ନନ୍ଦନକାନନରେ ଧଳାବାଘ ଛୁଆର ମୃତ୍ୟୁ
ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଧଳା ବାଘ ଛୁଆର ମୃତ୍ୟୁ । ମୃତ ବାଘ ଛୁଆ ଶରୀରରେ ମାର୍ଚ୍ଚରୁ ପଙ୍ଗୁ ହେବାର ଲକ୍ଷଣ ଦେଖାଯାଇଥିଲା । ଫଳରେ ଡାଇଗ୍ନୋଷ୍ଟିକ୍ ଇମେଜିଂ, ଔଷଧ ଓ ପୁଷ୍ଟିକର ଖାଦ୍ୟ ସମେତ ନିୟମିତ ଚିକିତ୍ସା ଯତ୍ନ…
ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଧଳା ବାଘ ଛୁଆର ମୃତ୍ୟୁ । ମୃତ ବାଘ ଛୁଆ ଶରୀରରେ ମାର୍ଚ୍ଚରୁ ପଙ୍ଗୁ ହେବାର ଲକ୍ଷଣ ଦେଖାଯାଇଥିଲା । ଫଳରେ ଡାଇଗ୍ନୋଷ୍ଟିକ୍ ଇମେଜିଂ, ଔଷଧ ଓ ପୁଷ୍ଟିକର ଖାଦ୍ୟ ସମେତ ନିୟମିତ ଚିକିତ୍ସା ଯତ୍ନ…
ଭୁବନେଶ୍ଵର: ଓଡିଶା ଫେରିଛନ୍ତି ସିକ୍କିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର । ଆଜି ସକାଳେ ଯାଜପୁରରୋଡ ଷ୍ଟେସନରେ ପହଞ୍ଚିଛନ୍ତି ପରିବାରର ୪ ଜଣ ସଦସ୍ୟ । ନିଜ ମାଟିକୁ ଫେରିବା ପରେ ସେଦିନର ଛାତିଥରା ଘଟଣା…
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି । ସ୍ତ୍ରୀ କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କଲା ପରେ ସେଠାରେ ଡାକ୍ତର ମାନେ ମୃତ ଘୋଷିତ କରିଥିଲେ । ଏହାପରେ ସ୍ଵାମୀ ସ୍ତ୍ରୀ ର ମୃତଦେହ…
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀର ଉତ୍ତର ଆଡକୁ ଅଗ୍ରସର ହେଉଥିବା ବେଳେ ମେ ୨୯ ତାରିଖରୁ ଏଥିରେ ବିରାମ ଲାଗିଛି। ଫଳରେ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଗରମ ଏବଂ ଆର୍ଦ୍ରତା ଜାରି ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)…
ଭୁବନେଶ୍ୱର : ରାଜ୍ୟରେ ବଢୁଥିବା କୋଭିଡ ରୋଗୀଙ୍କ ସଂଖ୍ୟାକୁ ଦେଖି ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିଛି । ତେଣୁ ଆସନ୍ତାକାଲି କିମ୍ବା ଦୁଇଦିନ ମଧ୍ୟରେ ହେବ ସମୀକ୍ଷା ବୈଠକ । ସମୀକ୍ଷା ପରେ ରଥଯାତ୍ରା ନେଇ ନିଆ ଯାଇପାରେ…
ବୌଦ୍ଧ: ଦିନକୁ ଦିନ ହାତୀ ଚୋରା ଚାଲାଣକାରୀଙ୍କ ଦୈରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ବୌଦ୍ଧ ଜିଲ୍ଲାରେ ପୁଣି ଏପରି ଏକ ମାମଲା ସାମ୍ନାକୁ ଆସିଛି। ଏଠାରୁ ୫୦ ଲକ୍ଷ ଟଙ୍କାର ହାତୀ ଦାନ୍ତ ଜବତ କରିଥିବା ସୂଚନା ରହିଛି। ସୂଚନା ଅନୁସାରେ…
ମାଲକାନଗିରି : ମାଓ ସଂଗଠନକୁ ବଡ଼ ଝଟକା । ଛତିଶଗଡ ସୁକୁମା ଜିଲ୍ଲାରେ ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ କୁଖ୍ୟାତ ମାଓ ନେତା । ଦୁଇ ହାଡକୋର ମାଓବାଦୀଙ୍କ ମୁଣ୍ଡ ଉପରେ…
ଭୁବନେଶ୍ବର: ପ୍ରକାଶ ପାଇଲା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ ପରୀକ୍ଷାଫଳ । ଆଇଆଇଟି କାନପୁର ଦ୍ଵାରା ପରିଚାଳିତ ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶ ପାଇଛି । ଏଥିରେ ଆଇଆଇଟି ଦିଲ୍ଲୀ ଜୋନର ରଜିତ୍ ଗୁପ୍ତା ସର୍ବଭାରତୀୟ ଟପ୍ପର ହୋଇଛନ୍ତି ।…
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ । ଥାନା ଆଗରେ ଆକ୍ରମଣ ସହ ଗାଡ଼ି ଭାଙ୍ଗିଦେଲେ । ମାଫିଆଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ଆହତ ହୋଇଛନ୍ତି । ଆକ୍ରମଣ…
ଗାଁଦାଣ୍ଡରେ ବୁଲୁଛି ଦନ୍ତା । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ପ୍ରତିମାଦେଇ ଶାସନ ଗାଁ ଦାଣ୍ଡରେ ସୋମବାର ସକାଳୁ ସକାଳୁ ଏକ ବଣୁଆ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଛି । ଏ ବାବଦରେ ପ୍ରଚାର ହୋଇଯିବା ପରେ ଲୋକେ ଆତଙ୍କିତ…