ପିଲା ଚୋରି କରି ଚାଲିଥଲା ଭିକ୍ଷା ବୃତ୍ତି, ୫ ଗିରଫ, ୯ ବାଳକ ଉଦ୍ଧାର

ବ୍ରହ୍ମପୁର : ବର୍ଷ ବର୍ଷ ଧରି ବ୍ରହ୍ମପୁର ସହରର ସୁବାଷ ବୋଷ ଛକ ଟ୍ରାଫିକ ପୋଷ୍ଟ ପାଖରେ ଭିକ୍ଷା ମାଗୁଥିଲେ କିଛି ପିଲା  l  ଆଉ ଦୂରରୁ ସେମାନଙ୍କ ଉପରେ ନଜର ରଖୁଥିଲେ କଛି ଲୋକ  l  ଏମିତି ଚାଲିଥିଲା ଭିକ୍ଷା ବୃତ୍ତି …

ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଗୁରୁବାର ଦିନ ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରିଛି। ଖୁବଶୀଘ୍ର CBSE ଏହି ପ୍ରାର୍ଥୀମାନଙ୍କ ପାଇଁ ଫଳାଫଳ…

ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ହଠାତ୍ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କର ଏହି ପଦକ୍ଷେପକୁ ଏକ ପ୍ରମୁଖ ରାଜନୈତିକ ଘଟଣା ବୋଲି ବିବେଚନା କରାଯାଉଛି। ସିଭି ଆନନ୍ଦ ବୋଷ ୧୭ ନଭେମ୍ବର ୨୦୨୨ରେ…

ଖାମେନେଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଭାରତ ସରକାର, ଇରାନୀ ଦୂତାବାସ ପହଞ୍ଚିଲେ ବିଦେଶ ସଚିବ

ନୂଆଦିଲ୍ଲୀ : ଇରାନର ଦିବଙ୍ଗତ ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲୀ ଖାମେନେଇଙ୍କୁ ଭାରତ ସରକାର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବୈଦେଶିକ ସଚିବ ବିକ୍ରମ ମିସ୍ରି ନୂଆଦିଲ୍ଲୀ ସ୍ଥିତ ଇରାନୀ ଦୂତାବାସରେ ପହଞ୍ଚି ଶୋକ ପୁସ୍ତିକା ଉପରେ ଦସ୍ତଖତ କରିଛନ୍ତି ।…

ଆମେରିକୀୟ ତେଲ ଟ୍ୟାଙ୍କର ଜାହାଜକୁ ଉଡ଼ାଇଲା ଇରାନ

ନୂଆଦିଲ୍ଲୀ : ଭାରତ ମହାସାଗରରେ ଇରାନ ଯୁଦ୍ଧ ଜାହାଜକୁ ଆମେରିକା ଆକ୍ରମଣ କରି ବୁଡ଼ାଇ ଦେବାର କିଛି ଘଣ୍ଟା ପରେ ପ୍ରତିଶୋଧ ନେଇଛି ଇରାନ । ଯେଶାକୁ ତେଶା ନୀତିରେ ଆମେରିକାର ଜାହାଜକୁ ଆଟାକ କରିଛି ଇରାନ ଇସ୍ଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ…

ରଙ୍ଗ ଲଗାଇବାରୁ ୪ ବର୍ଷର ନାତି ଉପରେ ଗରମ ପାଣି ପକାଇଲା ଜେଜେ ମା

ନାଗପୁର : ବୁଧବାର ଦିନ ସାରା ଦେଶରେ ଧୁମଧାମରେ ହୋଲି ପାଳନ ହେଉଥିବା ବେଳେ ମହାରାଷ୍ଟ୍ର ନାଗପୁରର କୋରାଡିରେ ଅଘଟଣ ଘଟିଛି । ହୋଲି ଯୋଗୁଁ ଲୋକ ପରସ୍ପରକୁ ରଙ୍ଗ ବୋଳି ଖୁସି ମନାଉଥିବା ବେଳେ ଏକ ଚାରି ବର୍ଷର ଶିଶୁ ରଙ୍ଗ…

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ନୀତୀଶ କୁମାର

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ଏବଂ ଏନଡିଏ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି । ନୀତୀଶ କୁମାର, ବିଜେପି ସଭାପତି ନୀତିନ ନବୀନଙ୍କ ସମେତ ୫…

ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ, ସମୁଦ୍ରରୁ ୮୭ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଆମେରିକାର ଭୟଙ୍କର ଆକ୍ରମଣ । ​ଆମେରିକାର ବଡ଼ ଆକ୍ରମଣରେ ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣାରେ ସମଦ୍ରରୁ ୮୭ଜଣଙ୍କ ମୃତଦେହ ଉଦ୍ଧାର । ୩୨ଜଣ ଗୁରୁତରଙ୍କୁ ଉଦ୍ଧାର ପରେ ଶ୍ରୀଲଙ୍କାର ଗାଲେ ହସପିଟାଲରେ ଭର୍ତ୍ତି…

ଟ୍ରମ୍ପଙ୍କୁ ମିଳିଲା ସିନେଟର ସବୁଜ ସଙ୍କେତ, ଇରାନ ଉପରେ ଆକ୍ରମଣ ଜାରି ରଖିବ ଆମେରିକା !

ନୂଆଦିଲ୍ଲୀ: ଟ୍ରମ୍ପଙ୍କୁ ମିଳିଲା ସିନେଟର ସବୁଜ ସଙ୍କେତ । ଇରାନ ଉପରେ ଆମେରିକାର ଆକ୍ରମଣ ଜାରି ରହିବ! ।  ସିନେଟରେ ହାରିଲେ ବିରୋଧୀ ।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ବିରୋଧୀ ସାମରିକ ଅଭିଯାନକୁ ରୋକିବା ପାଇଁ ଅଣାଯାଇଥିବା ପ୍ରସ୍ତାବ ଆମେରିକା…

‘ଗୋ-ହୋମଷ୍ଟେ’ ପୋର୍ଟାଲ୍ ଶୁଭାରମ୍ଭ କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଭୁବନେଶ୍ୱରସ୍ଥିତ ଲାଇଫ୍  ହୋଟେଲରେ ‘ଗୋ-ହୋମଷ୍ଟେ’ (Go-Homestay) ପୋର୍ଟାଲର ଶୁଭାରମ୍ଭ କରିଛନ୍ତି।  ଓଡ଼ିଶାରେ ସମୁଦାୟ-ନେତୃତ୍ୱାଧୀନ ପର୍ଯ୍ୟଟନକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଅଂଶୀଦାର ମାନଙ୍କୁ ସଚେତନ କରିବା…