ମାସିକ ଧର୍ମ ବେଳେ ମହିଳାଙ୍କ ଛୁଟି ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମାସିକ ଧର୍ମ ସମୟରେ ମହିଳା କର୍ମଚାରୀଙ୍କୁ ଛୁଟି ପ୍ରଦାନ କରିବା ପାଇଁ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ ଏହି ମାମଲାକୁ ବିଚାର କରିବାକୁ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି, “ମହିଳାମାନଙ୍କୁ ଏତେ ଦୁର୍ବଳ ଭାବନ୍ତୁ ନାହିଁ…

ଦୁବାଇରେ ଶକ୍ତିଶାଳୀ ବିସ୍ଫୋରଣ, ବୁର୍ଜ ଖଲିଫା ନିକଟରେ ଖସିଲା ମିସାଇଲ୍ ଅଂଶ

ଦୁବାଇ : ଦୁବାଇରେ ଶକ୍ତିଶାଳୀ ବିସ୍ଫୋରଣ । ଆକାଶରୁ ଖସାଇ ଦିଆଗଲା ଶତ୍ରୁପକ୍ଷର ଡ୍ରୋନ୍ । ଶକ୍ତିଶାଳୀ ବିସ୍ଫୋରଣରେ ଥରିଲା ଦୁବାଇ । ବୁର୍ଜ ଖଲିଫା ନିକଟରେ ଖସିଲା ମିସାଇଲ୍ ଅଂଶ । ଦୁବାଇର ମଧ୍ୟଭାଗରେ ଏକାଧିକ ଶକ୍ତିଶାଳୀ ବିସ୍ଫୋରଣ ଶୁଣିବାକୁ ମିଳିଛି…

ଭୟରେ ଅଧିକ ଗ୍ୟାସ୍‌ କିଣୁଛନ୍ତି ଗ୍ରାହକ: ଦୈନିକ ୭୫.୭ ଲକ୍ଷ ବୁକିଂ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଦେଶରେ ରନ୍ଧନ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଘରୋଇ ଏଲ୍‌ପିଜି ଯୋଗାଣକୁ ନିଶ୍ଚିତ କରିବା ପାଇଁ ସରକାର ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ ଉପରେ କଟକଣା ଲଗାଇଛନ୍ତି। ଏଭଳି ସମୟରେ ସରକାର ଆଜି କହିଛନ୍ତି ଯୁଦ୍ଧ କାରଣରୁ…

ଅନିଲ ଅମ୍ବାନୀଙ୍କଙ୍କ ୫୮୧ କୋଟିର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଗୁରୁବାର ବିଶି​‌ଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କର ୫୮୧ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଏହି ସମ୍ପତ୍ତି ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡ ଏବଂ ରିଲାଏନ୍ସ କମର୍ସିଆଲ ଫାଇନାନ୍ସ…

ତୈଳ ସଂକଟର ସମାଧାନ ଲାଗି ଇରାନ ପ୍ରତିପକ୍ଷଙ୍କ ସହ କଥା ହେ​ଲେ ଜୟଶଙ୍କର

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଭାରତରେ ​ଦେଖାଯାଇଥିବା ତୈଳ ସଂକଟର ସମାଧାନ ଲାଗି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କର ଇରାନ ପ୍ରତିପକ୍ଷ ଆବାସ ଆରାଗଚିଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ସମସ୍ୟା ଆରମ୍ଭ ପରଠାରୁ ଜୟଶଙ୍କର ତାଙ୍କ ଇରାନ ପ୍ରତିପକ୍ଷଙ୍କ ସହିତ…

କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଇରାନକୁ ବଡ଼ ଝଟକା ।  ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ ମୋଜତାବା ଖାମେନେଇ ।  ଏକ ଏୟାର ଷ୍ଟ୍ରାଇକରେ ମୋଜତାବା ଖାମେନେଇ ଗୋଡ଼ ହରାଇ କୋମାରେ ପୀଡ଼ିତ ହୋଇଛନ୍ତି। ଏକ ବିଶେଷ ସୂତ୍ରରୁ…

ଆଫଗାନିସ୍ତାନର ପ୍ରାଇଭେଟ ଏୟାରଲାଇନର ଇନ୍ଧନ ଡିପୋ ଉପରେ ବୋମା ମାଡ଼ କଲା ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସଂଘର୍ଷ ବଢିବାରେ ଲାଗିଛି । ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ପାକିସ୍ତାନ ଦ୍ବାରା କରାଯାଇଥିବା ଏୟାରଷ୍ଟ୍ରାଇକ ପରେ ତାଲିବାନର ଜଣେ ବରିଷ୍ଠ ଅଧିକାରୀ…

ଗ୍ୟାସ କଳାବଜାରୀ, ଚଢାଉ ବେଳେ ଏକ ଘରୁ ମିଳିଲା ୫୫ ସିଲିଣ୍ଡର

ଉତ୍ତରପ୍ରଦେଶ : ଦେଶର ବିଭିନ୍ନ ଭାଗରେ ଏଲପିଜି ସିଲିଣ୍ଡର ଅଭାବ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ସରକାର କହୁଛନ୍ତି ଦେଶରେ ପର୍ଯ୍ୟାପ୍ତ ରହିଛି ଗ୍ୟାସ୍ ସିଲିଣ୍ଡର । କିଛି ଅସାଧୁ ବ୍ୟବସାୟୀ ଗ୍ୟାସର କଳାବଜାରୀ କରୁଛନ୍ତି…

ବିଜେପି ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର: ବିଜେପିରେ ପୂର୍ବତ୍ତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଯୋଗଦାନ ପରେ ବାଲେଶ୍ୱର ଜିଲ୍ଲାରେ ବିଜେପିରେ ହଲଚଲ ଦେଖିବାକୁ ମିଳିଛି। ରବୀନ୍ଦ୍ରଙ୍କ ଯୋଗଦାନକୁ ନେଇ ଅସନ୍ତୁଷ୍ଟ ହୋଇ ଦଳ ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ। ବିଜେପିରେ ପୂର୍ବତ୍ତନ ବାଲେଶ୍ୱର ସାଂସଦ…

କଂଗ୍ରେସ ବିଧାୟକଙ୍କ ବେଙ୍ଗାଲୁରୁ ଗସ୍ତକୁ ସୋଫିଆଙ୍କ ନାପସନ୍ଦ

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ତାରିଖ ଯେତେ ପାଖଉଛି ରାଜ୍ୟ ରାଜନୀତି ସରଗରମ ହେବାର ଲାଗିଛି। କଂଗ୍ରେସ ବିଧାୟକଙ୍କ ଗସ୍ତକୁ ନାପସନ୍ଦ କଲେ କଟକ ବିଧାୟିକା ସୋଫିଆ ଫିର୍ଦୋସ। ସେ କହିଛନ୍ତି ଯେ, ବାହାରକୁ ଯିବାର କଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ…