State

ବଢୁଛି ତାତି; ବିଶ୍ୱବିଦ୍ୟାଳୟ ଓ କଲେଜ ପାଇଁ ଏସଓପି ଜାରି, ସକାଳେ ହେବ ସବୁ ପରୀକ୍ଷା

ଭୁବନେଶ୍ୱର : ଧିରେ ଧିରେ ବଢୁଛି ତାତି । ତେଣୁ ହିଟ୍ ୱେଭଙ୍କୁ ନେଇ ସବୁ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡିକ ପାଇଁ ଏସଓପି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ । ସକାଳ ସମୟରେ ସବୁ ପରୀକ୍ଷା କରିବାକୁ କୁହାଯାଇଛି…

ଇଷ୍ଟର୍ନ ଓଡିଶା ଯାତ୍ରାପାର୍ଟି ବସ ଦୁର୍ଘଟଣାଗ୍ରସ୍ତ, ୨୦ କଳାକାର ଗୁରୁତର

ଦେବଗଡ଼: ଓଲଟିଲା ଇଷ୍ଟର୍ନ ଓଡିଶା ଯାତ୍ରାପାର୍ଟି ବସ । ୨୦ରୁ ଅଧିକ କଳାକାର ଗୁରୁତର ହୋଇଛନ୍ତି । ଦେବଗଡ଼ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ସଡୋ -ଭୁଗୁରାପାଳ ଘାଟି ରାସ୍ତାରେ ଯାତ୍ରା ପାର୍ଟି ବସ ଓଲଟି ୨୦ରୁ ଅଧିକ…

ସମ୍ବଲପୁର କୋର୍ଟକୁ ବୋମା ଧମକ, ତଦନ୍ତ ଜାରି

ସମ୍ବଲପୁର: କିଛି ଦିନ ବ୍ୟବଧାନ ପରେ ପୁଣି କୋର୍ଟକୁ ବୋମା ଧମକ ମିଳିଛି । ସମ୍ବଲପୁର ଜିଲ୍ଲା ଦୌରାଜଜ୍ କୋର୍ଟକୁ ବୋମା ଧମକ ମିଳିଥିବା ଖବର ରହିଛି । ବୋମା ଧମକ ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ପୋଲିସ…

କିଶୋରୀ ନେବେ HPV ଟିକା, ଅଧାର କାର୍ଡ ଓ ବୟସ ପ୍ରମାଣପତ୍ର ସହିତ ୟୁୱିନ୍ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର: ସର୍ଭାଇକାଲ୍ କ୍ୟାନସର ମୁକ୍ତ ହେବେ ଓଡ଼ିଶା। ଆଜିଠୁ ଏଚ୍‌ପିଭି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ। ରାଜ୍ୟରେ ହ୍ୟୁମାନ ପାପିଲୋମା ଭାଇରସ୍ (ଏଚ୍‌ପିଭି) ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରାଯିବ। ଯେଉଁମାନେ ଟିକା ନେବାକୁ ଚାହିଁବେ ସେମାନେ ଅଧାର କାର୍ଡ ସହିତ ବୟସ ପ୍ରମାଣପତ୍ର…

ନକ୍ସଲମୁକ୍ତ ହେଲା ବଲାଙ୍ଗୀର ଓ ବରଗଡ ଜିଲ୍ଲା: ଡିଜିପି

ଭୁବନେଶ୍ବର: ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନରେ ଓଡିଶା ପୁଲିସକୁ ଆଜି ଐତିହାସିକ ସଫଳତା ମିଳିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବଲାଙ୍ଗୀର ଓ ବରଗଡ ଜିଲ୍ଲାକୁ ନକ୍ସଲ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଆଜି…

ଜବରଦଖଲ ମୁକ୍ତ ହୋଇପାରିନି ଶ୍ରୀଜଗନ୍ନାଥଙ୍କ ୨୭୨ ଏକର ଜମି

ଭୁବନେଶ୍ବର:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଟିବାଟି ଜମି ରହିଛି। ରାଜ୍ୟର ୨୪ ଜିଲାରେ ଶ୍ରୀଜଗନ୍ନାଥଙ୍କ ୬୦, ୪୨୬, ୯୪୩ ଏକର ଜମି ଥିବା ଚିହ୍ନଟ ହୋଇଛି। ୨୪ ଜିଲାର ବନ୍ଦୋବସ୍ତ ରେକର୍ଡକୁ ଭିତ୍ତିକରି ଏହି ଜମି ଚିହ୍ନଟ କରାଯାଇଛି। ଚିହ୍ନଟ ଜମି ମଧ୍ୟରୁ ୩୮,…

ପିଲାଚୋର ଭାବି ନିର୍ଦ୍ଧୁମ ଛେଚିଲେ, ଚାଲିଗଲା ଯୁବକଙ୍କ ଜୀବନ; ଜଣେ ଅଟକ

ବାସୁଦେବପୁର : ପିଲା ଚୋର ଭାବି ମାଡ ମାରିବା ମହଙ୍ଗା ପଡିଲା। ମାଡ ମାରିବା ପରଦିନ ସଂପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିବା ଘଟଣା ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଧାମରା- ବାସୁଦେବପୁର ରାସ୍ତାର ଚାନ୍ଦିମାଳ ଛକ ଠାରେ ଅଜଣା ବ୍ୟକ୍ତିଙ୍କ…

ଭିତରକାଠ ଦର୍ଶନ ପାଇଁ ଅଡ଼ି ବସିଲେ ସେବାୟତ, ନୀତିକାନ୍ତି ବିଳମ୍ବ

ପୁରୀ:ଚନ୍ଦ୍ରଗ୍ରହଣ ପରିପ୍ରେକ୍ଷୀରେ ୧ ଓ ୨ ତାରିଖ ଭକ୍ତଙ୍କ ଭିତରକାଠ ଦର୍ଶନ ବନ୍ଦ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିବାରୁ ଖୁଣ୍ଟିଆ ମେକାପ ଏବଂ ଖୁଣ୍ଟିଆ ସେବାୟତ ଗୋଷ୍ଠୀ ଏହାକୁ ବିରୋଧ କରିଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତିରେ ବିଳମ୍ବ ଘଟିଛି…

ଏଣିକି ସବୁ ଜିଲାରେ ହେବ ପୁସ୍ତକ ମେଳା

ଭୁବନେଶ୍ବର: ପୁସ୍ତକମେଳା କ୍ଷେତ୍ରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆଉ ଏକ ବଡ଼ ପଦକ୍ଷେପ ନେଇଛି। ଏଣିକି ପ୍ରତି ଜିଲାରେ ହେବ ପୁସ୍ତକମେଳା। ଏନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲେ ହେଁ ଏହା ପ୍ରାୟତଃ ଚଳିତ ଆର୍ଥିକ ବର୍ଷରୁ ଆରମ୍ଭ…

ଚନ୍ଦ୍ରଗ୍ରହଣ ପାଇଁ ୧୩ ଘଣ୍ଟା ବନ୍ଦ ରହିବ ବାବାମଣିଙ୍କ ଦର୍ଶନ

ଆରଡି: ମାର୍ଚ୍ଚ ୩ ତାରିଖ ଦୋଳ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ମନ୍ଦିର ପରମ୍ପରା ଅନୁଯାୟୀ, ଗ୍ରହଣର ପାକ ତ୍ୟାଗଠାରୁ ଗ୍ରହଣ ସର୍ବମୋକ୍ଷ ପର୍ଯ୍ୟନ୍ତ ଦେବନୀତି ସହ ପୂଜାର୍ଚ୍ଚନା ବନ୍ଦ…