ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଡଲାର ବିନିମୟ ମୂଲ୍ୟ ୯୨.୬୩ ଟଙ୍କାକୁ ବୃଦ୍ଧି

ମୁମ୍ବାଇ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଅଶୋଧିତ ତୈଳ ଦର ମହଙ୍ଗା ହେଉଥିବାରୁ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ବୁଧବାର ଡଲାରର ବିନିମୟ ମୂଲ୍ୟ ୯୨ ଟଙ୍କା ୬୩ ପଇସାକୁ ବୃଦ୍ଧି ପାଇଛି। ଯୁଦ୍ଧ ସଙ୍କଟ ଓ…

ଚାର୍ଜିଂ ପଏଣ୍ଟରେ ବିସ୍ଫୋରଣ ଘଟି ଜଳିଗଲା ଘର : ୬ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଇନ୍ଦୋରରେ ଅଭାବନୀୟ ଘଟଣା ଘଟିଛି। ଯାହା ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି । ବ୍ରଜେଶ୍ବରୀ ଆନେକ୍ସ ଆବାସିକ ଅଞ୍ଚଳରେ ଥିବା ଗୋଟିଏ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ…

ରିଲ୍ସ ପାଇଁ ବାପାକୁ ବସ୍ତାରେ ପୁରାଇ କୋରିଅର କରିବାକୁ ଉଦ୍ୟମ

ବେଙ୍ଗାଲୁରୁ: ରିଲ୍ସ ପାଇଁ ବଡ଼ ପାଗଳାମୀ । ବାପାକୁ ବସ୍ତା ଭିତରେ ପୁରାଇ କୋରିଅର କରିବାକୁ ଉଦ୍ୟମ କରୁଥିଲା ବେଳେ ଫସିଗଲେ ପରିବାର ଲୋକ । ଏଭଳି ଏକ କୌତୁହଳପୂର୍ଣ୍ଣ ଘଟଣା ଘଟିଛିରେ । ଯେଉଁ ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ…

୮୦ ହଜାର ଟନ୍ କଞ୍ଚା ତେଲ ସହ ଭାରତ ପହଞ୍ଚିଲା ଜଗ ଲାଡକି

ନୂଆଦିଲ୍ଲୀ : ଭାରତୀୟ ପତାକା ଥିବା ଜାହାଜ ଜଗ୍ ଲଡକି ସୁରକ୍ଷିତ ଭାବେ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି । ଜଗ୍ ଲଡକି ଏକ ତୈଳ ଟ୍ୟାଙ୍କର୍ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ୮୦ ହଜାର ଟନ୍ ମର୍ବାନ୍ ଅଶୋଧିତ ତୈଳ ନେଇ…

ପାଲମର ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ : ୯ ମୃତ

ନୂଆଦିଲ୍ଲୀ : ଦିଲ୍ଲୀରୁ ଛାତି ଦୋହଲାଇଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ଆଜି ସକାଳେ ରାଜଧାନୀ ପାଲମ ଅଞ୍ଚଳରେ ଥିବା ଏକ ୪ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅତି କମରେ ଏହି ଦୁର୍ଘଟଣାରେ ୯ ଜଣଙ୍କର ଜୀବନ…

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର, ୬୦% ସିଟ୍ ପାଇଁ ଆଉ ଦେବାକୁ ପଡ଼ିବନି ଅଲଗା ଟଙ୍କା

ନୂଆଦିଲ୍ଲୀ : ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ୬୦% ସିଟ୍ ମିଳିବ ମାଗଣା । ସିଟ୍ ପାଇଁ ଦେବାକୁ ପଡ଼ିବନି ଅଲଗା ଟଙ୍କା। ପରିବାର ସହ ବସିବା ହେଲା ସହଜ । ଗୋଟିଏ ଟିକେଟ୍ ରେ ଥିବା ସବୁ…

୫୦୦୦ ପାଉଣ୍ଡର ‘ବଙ୍କର-ବଷ୍ଟର’ ବୋମା ମାଡ଼ରେ ଧ୍ୱଂସ ହେଲା ଇରାନର ମିସାଇଲ୍ ଘାଟି

ନୂଆଦିଲ୍ଲୀ: ୫୦୦୦ ପାଉଣ୍ଡର ‘ବଙ୍କର-ବଷ୍ଟର’ ବୋମା ମାଡ଼ । ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ । ‘ବଙ୍କର-ବଷ୍ଟର’ ବୋମା ମାଡ଼ରେ ଧ୍ୱଂସ ହେଲା ମିସାଇଲ୍ ଘାଟି । ହର୍ମୁଜ ପ୍ରଣାଳୀ ନିକଟରେ ଇରାନର ଘାଟି ଛାରଖାର । ଆମେରିକା ଏବଂ…

ଏୟାରଷ୍ଟ୍ରାଇକରେ ଇରାନର ସର୍ବୋଚ୍ଚ ସୁରକ୍ଷା ମୁଖ୍ୟ ଲାରିଜାନି ନିହତ

ନୂଆଦିଲ୍ଲୀ : ଇସ୍ରାଏଲ୍-ଇରାନ ଯୁଦ୍ଧ ୧୫ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ଇରାନର ସୁରକ୍ଷା ମୁଖ୍ୟ ଅଲୀ ଲାରିଜାନିଙ୍କ ମୃତ୍ୟୁ ହୋଇଛି । ଖାମେନେଇଙ୍କ ପରେ ଇରାନର ବରିଷ୍ଠ ଏବଂ ଜଣେ ପ୍ରଭାବଶାଳୀ ନେତା ଅଲୀ ଲାରିଜାନିଙ୍କ ମୃତ୍ୟୁ ହୋଇଥିବା ନେଇ…

ଏସସିବି ଅଗ୍ନିକାଣ୍ଡ ଘଟଣାରେ ୪ ନିଲମ୍ବିତ

କଟକ: କଟକ ବଡ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ଘଟଣାରେ ୪ଜଣଙ୍କୁ ନିଲମ୍ବନ କରାଯାଇଛି। କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣା ସାରା ରାଜ୍ୟରେ ସରକାରଙ୍କ ପାରିବ ପଣିଆ ଉପରେ ପ୍ରଶ୍ନ ଉଠାଇଥିଲା। ଆଜି ସରକାର…

ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ବୁଝିବେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ

ଭୁବନେଶ୍ବର : ଏଣିକି ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନାଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଥା ସ୍ବାସ୍ଥ୍ୟ ବିଭାଗର ଜଣେ ସ୍ବତନ୍ତ୍ର ଶାସନ ସଚିବ ବୁଝିବେ। ସେହିପରି ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ସରକାରୀ କୋଠା ନିର୍ମାଣ ସମୟରେ ବିଲ୍ଡିଂ…