ଆର୍ମେନିଆ, ଆଜରବୈଜାନ ଦେଇ ନିଜ ଦେଶକୁ ଫେରୁଛନ୍ତି ଇରାନରେ ଫସିଥବା ଭାରତୀୟ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଇରାନରେ ଅଟକିଥିବା ଭାରତୀୟମାନେ ବର୍ତ୍ତମାନ ଆର୍ମେନିଆ ଓ ଆଜରବୈଜାନ ସୀମା ଦେଇ ଇରାନ ଛାଡୁଥିବା ଜଣାପଡିଛି। ସୋମବାର ସୁଦ୍ଧା ୫୫୦ ଭାରତୀୟ ଇରାନ ସୀମା ଅତିକ୍ରମ କରି ଆର୍ମେନିଆରେ ପହଞ୍ଚିଥିବାବେଳେ ୯୦ ଭାରତୀୟ ଆଜରବୈଜାନରେ ପହଞ୍ଚିଥିବା…

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ସୋସିଆଲ ମିଡିଆରେ ମିଥ୍ୟା ଫଟୋ ଓ ଭିଡିଓ ଅପ୍‌ଲୋଡ ଅଭିଯୋଗ: ୟୁଏଇରେ ୧୯ ଭାରତୀୟ ଗିରଫ

ଆବୁଧାବି: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଓ ଆପତ୍ତିଜନକ ଫଟୋ, ଭିଡିଓ ଅପ୍‌ଲୋଡ କରୁଥିବା ଅଭିଯୋଗରେ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ସରକାର ମୋଟ ୩୫ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ମଧ୍ୟରେ ୧୯ ଭାରତୀୟ ସାମିଲ ଅଛନ୍ତି।…

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ:୨୯୧ ଆସନରେ ପ୍ରାର୍ଥୀ ଘୋଷଣା କଲା ଟିଏମସି

କୋଲକତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଏପ୍ରିଲ ୨୩ ଏବଂ ଏପ୍ରିଲ୍ ୨୯ରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଦଳ ନିଜ ନିଜର ପ୍ରାର୍ଥୀଙ୍କ ତାଲିକା ଜାରି କରୁଛନ୍ତି । ସୋମବାର ବିଜେପି ୧୪୪ ଆସନ ପାଇଁ ପ୍ରାର୍ଥୀ…

LPG ପାଇଁ ନିଜେ ଘରେ ବସି କରିପାରିବେ e-KYC

ନୂଆଦିଲ୍ଲୀ : LPG ଗ୍ରାହକଙ୍କ ପାଇଁ e-KYC କୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ । କେବଳ ଅନଧିକୃତ LPG ବ୍ୟବହାରକାରୀଙ୍କ ପାଇଁ e-KYC ବ୍ୟବସ୍ଥା । ସମସ୍ତ ଏଲପିଜି ଉପଭୋକ୍ତାଙ୍କ ପାଇଁ e-KYC କରିବା ଦରକାର ନାହିଁ ।…

ପୋଷ୍ୟ ସନ୍ତାନ ଗ୍ରହଣକାରୀ ମା’ଙ୍କୁ ମିଳିବ ୧୨ ସପ୍ତାହର ଛୁଟି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ଙ୍କ ପାଇଁ ବଡ଼ ଆଶ୍ୱସ୍ତି । ସବୁ ପୋଷ୍ୟ ସନ୍ତାନ ଗ୍ରହଣକାରୀ ମା’ଙ୍କୁ ମିଳିବ ମାତୃତ୍ୱକାଳୀନ ଛୁଟି । ଶିଶୁର ବୟସ ଯାହା ହେଉ, ମା’ଙ୍କୁ ମିଳିବ ୧୨…

ଦିଲ୍ଲୀରେ ଭୁଶୁଡିଲା ପାଦଚଲା ଓଭରବ୍ରିଜ, ଭାସିଗଲେ ମହିଳା

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ବଡ଼ ଅଘଟଣ । ରୂପ ନଗର ଅଞ୍ଚଳରେ ଏକ ଫୁଟ ଓଭରବ୍ରିଜ ଭୁଶୁଡିପଡିଛି । ଏହି ଘଟଣାରେ ଜଣେ ମହିଳା ନାଳରେ ଭାସିଯାଇଥିବା ଜଣାପଡିଛି । ମହିଳାଙ୍କୁ ଖୋଜାଚାଲିଛି । ଖବର ମୁତାବକ, ଦିଲ୍ଲୀ ଅଗ୍ନିଶମ ସେବା ନିକଟକୁ…

ୟୁଏଇ ଉପରେ ଇରାନର ଆକ୍ରମଣ ଭୟ, ବିମାନ ଚଳାଚଳ ଠପ୍

ନୂଆଦିଲ୍ଲୀ: ଇରାନ ଯୁଦ୍ଧର ବଡ଼ ପ୍ରଭାବ । ୟୁଏଇ ଉପରେ ଇରାନର ଆକ୍ରମଣ ଭୟ । ଆକାଶପଥ ସମ୍ପୂର୍ଣ୍ଣ ବନ୍ଦ, ବିମାନ ଚଳାଚଳ ଠପ୍ । ସବୁ ବିମାନ ବାତିଲ୍! ଇରାନ ପକ୍ଷରୁ ମିସାଇଲ୍ ଏବଂ ଡ୍ରୋନ୍ ମାଡ଼ ଆଶଙ୍କାରେ ସଂଯୁକ୍ତ ଆରବ…

କାବୁଲ ଉପରେ ପାକିସ୍ତାନର ବୋମାମାଡ଼, ୪୦୦ ମୃତ

ନୂଆଦିଲ୍ଲୀ:  ଆଫଗାନିସ୍ତାନର ରାଜଧାନୀ କାବୁଲ ଉପରେ ପାକିସ୍ତାନର ବୋମାମାଡ଼ । ଆକ୍ରମଣରେ ୪୦୦ ମୃତ, ଶତାଧିକ ଆହତ ହୋଇଛନ୍ତି । କାବୁଲ ଆକାଶରେ କଳା ଧୂଆଁର ଆସ୍ତରଣ , ଚାରିଆଡ଼େ ନିଆଁ । ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ରାଜଧାନୀ କାବୁଲର ମଧ୍ୟଭାଗରେ ପ୍ରବଳ…

‘ନନ୍ଦାଦେବୀ’ ଚଳାଇ ଗୁଜୁରାଟରେ ପହଞ୍ଚିଲେ ଓଡ଼ିଆ ପୁୁଅ କ୍ୟାପଟେନ୍ ଧୀରଜ ଅଗ୍ରୱାଲ

ଭୁବନେଶ୍ଵର: ବଲାଙ୍ଗିରର ଓଡ଼ିଆ ପୁଅ ଭାବରେ ସମ୍ପ୍ରତି ଗଣମାଧ୍ୟମ ଓ ଦେଶବ୍ୟାପୀ ଚର୍ଚ୍ଚାରେ ଥିବା ବ୍ୟକ୍ତି ହେଉଛନ୍ତି କ୍ୟାପଟେନ୍ ଧୀରଜ ଅଗ୍ରୱାଲ। ନିକଟରେ ଇରାନ-ଆମେରିକା ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ନିଜର ଅଦମ୍ୟ ସାହସିକତା ପ୍ରଦର୍ଶନ କରି ସେ ସାରା ଦେଶ ପାଇଁ…

କୂଅରେ ଖସି ପଡ଼ିଥିବା ଛେଳିକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ୨ ଓଡ଼ିଆ ଶ୍ରମିକ

ଦିଗପହଣ୍ଡି: ପେଟ ପାଳିବା ପାଇଁ ଭିଟାମାଟି ଛାଡ଼ିଥିଲେ। ରାଜ୍ୟ ବାହାରେ ଭଲ ରୋଜଗାର କରୁଥିଲେ। ପରିବାର ଲୋକଙ୍କୁ ଟଙ୍କା ପଠାଉଥିଲେ। ସେମାନଙ୍କର ପରିବାର ଖୁସିରେ ଚାଲିଥିଲା। ଏହି ଖୁସି ଭିତରେ ଆସନ୍ତା ୧୯ ତାରିଖ ଦିନ ଭିଟାମାଟି ଅଭିମୁଖେ ଫେରିଥାନ୍ତେ। କିନ୍ତୁ…