ଭାରତ ପୁଣି ଥରେ ଜିତିଲା ଟି-ଟ୍ବେଣ୍ଟି ବିଶ୍ବକପ୍, ସମଗ୍ର ଦେଶରେ ଖୁସିର ଲହର

ଅହମଦାବାଦ: ଭାରତୀୟ ପୁରୁଷ କ୍ରିକେଟ୍‌ ଟିମ୍‌ ଅହମଦାବାଦରେ ଦେଶର କୋଟିକୋଟି ପ୍ରଶଂସକ, କ୍ରୀଡ଼ାପ୍ରେମୀ ଓ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଷ୍ଟାଡିୟମରେ ଉପସ୍ଥିତ ଲକ୍ଷାଧିକ ଦର୍ଶକ ଭାରତୀୟ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଦେଖି ଯେତିକି ଉତ୍ସାହିତ ହୋଇଛନ୍ତି, ଜମ୍ମୁ କଶ୍ମୀରରୁ କନ୍ୟାକୁମାରୀ ଏବଂ…

ନ୍ୟୁୟର୍କ ମେୟର ମାମଦାନୀଙ୍କ ବାସଭବନ ଆଗରେ ବୋମା ବିସ୍ଫୋରଣ ଉଦ୍ୟମ: ୨ ଗିରଫ

ନ୍ୟୁୟର୍କ: ନ୍ୟୁୟର୍କ ସିଟି ମେୟର ଜୋହରାନ ମାମଦାନୀଙ୍କ ବାସଭବନ ବାହାରେ ବିସ୍ଫୋରଣ ଉଦ୍ୟମ କରିଥିବା ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ନ୍ୟୁୟର୍କ ସିଟି ପୁଲିସ ବିଭାଗ (ଏନ୍‌ୱାଇପିଡି) ମାମଦାନୀଙ୍କ ବାସଭବନ ଗ୍ରେସି ମ୍ୟାନସନ୍ ବାହାରେ ବୋମା ବିସ୍ଫୋରଣ ଉଦ୍ୟମ ପରେ…

ମୁସଲମାନ ମହିଳାଙ୍କୁ ନିସ୍ତୁକ ମାଡ଼, ଡାକ୍ତରଖାନାରେ ଚାଲିଗଲା ଜୀବନ

ପାଟନା: ବିହାରର ମଧୁବନି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଗାଁ ମୁଖିଆଙ୍କ ପୁଅ ଓ କିଛି ଲୋକ ଜଣେ ମୁସଲମାନ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ପରିସ୍ରା ପିଆଇବା ପରେ ଡାକ୍ତରଖାନାରେ ଚିକିିତ୍ସାଧୀନ ଅବସ୍ଥାରେ ତାଙ୍କର…

ଅନିଲ ଅମ୍ବାନୀଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ପିଏନବିର ମୁଖ୍ୟ ପରିଚାଳକ ସନ୍ତୋଷକୃଷ୍ଣ ଅନ୍ନଭରପୁଙ୍କ ଅଭିଯୋଗ ପାଇବା ପରେ ସିବିଆଇ ଆଇପିସିର ଧାରା ୪୨୦ ଏବଂ ୧୨୦ (ବି) ଅଧୀନରେ ମାମଲା ରୁଜୁ କରିଛି। ଏଫଆଇଆର ଅନୁଯାୟୀ, ଅନିଲ ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ କମ୍ୟୁନିକେସନ୍ସ ୨୦୧୩ ମସିହାରୁ ୨୦୧୭…

ଇସ୍ରାଏଲକୁ ଗୋଳା-ବାରୁଦ ଓ ଯୁଦ୍ଧ ସାମଗ୍ରୀ ବିକିବ ଆମେରିକା

ନୂଆଦିଲ୍ଲୀ: ଇସ୍ରାଏଲକୁ ଗୋଳା-ବାରୁଦ ଓ ଯୁଦ୍ଧ ସାମଗ୍ରୀ ବିକିବା ପାଇଁ ଆମେରିକା ନିଷ୍ପତ୍ତି ନେଇଛି। ଆମେରିକୀୟ ବିଦେଶ ବିଭାଗ ଇସ୍ରାଏଲ ସରକାରଙ୍କୁ ପ୍ରାୟ ୧୬ କୋଟି ଡଲାରର ଯୁଦ୍ଧ ସାମଗ୍ରୀ କ୍ରୟ ନେଇ ମଞ୍ଜୁରୀ ଦେଇଛି। ଇସ୍ରାଏଲ ସରକାର ନିଜ ସୁରକ୍ଷା…

ଜେଡିୟୁରେ ସାମିଲ ହେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର

ପାଟନା : ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜେଡିୟୁରେ ଯୋଗ ଦେଇଛନ୍ତି । ସେ ପାଟନା ସ୍ଥିତ ଜେଡିୟୁ ଅଫିସରେ ସଦସ୍ୟତା ପଦ ଗ୍ରହଣ କରିଛନ୍ତି । ଏହି ସମୟରେ ପାର୍ଟିର ସମସ୍ତ ବରିଷ୍ଠ…

ରାଷ୍ଟ୍ରପତିଙ୍କ ପ୍ରୋଟକଲ ଉଲ୍ଲଂଘନ ପ୍ରସଙ୍ଗ: ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ପ୍ରୋଟକଲ ଉଲ୍ଲଂଘନ ଏବଂ ସ୍ଥାନ ପରିବର୍ତ୍ତନ ମାମଲାରେ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି କେନ୍ଦ୍ର ସରକାର । ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦାର୍ଜିଲିଂ ସାନ୍ତାଳୀ ସମ୍ମିଳନୀ ବେଳେ ରାଷ୍ଟ୍ରପତିଙ୍କ ପ୍ରୋଟୋକଲରେ ତ୍ରୁଟି…

ଶ୍ରୀନଗର ରାଜ୍ୟପାଳଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି; କଲା ଜରୁରୀ ଅବତରଣ

ଶ୍ରୀନଗର : ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂ(ରିଟାୟର୍ଡ) ହେଲିକପ୍ଟରର ଜରୁରୀ ଅବତରଣ । ହେଲିକ୍ପଟରର ବୈଷୟିକ ତ୍ରୁଟି ଯୋଗୁଁ ଶ୍ରୀନଗର ଜିବିକେ ହେଲିପ୍ୟାଡରେ ଜରୁରୀ ଅବତରଣ କରିଛି । ପୋଲିସ ସୂଚନା ଅନୁସାରେ, ହେଲିକପ୍ଟରରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସମସ୍ୟା…

ଆଶୁତୋଷ ବ୍ରହ୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରୟାଗରାଜ : ପ୍ରୟାଗରାଜରେ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀଙ୍କ ବିରୋଧରେ ନାବାଳିକା ଯୌନ ଉତ୍ପୀଡନ କେସ୍ ରୁଜୁ କରୁଥିବା ଆଶୁତୋଷ ବ୍ରହ୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ । ଆଶୁତୋଷ ବ୍ରହ୍ମଚାରୀ ଗାଜିଆବାଦରୁ ରିୱ ଏକ୍ସପ୍ରେସ ଟ୍ରେନରେ ପ୍ରୟାଗରାଜ ଯାଉଥିବା ବେଳେ ତାଙ୍କ ଉପରେ…

ଇସ୍ରାଏଲର ମିସାଇଲ ମାଡ଼ରେ ଜଳୁଛି ତେହେରାନର ତୈଳ ଡିପୋ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ହେଉଛି ମହାଯୁଦ୍ଧ। ତେହେରାନ ଉପରେ ବର୍ଷୁଛି ମିସାଇଲ। ତେହେରାନର ତୈଳ ଡିପୋ ହୁହୁ ହୋଇ ଜଳୁଛି। ଇସ୍ରାଏଲର ମିସାଇଲ ମାଡ଼ରେ ଜଳୁଛି ତୈଳ ଡିପୋ । ଇରାନ ଉପରେ ଆମେରିକାର ସାମରିକ ଏବଂ କୂଟନୈତିକ ଚାପ…