March 28, 2026

ନେତାନ୍ୟାହୁଙ୍କୁ ସମାଲୋଚନା କଲେ ଭାନ୍ସ

ୱାସିଂଟନ: ଇରାନ ଯୁଦ୍ଧକୁ ମାସେ ହୋଇଥିବାବେଳେ ଏହାର ଫଳାଫଳ ନେଇ କୌଣସି ସ୍ପଷ୍ଟତା ଦେଖାଯାଉନି। ଯୁଦ୍ଧ ଆରମ୍ଭରେ ଆମେରିକା ଓ ଇସ୍ରାଏଲ ଏହାକୁ ଯେତେ ସହଜ ମନେ କରୁଥିଲେ ବାସ୍ତବତା କିନ୍ତୁ ଭିନ୍ନ ରହିଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ…

ଉତ୍ତରପ୍ରଦେଶରେ ଜେୱାର ବିମାନବନ୍ଦରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାରରେ ଥିବା ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର କର୍ଗେୋ ଟର୍ମିନାଲ ମଧ୍ୟ ଉଦଘାଟନ କରିଛନ୍ତି…

ଇଣ୍ଡିଗୋ ବିମାନ ଇଞ୍ଜିନରେ ତ୍ରୁଟି: ଦିଲ୍ଲୀରେ କଲା ଜରୁରୀ ଅବତରଣ, ୧୬୧ ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ : ମଝି ଆକାଶରେ ଇଞ୍ଜିନ ତ୍ରୁଟି । ଇଣ୍ଡିଗୋ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରେ ଇଣ୍ଡିଗୋ 6E 579ର ଜରୁରୀ ଅବତରଣ କରିଛି । ୧୬୧ ଜଣ ଯାତ୍ରୀଙ୍କୁ ନେଇ…

ଲଦାଖରେ ହିମସ୍ଖଳନ: ୭ ମୃତ, ୫ ଗୁରୁତର

ଲଦାଖ: ଲଦାଖରେ ବଡ ଧରଣର ହିମସ୍ଖଳନ। ଶ୍ରୀନଗର -ଲେହ ଜାତୀୟ ରାଜପଥରେ ଏକ ଭୟଙ୍କର ହିମସ୍ଖଳନ ହୋଇଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏବେ ବି ବରଫ…

୨୩ଟି ଦେଶକୁ ମାଡ଼ିଲାଣି କରୋନା ଭୂତାଣୁର ନୂଆ ଭାରିଆଣ୍ଟ ‘ସିକାଡ଼ା’

ନୂଆଦିଲ୍ଲୀ: ପୁଣି ଫେରିଲା କରୋନା ଡର। ନୂଆ ଭାରିଆଣ୍ଟର ନାଁ ‘ସିକାଡ଼ା’। ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଠାବ ହୋଇଥିଲା । ବର୍ତ୍ତମାନ ୨୩ଟି ଦେଶକୁ ମାଡ଼ିଗଲାଣି । ବୈଜ୍ଞାନିକ ଏହାର ନାଁ BA.3.2 ବା ‘ସିକାଡ଼ା ରଖିଛନ୍ତି । ଏହା ଓମିକ୍ରନ୍…

ସାଉଦି US ଘାଟିକୁ ଇରାନର ଆକ୍ରମଣ, ୧୦ ସୈନ୍ୟ ଆହତ

ନୂଆଦିଲ୍ଲୀ: ସାଉଦି US ଘାଟିକୁ ଇରାନର ଆକ୍ରମଣ! । ସାଉଦି ଆରବର ‘ପ୍ରିନ୍ସ ସୁଲତାନ ଏୟାର ବେସ୍’ ଉପରେ ବଡ଼ ଧରଣର ମିସାଇଲ ଏବଂ ଡ୍ରୋନ ଆକ୍ରମଣ କରିଛି ଇରାନ । ଆକ୍ରମଣରେ ଅତିକମରେ ୧୦ ଜଣ ଆମେରିକୀୟ ସୈନ୍ୟ ଆହତ…

ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଗିରଫ

କାଠମାଣ୍ଡୁ: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ହେବା ପରେ ବାଲେନ ଶାହ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ଗଠନ କରିବା ପରେ ସେ ତୁରନ୍ତ ବିରୋଧୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ଏପର୍ଯ୍ୟନ୍ତ ଗଲାଣି ୭ ଭାରତୀୟଙ୍କ ଜୀବନ, ଜଣେ ନିଖୋଜ, ସୁରକ୍ଷିତ ଫେରିଛନ୍ତି ୪.୭୫ ଲକ୍ଷ ନାଗରିକ

ନୂଆଦିଲ୍ଲୀ: ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଭାରତ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ। ଭାରତରେ ଗ୍ୟାସ ଏବଂ ତୈଳ ଅଭାବର ରିପୋର୍ଟ ଉଠୁଛି। ତଥାପି, ସରକାର ଦାବି କରୁଛନ୍ତି ଯେ ତେଲ…

ଇଞ୍ଜିନିୟରିଂ କଲେଜ କ୍ୟାମ୍ପସରେ ଗୁଳିମାଡ଼, ଅଳ୍ପକେ ବଞ୍ଚିଲେ ଛାତ୍ର

ଢେଙ୍କାନାଳ : ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଏକ ଇଞ୍ଜିନିୟରିଙ୍ଗ କଲେଜ କ୍ୟାମ୍ପସ ପରିସରରେ ଗୁଳିମାଡ଼ ସହ ଜଣେ ଛାତ୍ରଙ୍କୁ ଆକ୍ରମଣ । କଲେଜ ପରିସରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପୁର୍ବ ଶତୃତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ଅଭିଯୋଗ…

ଜୟଦେବ ଜେନାଙ୍କୁ ହତ୍ୟା ଧମକ ପ୍ରସଙ୍ଗ: ରାଜ୍ୟପାଳଙ୍କୁ ଚିଠି ଲେଖିଲା କଂଗ୍ରେସ

କେନ୍ଦୁଝର : ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ-ଶୃଙ୍ଖଳା, ନାରୀ ସୁରକ୍ଷାର ଅଭାବ, ରାହାଜାନି, ଦୁଷ୍କର୍ମ, ହତ୍ୟାକାଣ୍ଡ ଏବଂ ରାଜନେତାଙ୍କୁ ହତ୍ୟା ଧମକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଚରମ ବିଫଳତା ସମ୍ପର୍କରେ କଂଗ୍ରେସ କର୍ମୀ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି। କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି…