୀୟ ଇଞ୍ଜିନିୟର ମୃତ୍ୟୁ ହୋଇଛି । ପଶ୍ଚିମ ଏସିଆରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଇରାକର ବାସରା ବନ୍ଦର ନିକଟରେ ଏକ ବଡ଼ ଆକ୍ରମଣ ହୋଇଛି ।…

ଇସଲାମାବାଦ ଏୟାରପୋର୍ଟରେ ଡ୍ରୋନ୍ ଆଟାକ କଲା ତାଲିବାନ, ପାକ୍ ସୈନ୍ୟ ନିହତ

ଇସଲାମାବାଦ : ଆମେରିକା, ଇସ୍ରାଏଲ ଏବଂ ଇରାନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ଯୁଦ୍ଧରେ ନୂଆ ମୋର୍ଚ୍ଚା ଖୋଲିଛି । ପ୍ରଥମେ ପାକିସ୍ତାନ ଆଫଗାନିସ୍ତାନର କାବୁଲ, କାନ୍ଦାହାର, ପାକଟିଆ ଏବଂ ପାକଟିକାରେ ଏୟାର ଷ୍ଟ୍ରାଇକ୍ କରିଥିଲା । ପ୍ରତିଶୋଧ ପରାୟଣ…

ଆମେରିକାର ପ୍ରଚଣ୍ଡ ଆକ୍ରମଣରେ ଧ୍ୱଂସ ହେଲା ଇରାନର ‘ଖାର୍ଗ ଦ୍ୱୀପ’

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ନିର୍ଦ୍ଦେଶରେ ଆମେରିକୀୟ ସେନା ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପ (Kharg Island) ଉପରେ ଏକ ଭୟଙ୍କର ବୋମା ମାଡ଼ କରିଛି।…

ଇରାନ-ଆମେରିକା ଯୁଦ୍ଧରେ ହସ୍ତକ୍ଷେପ କଲେ ପୁଟିନ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ଯୁଦ୍ଧ । ଇରାନ-ଆମେରିକା ଯୁଦ୍ଧରେ ପୁଟିନଙ୍କ ଏଣ୍ଟ୍ରି? ଟ୍ରମ୍ପ ଦେଲେ ବଡ଼ ସଙ୍କେତ । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକା ଓ ଇସ୍ରାଏଲ୍ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇରାନକୁ ‘ଅଳ୍ପ…

ରାଜ୍ୟସଭା ନିର୍ବାଚନ ଲାଗି ୧୬ରେ ବିଧାନସଭା ବୈଠକ ବନ୍ଦ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ଲାଗି ଚଳିତ ମାସ ୧୬ ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଥିବାରୁ ଏହିଦିନ ବିଧାନସଭା ବୈଠକ ହେବନାହିଁ। ଶୁକ୍ରବାର ଗୃହରେ ଗୃହୀତ କାର୍ଯ୍ୟ ପରାମର୍ଶଦାତା କମିଟିଙ୍କ ରିପୋର୍ଟ ଅନୁଯାୟୀ ଏହା ସ୍ଥିରିକୃତ ହୋଇଛି।…

ରାଜ୍ୟସଭା ନିର୍ବାଚନକୁ ନେଇ ନବୀନ-ଜୟନାରାୟଣ ମୁହାଁମୁହିଁ

ଭୁବନେଶ୍ଵର: ଆସନ୍ତା ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ  ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ମୁହାଁମୁହିଁ ହୋଇଛନ୍ତି। ଘୋଡ଼ା ବେପାର ନେଇ ଦୁଇ ନେତା ପରସ୍ପରକୁ ଆକ୍ଷେପ…