ପୁଣି ଫେଲ୍ ମାରିଲା ଚୀନର ଏୟାର ଡିଫେନ୍ସ
ନୂଆଦିଲ୍ଲୀ: ଗୋଟିଏ ବର୍ଷ ଭିତରେ ଦୁଇ ଦୁଇ ଥର ଫେଲ୍ ମାରିଲା ଚୀନର ଏୟାର ଡିଫେନ୍ସ । ପ୍ରଥମେ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ପାଇଁ ଫେଲ୍ ମାରିଥିଲା, ଆଉ ଏବେ ଇରାନ କ୍ଷେତ୍ରରେ ବି ବିଫଳ ହେଲା । ଚୀନର…
ନୂଆଦିଲ୍ଲୀ: ଗୋଟିଏ ବର୍ଷ ଭିତରେ ଦୁଇ ଦୁଇ ଥର ଫେଲ୍ ମାରିଲା ଚୀନର ଏୟାର ଡିଫେନ୍ସ । ପ୍ରଥମେ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ପାଇଁ ଫେଲ୍ ମାରିଥିଲା, ଆଉ ଏବେ ଇରାନ କ୍ଷେତ୍ରରେ ବି ବିଫଳ ହେଲା । ଚୀନର…
କେରଳ : ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ କେପି ଉନ୍ନିକୃଷ୍ଣନଙ୍କର ଦେହାନ୍ତ ହୋଇଛି । କେରଳ କୋଝିକୋଡର ଏକ ଘରୋଇ ହସ୍ପିଟାଲରେ ୮୯ ବର୍ଷ ବୟସରେ ଦେହାନ୍ତ ଘଟିଛି । ଉନ୍ନିକୃଷ୍ଣନ୍ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ…
ବେଙ୍ଗାଲୁରୁ : ସୁରକ୍ଷିତ ଭାବେ ସ୍ବଦେଶ ଫେରିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ମଧ୍ୟ ପ୍ରାଚ୍ୟରେ ଲାଗି ରହିଥିବା ଭୟାବହ ଯୁଦ୍ଧ ଏବଂ ଦୁବାଇରେ ଫସି ରହିବା ପରେ ବେଙ୍ଗାଲୁରୁ ସ୍ଥିତ ନିଜ ବାସଭବନକୁ ଫେରିଛନ୍ତି । ତେବେ ଏହି ସଂକଟ…
ନୂଆଦିଲ୍ଲୀ: ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି । ଜରୁରୀକାଳୀନ ନିର୍ଦ୍ଦେଶ ଜାରି କଲା ଆମେରିକା ବୈଦେଶିକ ବିଭାଗ । ମଧ୍ୟ-ପ୍ରାଚ୍ୟର ୧୪ଟି ଦେଶରେ ଥିବା ଆମେରିକୀୟ ନାଗରିକମାନଙ୍କୁ “ଗମ୍ଭୀର ସୁରକ୍ଷା ବିପଦ” ଦର୍ଶାଇ ତୁରନ୍ତ ସେହି ସ୍ଥାନ ଛାଡ଼ିବାକୁ…
ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ । ୬.୧ ତୀବ୍ରତାରେ ଥରିଲା ସୁମାତ୍ରା ଦ୍ୱୀପ । ମଙ୍ଗଳବାର ସକାଳେ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପ ନିକଟରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲ୍ ରେ ୬.୧ ରହିଥିଲା…
ନୂଆଦିଲ୍ଲୀ : ଧ୍ୱଂସ ହେଲା ଇରାନର ସରକାରୀ ଟିଭି କେନ୍ଦ୍ର । ଇରାନର ସରକାରୀ ଟିଭି ଚ୍ୟାନେଲ ମୁଖ୍ୟାଳୟ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ । ତେହେରାନରେ ଥିବା ଇରାନର ସରକାରୀ ପ୍ରସାରଣ କେନ୍ଦ୍ର (IRIB) କୁ ବୋମାମାଡ଼ କରି ସମ୍ପୂର୍ଣ୍ଣ…
ନୂଆଦିଲ୍ଲୀ : ରକ୍ତମୁଖା ଇରାନ । ରିୟାଦରେ ଥରିଲା ଆମେରିକା ଦୂତାବାସ । ସାଉଦି ଆରବରେ ଥିବା ଆମେରିକା ଦୂତାବାସ ଉପରେ ଡ୍ରୋନ୍ ଆକ୍ରମଣ । ଆଜି ସକାଳେ ସାଉଦି ଆରବର ରିୟାଦରେ ଥିବା ଆମେରିକା ଦୂତାବାସ ଉପରେ ଏକ ବଡ଼ ଧରଣର…
ନୂଆଦିଲ୍ଲୀ : ଧ୍ୱଂସ ହେବ ଇରାନର ନୌସେନା ଏବଂ ମିସାଇଲ୍ । ଇରାନର ମିସାଇଲ୍ ଶକ୍ତିକୁ ଆମେରିକା ଶେଷ କରିବ ବୋଲି କହିଛନ୍ତି ମାର୍କୋ ରୁବିଓ । ଇରାନ ବିରୁଦ୍ଧରେ ଚାଲିଥିବା ସାମରିକ ଅଭିଯାନର ମୁଖ୍ୟ ଲକ୍ଷ୍ୟ ସ୍ପଷ୍ଟ କରିଛନ୍ତି ଆମେରିକା ବିଦେଶ…
କଟକ : କଟକରେ ହୋଲି ପାଇଁ କମିଶନରେଟ୍ ପୋଲିସର ବଡ଼ ପ୍ରସ୍ତୁତି । ହୋଲିରେ ମଦ ବିକ୍ରି ବ୍ୟାନ୍। ମଦ ବିକ୍ରି ପାଇଁ ଦିଆଯିବନି ଅନୁମତି। ସୂଚନା ଦେଇଛନ୍ତି କଟକ ଡିସିପି। ସୁରକ୍ଷା ଦୃଷ୍ଟି କୋଣରୁ ସହରରେ ମୋଟ ୨୦ ପ୍ଲାଟୁନ ପୋଲିସ…
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବା ପାଇଁ ଆସିଛି ଏକ ସାଙ୍ଘାତିକ ଧମକ। ମଙ୍ଗଳବାର କୋର୍ଟଙ୍କ ଅଫିସିଆଲ୍ ଇ-ମେଲ୍କୁ ଏକ ଧମକପୂର୍ଣ୍ଣ ଚିଠି ଆସିବା ପରେ ପୂରା ଜିଲ୍ଲା ପ୍ରଶାସନ ଓ ପୋଲିସ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି।…