March 12, 2026

ତେହେରାନରେ ଏୟାରଷ୍ଟ୍ରାଇକ, ୧୦ ଇରାନ ସୁରକ୍ଷାକର୍ମୀ ମୃତ

ନୂଆଦିଲ୍ଲୀ : ଇରାନ ଉପରେ ଆମେରିକା-ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ । ବଡ଼ ଧରଣର ଏୟାରଷ୍ଟ୍ରାଇକରେ ଥରହର ତେହେରାନ । ଇରାନର ସବୁ ଯୁଦ୍ଧ ଜାହାଜକୁ ବୁଡ଼ାଇ ଦେଲା ଆମେରିକା । ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ଇରାନର ରାଜଧାନୀ ତେହେରାନ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବିପଦରେ ୧୧୦୦ରୁ ଅଧିକ ପିଲାଙ୍କ ଜୀବନ: ୟୁନିସେଫ୍

ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ଯୁଦ୍ଧ ସ୍ଥିତି ସବୁଠାରୁ ଅଧିକ ପ୍ରଭାବ ପିଲାଙ୍କ ଉପରେ ପଡିଛି । ସଂଯୁକ୍ତ ରାଷ୍ଟ୍ରର ଶିଶୁ ଏଜେନ୍ସୀ ଚେତାବନୀ ଦେଇଛି କି, ଲଗାତାର ହିଂସା ବୃଦ୍ଧି ଦ୍ବାରା ଲକ୍ଷ ଲକ୍ଷ ପିଲାଙ୍କ ଜୀବନ ବିପଦରେ ପଡିଛି…

ଏପ୍ରିଲରୁ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା, ବଦ୍ରିନାଥ-କେଦାରନାଥ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ

ନୂଆଦିଲ୍ଲୀ : ୨୦୨୬ ଏପ୍ରିଲ ୧୯ ତାରିଖରୁ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏହି ଦିନ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ମନ୍ଦିରର ଦ୍ୱାର ଖୋଲିବ। ତୀର୍ଥଯାତ୍ରୀଙ୍କ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହୋଇଥିଲା ।…

ଦେଶରେ ଇନ୍ଧନର ଅଭାବ ନାହିଁ, ଗଚ୍ଛିତ ଅଛି ପର୍ଯ୍ୟାପ୍ତ ଅଶୋଧିତ ତୈଳ: ପେଟ୍ରୋଲିୟମ ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଦେଖା ଦେଇଥିବା ଏଲପିଜି ସଙ୍କଟ ମଧ୍ୟରେ ବଡ ଆଶ୍ୱସନା ଦେଇଛନ୍ତି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରି। ଗୁରୁବାର ମନ୍ତ୍ରୀ କହିଛନ୍ତି ଯେ ଦେଶରେ କୌଣସି ଇନ୍ଧନ ଅଭାବ ନାହିଁ। ଭାରତରେ ପର୍ଯ୍ୟାପ୍ତ ଅଶୋଧିତ…

ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବ ଭାରତୀୟ ଜାହାଜ: ଜୟଶଙ୍କର

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ୧୩ ଦିନ ବିତିଗଲାଣି । ଏହା ଭିତରେ ଭାରତକୁ ମିଳିଛି ବଡ଼ ଆଶ୍ୱସ୍ତି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଇରାନର ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାଘଚିଙ୍କ ମଧ୍ୟରେ ହୋଇଥିବା ଫୋନ…

ବିଦ୍ୟୁତ୍ ମିଟର ନିର୍ମାଣକାରୀ କମ୍ପାନିରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ସଂଲଗ୍ନ ନୋଏଡାର ସେକ୍ଟର-୪ରେ ଥିବା ଏକ ବିଦ୍ୟୁତ୍ ମିଟର ନିର୍ମାଣକାରୀ କମ୍ପାନିରେ ଗୁରୁବାର ଭୋର ସମୟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ସମ୍ପୂର୍ଣ୍ଣ କୋଠଧୂଆଁରେ ବୁଡ଼ି ଯାଇଥିଲା ।…

ବଜେଟ ଚାଲିଥିବା ବେଳେ ମୁମ୍ବାଇ ବିଧାନଭବନକୁ ବୋମା ଧମକ

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭାର ବଜେଟ୍ ଅଧିବେଶନ ଚାଲିଥିବା ସମୟରେ ବିଧାନ ଭବନକୁ ଉଡ଼ାଇବାକୁ ଧମକ । ଦକ୍ଷିଣ ମୁମ୍ବାଇ ସ୍ଥିତ ବିଧାନ ଭବନର ଇମେଲ ଆକାଉଣ୍ଟକୁ ଏକ ବୋମାରେ ଉଡ଼ାଇବାକୁ ଧମକପୂର୍ଣ୍ଣ ମେଲ୍ ଆସିଛି । ବୋମା ଧମକପୂର୍ଣ୍ଣ ମେଲ୍…

ଫାରୁକ୍ ଅବଦୁଲ୍ଲାଙ୍କୁ ଗୁଳି କରି ହତ୍ୟା ଉଦ୍ୟମ !

ନୂଆଦିଲ୍ଲୀ: ଫାରୁକ୍ ଅବଦୁଲ୍ଲାଙ୍କୁ ହତ୍ୟା ଉଦ୍ୟମ !। ଅଳ୍ପକେ ବର୍ତ୍ତିଲେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ। ଜମ୍ମୁରେ ଏକ ହୋଟେଲରେ କାର୍ଯ୍ୟକ୍ରମବେଳେ ଫାରୁକଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଦୁର୍ବୃତ୍ତ ଜଣକ ଅତି ନିକଟରୁ ଫାରୁକ୍ ଅବଦୁଲ୍ଲାଙ୍କୁ ଲକ୍ଷ୍ୟ କରି ଗୁଳି କରିଥିଲା। ଜମ୍ମୁ-କାଶ୍ମୀର…

ଗ୍ୟାସ୍ ଏଜେନ୍ସି ଉପରେ ଚଢ଼ାଉ, ଯାଞ୍ଚ କଡ଼ାକଡ଼ି କରିଛି କଟକ ପ୍ରଶାସନ

କଟକ : ଗ୍ୟାସ ସଙ୍କଟ ଦେଖାଦେବା ପରେ କଟକ ପ୍ରଶାସନର ତତ୍ପରତା । ବିଭିନ୍ନ ସ୍ଥାନରେ ଗ୍ୟାସ୍ ଏଜେନ୍ସି ଉପରେ ଚଢ଼ାଉ ଆରମ୍ଭ ହୋଇଛି । କଟକରେ ଗ୍ୟାସ ଷ୍ଟକିଷ୍ଟ ମାନଙ୍କର ଗୋଦାମକୁ ଯାଞ୍ଚ କରାଯାଇଛି । ଅଭିଯୋଗ କ୍ରମେ ଗୋଟିଏ…

ସ୍ମୃତିରଂଜନ ପ୍ରଧାନ ହେଲେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ । ମନୀଷ ଅଗ୍ରୱାଲ ହେଲେ ସମବାୟ ସମିତିର ନିବନ୍ଧକ । ସ୍ମୃତିରଂଜନ ପ୍ରଧାନ ହେଲେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ । ସିଦ୍ଧାର୍ଥ ଦାସ ହେଲେ ମତ୍ସ୍ୟ ସଂପଦ ବିଭାଗର ନିର୍ଦ୍ଦେଶକ…