State

ମହାପ୍ରଭୁଙ୍କ ଜମିର ହେବ ସେଟଲମେଣ୍ଟ, ଗଠନ ହେବ ବଡ଼ କର୍ପସ ଫଣ୍ଡ : ଆଇନ ମନ୍ତ୍ରୀ

ଭୁବନେଶ୍ୱର : ମହାପ୍ରଭୁଙ୍କ ଜମିର ହେବ ସେଟଲମେଣ୍ଟ । ରାଜ୍ୟ ଭିତରେ ଏବଂ ବାହାରେ ଥିବା ମହାପ୍ରଭୁଙ୍କ ଜମିକୁ ନିଜ ଅଧୀନକୁ ନେବେ ସରକାର । କିନ୍ତୁ ଲମ୍ବା ସମୟ ଧରି ଜଗନ୍ନାଥ ଜମିରେ ରହୁଥିବା ଲୋକଙ୍କୁ ଜମି ସେଟେଲମେଣ୍ଟରେ ଦିଆଯିବ…

ବଙ୍ଗୋପସାଗରରେ ପୁଣି ବାତ୍ୟା ଭୟ, ଏକାସାଙ୍ଗରେ ସୃଷ୍ଟି ହେବ ୨ଟି ଘୂର୍ଣ୍ଣିବଳୟ !

ଭୁବନେଶ୍ୱର : ବଙ୍ଗୋପସାଗରରେ ପୁଣି ବାତ୍ୟା ଭୟ ? ମେ ମଧ୍ୟଭାଗରେ ସୃଷ୍ଟି ହୋଇପାରେ ବଡ଼ ଲଘୁଚାପ ! ମାଡ଼ି ଆସୁଛି MJO ତରଙ୍ଗ ! ସମୁଦ୍ରରେ ଏକାସାଥିରେ ସୃଷ୍ଟି ହେବ ଦୁଇଟି ଘୂର୍ଣ୍ଣିବଳୟ ? ବଙ୍ଗୋପସାଗରରେ ଏକ ବଡ଼ ଧରଣର…

ଚଳନ୍ତା ଟ୍ରକରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କାମାକ୍ଷାନଗର: ରାସ୍ତାରେ ଚାଲୁଥିଲା ବେଳେ ଟ୍ରକରେ ଲାଗିଗଲା ନିଆଁ । କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥର ବଡ଼ସୁଆଁଳ ନିକଟରେ ରାସ୍ତାରେ ଚାଲୁଥିଲା ବେଳେ ଦଶଚକିଆ ଟ୍ରକରେ ଲାଗିଗଲା ନିଆଁ । ଘଟଣାସ୍ଥଳରେ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ…

ବନ୍ଧା ହେଲା ନକଲି ପୋଲିସ, ପରିଚୟପତ୍ର ଜବତ କରି ପଚରା ଉଚରା ଜାରି

ଭୁବନେଶ୍ବର: ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ରାଜଧାନୀ ଭୁବନେଶ୍ୱରରେ ନିଜକୁ ପୋଲିସ ଏସଆଇ କହି ଲୋକଙ୍କୁ ଡରାଇବା ସହ ଧମକାଉଥିଲା । ଏବେ ତାକୁ ଧରିଛି କମିଶନରେଟ୍ ପୋଲିସ । ଗିରଫ ଯୁବକ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଅଭିଷେକ…

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ଉଦଳା: ମହିଳାଙ୍କ ଆଖି ତାଡ଼ିଦେଲା ଭାଲୁ । ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ କୁଶଳଦା ଗାଁରେ ଅଭାବନୀୟ ଘଟଣା ଘଟିଛି । ଗୁରୁତର ମହିଳା ହେଲେ ଦମୟନ୍ତୀ ବାରିକ । ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି ।…

ପରୀକ୍ଷା ଭଲ ନବାରୁ ଜୀବନ ହାରିଲେ ନିଟ୍ ପରୀକ୍ଷାର୍ଥୀ

ଭଦ୍ରକ: ନିଟ ପରୀକ୍ଷାରେ ଭଲ ପଦର୍ଶନ କରି ନ ଥିବା ଜାଣି ଫ୍ୟାନରେ ଝୁଲିପଡିଲେ ଛାତ୍ର । ମୃତ ଛାତ୍ର ହେଉଛନ୍ତି ଜ୍ୟୋତି ପ୍ରକାଶ ବାରିକ । ତିହିଡି ଥାନା ଅଧିନସ୍ଥ ନୁନ୍ଦର ଗ୍ରାମର ଛାତ୍ରଙ୍କ ଘର । ବାପ ଚା…

ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବିନିକା: ହତ୍ୟା ନା ଜୀବନହାରିବା । ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା ସିଲାଟି ରାସ୍ତା ର ଏକ ବରଗଛ ଡାଳରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।…

ମେଟ୍ରୋ ପ୍ରକଳ୍ପକୁ ନେଇ ମିଛ କହୁଛନ୍ତି ସରକାର ! ବିରୋଧୀଙ୍କ ଟାର୍ଗେଟରେ ‘ଡବଲ ଇଞ୍ଜିନ’

ଭୁବନେଶ୍ୱର: ଟ୍ୱିନସିଟିରେ ମେଟ୍ରୋ ଚାଲିବାକୁ ନେଇ ଦେଖାଯାଇଥିବା ସ୍ୱପ୍ନ ଏବେ ଏକ ବଡ଼ ରାଜନୈତିକ ବିବାଦର ରୂପ ନେଇଛି। ରାଜ୍ୟରେ ଶାସନ ପରିବର୍ତ୍ତନ ପରେ ମେଟ୍ରୋ ପ୍ରକଳ୍ପର ଭବିଷ୍ୟତକୁ ନେଇ ଅନିଶ୍ଚିତତା ବଢ଼ୁଥିବା ବେଳେ, କେନ୍ଦ୍ର ସରକାରଙ୍କ ସ୍ପଷ୍ଟୋକ୍ତି ରାଜ୍ୟର ବିଜେପି…

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମକୁ ଫେରିଲା ୭୭.୨ ଏକର ସଂପତ୍ତି

ପିପିଲି : ପିପିଲି ତହସିଲ ଅଞ୍ଚଳରେ ଥିବା ୭୭.୨ ଏକର ଜଗନ୍ନାଥ ସଂପତ୍ତି ଏବେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମକୁ ଫେରିଛି। ପୂର୍ବରୁ ଏହି ସଂପତ୍ତି ବିଭିନ୍ନ ବ୍ୟକ୍ତିଙ୍କ ମାର୍ଫତଦାରରେ ରହିଥିଲା। ଏବେ ପିପିଲି ତହସିଲ ପକ୍ଷରୁ ରେକର୍ଡ ସଂଶୋଧନ କରାଯାଇ ଏହାକୁ…

ନବରଙ୍ଗପୁର ସହରରେ ତୈଳ ସଙ୍କଟ, ସମସ୍ୟା ଭୋଗୁଛନ୍ତି ଗାଡ଼ି ଚାଳକ

ନବରଙ୍ଗପୁର: ନବରଙ୍ଗପୁର ସହରରେ ତୈଳ ସଙ୍କଟ । ୬ଟି ଟାଙ୍କିରୁ ବନ୍ଦ ହେଲାଣି ୪ ଟାଙ୍କି । ବାକି ଦୁଇଟି ଟାଙ୍କିରୁ ମିଳୁଛି ସୀମିତ ତେଲ। ପ୍ରଥମେ ରନ୍ଧନ ଗ୍ୟାସ ଏବେ ପେଟ୍ରୋଲ ଡିଜେଲର ସମସ୍ୟା ନବରଙ୍ଗପୁର ସହରବାସୀଙ୍କ ନିଦ ହଜାଇଦେଇଛି।…