ଶ୍ରୀମନ୍ଦିରରେ ଅଘଟଣ, ଗରମ ଡାଲି ପଡି ଦୁଇଜଣ ବୋଝିଆ ଗୁରୁତର
ପୁରୀ:ଶ୍ରୀମନ୍ଦିରରେ ଗରମ ଡାଲି ପଡି ଦୁଇଜଣ ବୋଝିଆ ଗୁରୁତର। ଡାଲି ବୋହିବା ସମୟରେ ଘଟିଛି ଅଘଟଣ। ପ୍ରଥମ ଭୋଗମଣ୍ଡପରେ ଡାଲି ବୋହିବା ବେଳେ ଆହତ ହେଲେ ଦୁଇଜଣ ବୋଝିଆ। ଆହତ ଦୁଇଜଣ ହେଉଛନ୍ତି ପପି ପ୍ରଧାନ ଓ ପ୍ରଦୀପ ସାହୁ। ଉଭୟଙ୍କୁ…
ପୁରୀ:ଶ୍ରୀମନ୍ଦିରରେ ଗରମ ଡାଲି ପଡି ଦୁଇଜଣ ବୋଝିଆ ଗୁରୁତର। ଡାଲି ବୋହିବା ସମୟରେ ଘଟିଛି ଅଘଟଣ। ପ୍ରଥମ ଭୋଗମଣ୍ଡପରେ ଡାଲି ବୋହିବା ବେଳେ ଆହତ ହେଲେ ଦୁଇଜଣ ବୋଝିଆ। ଆହତ ଦୁଇଜଣ ହେଉଛନ୍ତି ପପି ପ୍ରଧାନ ଓ ପ୍ରଦୀପ ସାହୁ। ଉଭୟଙ୍କୁ…
ଭୁବନେଶ୍ବର: SHG ସଦସ୍ୟାଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ପାଣ୍ଠି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଭଳି କାର୍ଯ୍ୟ କରିବ ଏହି ସ୍ୱତନ୍ତ୍ର ଫଣ୍ଡ । କୌଣସି ଏସଏଚଜି ସଦସ୍ୟା ରୋଗଗ୍ରସ୍ତ, ଦୁର୍ଘଟଣାର ଶିକାର ହେଲେ କିମ୍ବା ମୃତ୍ୟୁମୁଖରେ ପଡ଼ିଲେ, ଏହି…
ଭୁବନେଶ୍ବର: ସରକାରୀ କାର୍ଯ୍ୟରେ ଅବହେଳା ଯୋଗୁଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଣୁ ୨୨୩ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦରମା ବନ୍ଦ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ, ବିଭାଗ ପକ୍ଷରୁ ବାରମ୍ବାର ଜଣାଇବା ସତ୍ତ୍ବେ…
ଯାଜପୁର: ୧୬ନଂ ଜାତୀୟ ରାଜପଥରେ ଥମୁନି ଦୁର୍ଘଟଣା। ବିଶେଷ କରି ଚଣ୍ଡିଖୋଲରୁ ଜାରକା ମଧ୍ୟରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନି ହେଉଛି। ଗତକାଲି ରାତିରେ ୧୬ନଂ ଜାତୀୟ ରାଜପଥର ସାରୋଇ ଛକ ନିକଟରେ ଆଉ ଏକ ମର୍ମନ୍ତୁଦ ସଡ଼କ…
ଟାଙ୍ଗୀ : ଦଳିଦେଲା ଦନ୍ତା, ଶ୍ରମିକଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲା କମାଗୁରୁ ଗାଁରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ସତ୍ୟ ବେହେରା । ରଣପୁର ବ୍ଲକ ନାଟିନୀ ଗାଁର ୩ଜଣ ବ୍ୟକ୍ତି କମାଗୁରୁ ଗାଁକୁ ସାଇକେଲରେ କୂଅ ଖୋଳିବାକୁ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବଡ଼ ଡୁମ୍ବୁଳା ଗାଁରେ ଘଟିଛି ଅଭାବନୀୟ ଘଟଣା। ଚଳନ୍ତା ଟ୍ରାକ୍ଟର ଘର ଭିତରକୁ ପଶିଯିବା ଫଳରେ ଚାରିଜଣ ଆହତ ହୋଇଛନ୍ତି ।ଦୃତ ଗତିରେ ଆସୁଥିବା ଟ୍ରାକ୍ଟର ବାଙ୍କେଶ୍ୱରୀ ମନ୍ଦିର ଟର୍ଣ୍ଣିଙ୍ଗ କାଟୁଥିବା ବେଳେ ଭାରସାମ୍ୟ ହରାଇ…
ଅନୁଗୁଳ : ବହୁ ଚର୍ଚ୍ଚିତ ଅନୁଗୁଳ ଜିଲ୍ଲା କୁଇଓ ଗାଁର ନାବାଳିକା ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ । ଗତ ମେ’ ୮ ତାରିଖରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ନାବାଳିକାର ଗଳାକାଟି ହତ୍ୟା କରାଯାଇଥିଲା । ପ୍ରାୟ ୨୦ ଦିନ ପରେ…
ସୋର: ଦଦଳିଦେଲା ହାତୀ । ୬ବର୍ଷର ଶିଶୁକନ୍ୟା ମୃତ। ଅଳ୍ପକେ ବର୍ତ୍ତିଲେ ପରିବାରର ଅନ୍ୟ ୪ ସଦସ୍ୟ । ସୋର ବ୍ଳକ ସିଙ୍ଗାଖୁଣ୍ଟା ପଞ୍ଚାୟତ ସରଳିଆ ଗାଁର ଘଟିଛି ଏଭଳି ଘଟଣା । ଗାଁର ନିଶିକାନ୍ତି ଦେଉରୀ ଘରେ ଖାଇପିଇ ଶୋଇଥିବା ବେଳେ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଭୁବନେଶ୍ବରର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ଛାତ୍ରଛାତ୍ରୀ ମାନଙ୍କ ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ହରେକୃଷ୍ଣ…
ମାଲକାନଗିରି: ମାଓବାଦୀଙ୍କଠାରୁ ୩ଟି ୨୦୦୦ ଟଙ୍କିଆ ନୋଟ ବିଡ଼ା ଜବତ ହୋଇଛି। ଏଥିରେ ମୋଟ ୬ ଲକ୍ଷ ଟଙ୍କା ଥିଲା। ବ୍ୟାଙ୍କରେ ଜମା ହେବାକୁ ଯାଉଥିବା ବେଳେ ୬ ଲଷ ଟଙ୍କା ନଗଦ ଜବତ ହୋଇଛି। ଏଥି ସହିତ ମାଓବାଦୀଙ୍କ ନାଁରେ…