ତେଜୁଛି ବଲାଙ୍ଗିର ରାଜ ପରିବାର ଅର୍କେଶ-ଅଦ୍ରୀଜା ବିବାଦ

ବଲାଙ୍ଗିର ରାଜ ପରିବାର ଅର୍କେଶ-ଅଦ୍ରୀଜା ବିବାଦ ତେଜୁଛି । ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଦ୍ରୀଜା ମଞ୍ଜରୀ ସିଂଦେଓ । ଚାପ ହେବାରୁ ପବ୍ଲିକ ଇମେଜ ବଞ୍ଚାଇବା ପାଇଁ ପୋଲିସ ପଦକ୍ଷେପ ନେଉଛି । ଅଭିଯୋଗ ଅନୁସାରେ ସଠିକ ଦଫା…

ଏଣିକି ଶୈବ ପୀଠରେ ଗଞ୍ଜେଇ ମନା

ଓଡ଼ିଶାର ସମସ୍ତ ଶୈବ ପୀଠରେ ନିଷେଧ ହେବ ଗଞ୍ଜେଇ ବ୍ୟବହାର । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ। ବିଭିନ୍ନ ଶୈବ ପୀଠ ମାନଙ୍କରେ ଗଂଜେଇ ବ୍ୟବହାର ନିଷେଧ…

ପଞ୍ଚାୟତ ଅଫିସକୁ ଭତ୍ତା ପାଇଁ ଯିବା ବେଳେ ଧକ୍କା ଦେଲା ଟ୍ରକ: ମା ମୃତ, ପୁଅ ଗୁରୁତର

ଜଳେଶ୍ବର: ରୂପ୍ସା ଥାନା ଅନ୍ତର୍ଗତ ପାଟପୁର ବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ ଧକ୍କାରେ ମା ମୃତ, ପୁଅ ଗୁରୁତର। ପଞ୍ଚାୟତ ଅଫିସକୁ ସାଇକେଲରେ ଭତ୍ତା ଆଣିବାକୁ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ। ଗୁରୁତର ଅବସ୍ଥାରେ ପୁଅକୁ ଉଦ୍ଧାର କରି ବାଲେଶ୍ବର…

ଆସନ୍ତା ୩ ବର୍ଷ ପାଇଁ ରାଜ୍ୟର ସମସ୍ତ ଚାଷୀଙ୍କୁ ଯୋଗାଇ ଦିଆଯିବ ମାଗଣା ଫସଲ ବୀମା

ଭୁବନେଶ୍ୱର: ଚାଷୀଙ୍କ ଶସ୍ୟବୀମା ଆସନ୍ତା ତିନି ବର୍ଷ ପାଇଁ ସମ୍ପୂର୍ଣ୍ଣ ମାଗଣା । ଏବେ ଚାଷୀଙ୍କୁ ଫସଲ ବୀମା ବାବଦକୁ ଅର୍ଥ ଦେବାକୁ ପଡ଼ିବନି। ଚାଷୀଙ୍କ ଭାଗର ପ୍ରିମିୟମ୍ ରାଜ୍ୟ ସରକାର ବହନ କରିବେ। ଯାହା ୩ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ୨୦୨୩…

କୋରାପୁଟ ବିଧାୟକ ଗାଡ଼ି ଉପରକୁ ଅଣ୍ଡାମାଡ଼

ଜୟପୁର: ଅଣ୍ଡା ମାଡ଼ର ଶିକାର ହେଲେ ବିଧାୟକ । କୋରାପୁଟ ବିଧାୟକ ରଘୁରାମ ପୋଡାଲଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ଆଜି କୋରାପୁଟ ଜିଲ୍ଲାର ଲମତାପୁଟ ଅଞ୍ଚଳରେ କିଛି କଂଗ୍ରେସ କର୍ମୀ ବିଜେଡି ବିଧାୟକ ରଘୁରାମ ପୋଡାଲଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିବା…

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆନନ୍ଦପୁର : ଆନନ୍ଦପୁର ସହରର କଚେରୀ ବସଷ୍ଟାଣ୍ଡ ନିକଟସ୍ଥ ଏକ ଗଛରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ଯୁବକ ଜଣକ ଏକ ଟେଲିଫୋନ କେବୁଲରେ ଝୁଲୁଥିବା ବେଳେ ନିକଟରେ ତାଙ୍କ ଚପଲ ଦୁଇଟି ପଡ଼ିରହିଛି । ଯୁବକଙ୍କ…

ଓଡ଼ିଶାର ୮୯୦ଟି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଲୋକେ ୨୦୦୦ ଟଙ୍କା ନୋଟ୍ ବଦଳ କରିପାରିବେ

ଭୁବନେଶ୍ବର: ଓଡ଼ିଶାର ୮୯୦ଟି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଲୋକେ ୨୦୦୦ ଟଙ୍କା ନୋଟ୍ ବଦଳ କରିପାରିବେ ବୋଲି ଏସବିଆଇ ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶା ଏସବିଆଇ ପାଖରେ ୧୨ ହଜାର କୋଟି ଟଙ୍କା…

ଏଣିକି ବିଦ୍ୟାଳୟରେ ଖୋଲିବ ଏକାଦଶ ଶ୍ରେଣୀ

ଭୁବନେଶ୍ୱର: ଏଣିକି ବିଦ୍ୟାଳୟରେ ଖୋଲିବ ଏକାଦଶ ଶ୍ରେଣୀ । ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ ଗୋଟି ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବ । ଏନେଇ ବିଶେଷ ଭାବରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ଏଥି…

ଭାରସାମ୍ୟ ହରାଇ ଓଲଟିଲା କାର, ୫ ଆହତ

ମୋହନା: ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ବୁଲାଣି ରାସ୍ତାରେ ଆଜି ସକାଳ ସମୟରେ ଭାରସାମ୍ୟ ହରାଇ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ କାର୍ ଟି ରାସ୍ତାରୁ ୧୫ ଫୁଟ ତଳକୁ ଚାଲିଯାଇଛି। ପୁରୀରୁ ଏକ ପରିବାରର…

ଗୋଲଡେନ ବାବାର ୫୧ ଲକ୍ଷ ଟଙ୍କାର ଅଡି କାର ଜବତ କଲା ED

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଘୋଷଣା କରିଛି ଯେ ‘ଗୋଲଡେନ ବାବା’ ଭାବେ ପରିଚିତ ଜ୍ୟୋତି ରଞ୍ଜନ ବେଉରାଙ୍କ ବିରୋଧରେ ଏକ ମାମଲାର ତଦନ୍ତ ସମୟରେ ପ୍ରାୟ ୫୧ ଲକ୍ଷ ଟଙ୍କା ମୂଲ୍ୟର ଏକ ବିଳାସପୂର୍ଣ୍ଣ ଅଡି କ୍ୟୁ୫ କାର୍…