କୁର୍କୁରେ ପ୍ୟାକେଟ୍ ଖେଳନା ଗିଳିଦେବାରୁ ଶ୍ବାସରୁଦ୍ଧ ହୋଇ ଚାଲିଗଲା ଶିଶୁର ଜୀବନ
ମହୀଶୂର : କର୍ଣ୍ଣାଟକର ମହୀଶୂର ଜିଲାରେ ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଦୁଃଖଦ ଘଟଣା ଘଟିଛି। କୁର୍କୁରେ ପ୍ୟାକେଟ୍ ସହ ମାଗଣାରେ ମିଳିଥିବା ଏକ ଛୋଟ ପ୍ଲାଷ୍ଟିକ୍ ଖେଳନା ବଲ୍ ଗିଳିଦେବାରୁ ଶ୍ବାସରୁଦ୍ଧ ହୋଇ ଏକ ୫ ବର୍ଷର ଶିଶୁର ମୃତ୍ୟୁ…