ନକ୍ସଲ ସଂଗଠନ ତରଫରୁ ରାୟଗଡା ଜିଲ୍ଲା ବନ୍ଦ୍ ଡାକରା
ରାୟଗଡା : ଆଜି ନକ୍ସଲ ସଂଗଠନ ତରଫରୁ ରାୟଗଡା ଜିଲ୍ଲା ବନ୍ଦ୍ ଡାକରା ଦିଆଯାଇଛି । ରାୟଗଡା ଜିଲ୍ଲା ର ଚନ୍ଦ୍ରପୁର ବ୍ଲକ୍ ର ହନୁମନ୍ତପୂର ନିକଟସ୍ଥ ପାଙ୍କାଲଗୁଡ଼ି ଠାରେ ରାଜ୍ୟ ରାଜପଥ ରେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି…
ରାୟଗଡା : ଆଜି ନକ୍ସଲ ସଂଗଠନ ତରଫରୁ ରାୟଗଡା ଜିଲ୍ଲା ବନ୍ଦ୍ ଡାକରା ଦିଆଯାଇଛି । ରାୟଗଡା ଜିଲ୍ଲା ର ଚନ୍ଦ୍ରପୁର ବ୍ଲକ୍ ର ହନୁମନ୍ତପୂର ନିକଟସ୍ଥ ପାଙ୍କାଲଗୁଡ଼ି ଠାରେ ରାଜ୍ୟ ରାଜପଥ ରେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି…
କନ୍ଧମାଳ : ମଦ ନିଶାରେ ଚୁର୍ ଯୁବକ ନିଜ ଘର ଜାଳିଦେଲା । ଏଭଳି ଏକ ଦୃଶ୍ୟ ଏବେ ଭାଇରାଲ ହେଉଛି। ତେବେ ଏହି ଘଟଣା କେଉଁ ଜିଲ୍ଲାର ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ଘଟଣାଟି କନ୍ଧମାଳ ଜିଲ୍ଲା…
ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ। ଏଥିରେ ଯୋଗଦେଉଛନ୍ତି ଜି -୨୦ ସଦସ୍ୟ ରାଷ୍ଟ୍ରର ୮ ଜଣ ଅତିଥି ଓ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧି। ବୈଠକରେ ୪ଟି ପ୍ରମୁଖ ବିଷୟ ଉପରେ ଆଲୋଚନା ହେବ। ସାଂସ୍କୃତିକ…
ଭୁବନେଶ୍ବର: ଓଡ଼ିଶା ହେଉଛି ଜଗନ୍ନାଥଙ୍କ ଦେଶ। ଜଗନ୍ନାଥ ସଂସ୍କୃତି ସହିତ ଆମର ଜନଜାତି ସଂସ୍କୃତିର ଗଭୀର ସଂପର୍କ ରହିଛି। ପ୍ରକୃତି ଓ ପରିବେଶର ବିଶେଷ ଗୁରୁତ୍ବ ରହିଛି। ପ୍ରକୃତି, ପୂଜା ଓ ଭାଇଚାରା ଆଦିବାସୀ ସଂସ୍କୃତିର ମୁଖ୍ୟ ଆଧାର। ସ୍ବାଧୀନତା ସଂଗ୍ରାମ…
ଭୁବନେଶ୍ୱର : ନବୀନ ନିବାସରେ ଦୀପାଳି ଦାସ । ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପାଳି ଦାସ । ସାଙ୍ଗରେ ଅଛନ୍ତି ଭାଇ ବିଶାଳ ଦାସ । ଆଜି ଅପରାହ୍ଣରେ ଭୁବନେଶ୍ୱରରେ ପହଞ୍ଚିଥିଲେ ଦୀପାଳି । ପରେ ଦଳ…
ଭୁବନେଶ୍ୱର: ରାଜ୍ୟରେ ଖରାର ପ୍ରକୋପ ଜାରି। ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସକାଳ ୯ଟା ପରଠାରୁ ବଢୁଛି ଖରାର ପ୍ରକୋପ। ଟାଣ ଖରା ଯୋଗୁଁ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଦେଶର ଉତ୍ତର ପଶ୍ଚିମ ଭାଗରୁ ରାଜ୍ୟ ମଧ୍ୟକୁ…
ସମ୍ବଲପୁର: କ୍ଷେତରାଜପୂର ଠାରେ ଥିବା ଓଭର ବ୍ରିଜରେ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଓଭର ବ୍ରିଜ ର ବାଡ଼କୁ ଧକ୍କା ଦେଇ ତଳକୁ ଖସି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଯୁବକଙ୍କୁ ସଦର ମେଡିକାଲକୁ ନେଇଥିଲେ। ହେଲେ…
ଭୁବନେଶ୍ବର: ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରି ଏଜୁକେସନ (ଆଇସିଏସ୍ଇ) ଦଶମ ଓ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ରବିବାର ପ୍ରକାଶିତ ହୋଇଛି। ଆଇସିଏସ୍ଇ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପ୍ରିୟଙ୍କା ପରାସର ଓ ବିଷ୍ଣୁ ଶତପଥୀ ଟପ୍ପର…
ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରା। ବାର ଦଫା ଦାବିରେ ଆସନ୍ତାକାଲି ୭ଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛି ମାଓ ସଂଗଠନ। ଏନେଇ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ବଣ୍ଡା ପିପିଲି ଗାଁ ନିକଟରେ ଲାଗିଛି ମାଓ ବ୍ୟାନର। ମାଓବାଦୀଙ୍କ ବଂଶଧାରା…
ପିପିଲି : ପୁରୀ ଜିଲ୍ଲା ଡେଲାଙ୍ଗ ଘୋରଡିଆ ଗ୍ରାମ ବ୍ଯାଙ୍କରେ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ଯାପକ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି। ତେବେ ଅଗ୍ନି କାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ଡେଲାଙ୍ଗ…