ବନେଟରେ ଲାଖିଥିବା ବ୍ୟକ୍ତିଙ୍କୁ ୩ କିମି ଯାଏ ଘୋଷାଡ଼ି ନେଲେ କାର ଚାଳକ
ରାଜଧାନୀ ଦିଲ୍ଲୀରୁ ଆସିଛି ବିଚଳିତ କରିବା ଭଳି ଘଟଣା। ଜଣେ ବ୍ୟକ୍ତିଙ୍କୁ କାର୍ ବନେଟରେ ଲାଖିଥିବା ବେଳେ ତାଙ୍କୁ ଦୀର୍ଘ ୩ କିମି ବାଟ ଘୋଷାଡ଼ି ନେଇଛନ୍ତି ଡ୍ରାଇଭର। ଏହି କାର୍ଟି ବିହାର ସାଂସଦ ଚନ୍ଦନ ସିଂହଙ୍କର ବୋଲି କୁହାଯାଉଛି। କିନ୍ତୁ…
