National & International

ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ହେଲେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ : ଭାରତର ପ୍ରତିରକ୍ଷା ନେତୃତ୍ୱ କ୍ଷେତ୍ରରେ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାର ବରିଷ୍ଠ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଭାରତୀୟ ସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି ।…

୬ ମାସର ଶିଶୁକୁ ଧରି ୬ ମହଲାରୁ ଡେଇଁ ଜୀବନ ହାରିଲେ ମହିଳା ଇଂଜିନିୟର, ବଞ୍ଚିଗଲା ପିଲା

ଆନ୍ଧ୍ରପ୍ରଦେଶ : ହାଇଦ୍ରାବାଦ ମିୟାପୁର ଅଞ୍ଚଳରେ ହୃଦୟ ବିଦାରକ ଘଟଣା । ଏକ ବହୁ ମହଲା କୋଠାର ୬ ମହଲାରୁ ଡେଇଁ ଜୀବନ ହାରିଛନ୍ତି ୩୭ ବର୍ଷୀୟା ମହିଳା ସଫ୍ଟୱେୟାର ଇଂଜିନିୟର । ୬ ମାସର ଛୁଆକୁ ଧରି ମହିଳା ଜଣକ…

ଟ୍ରକକୁ ଧକ୍କା ଦେଲା କାର୍, ୪ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଉନ୍ନାଓରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଙ୍ଗା ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରର ଉପର ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା…

ଆସାମ ଜୋରହାଟରେ ବାୟୁସେନା ବିମାନ କ୍ରାସ୍, ୫ ମୃତ

ଆସାମ : ଜୋରହାଟ ଏୟାରବେସରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବାୟୁସେନାର AN-32 ବିମାନ । ବାୟୁସେନା ବିମାନ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । କୋ-ପାଇଲଟ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ତାଙ୍କୁ ଚକିତ୍ସା କରାଯାଉଛି । କୋର୍ଟ ଅଫ ଇନକ୍ବାରୀ…

ଅଭିଷେକ ବାନାର୍ଜୀଙ୍କ ବାସଭବନରେ ସିଆଇଡି ଟିମ୍‌

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସିଆଇଡିର ଏକ ଟିମ୍‌ ଆଜି ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ବାସଭବନ ଯାଇଥିଲେ। ରାଜ୍ୟରେ ଏକ ନିର୍ବାଚନ ରାଲି ସମୟରେ ଅଭିଷେକ ଦେଇଥିବା ଏକ ଉତ୍ତେଜକ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଚାଲିଥିବା ତଦନ୍ତ ଅନ୍ତର୍ଗତ…

ନାଟୋକୁ ପ୍ରଦତ୍ତ ଯୁଦ୍ଧ ବିମାନ ଓ ଜାହାଜ ସଂଖ୍ୟା କମାଇପାରେ ଆମେରିକା: ରିପୋର୍ଟ

ୱାସିଂଟନ: ୟୁରୋପରେ ନାଟୋକୁ ଯୋଗାଇ ଦିଆଯାଇଥିବା ଯୁଦ୍ଧ ବିମାନ ଓ ଯୁଦ୍ଧ ଜାହାଜ ସଂଖ୍ୟା ହ୍ରାସ କରିବାକୁ ଆମେରିକା ଯୋଜନା କରୁଛି ବୋଲି ଗୁରୁବାର ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଛି। ୨୦୨୨ରେ ୟୁକ୍ରେନ୍ ଉପରେ ରୁଷ୍‌ର ଆକ୍ରମଣ ପରେ ୟୁରୋପୀୟ ଦେଶଗୁଡ଼ିକ…

ଖୋଲିବ ହର୍ମୁଜ, ରବିବାର ଜେନେଭାରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସମ୍ଭାବନା

ନୂଆଦିଲ୍ଲୀ: ପଶ୍ଚିମ ଏସିଆ ଯୁଦ୍ଧକୁ ବନ୍ଦ କରିବା ପାଇଁ ଆମେରିକା ଏବଂ ଇରାନ ମଧ୍ୟରେ ଆସନ୍ତା ରବିବାର ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇପାରେ । ଜେନେଭାରେ ଏହି ଚୁକ୍ତି ହେବା ନେଇ ଅନୁମାନ କରାଯାଉଛି । ସୂତ୍ର ଅନୁସାରେ, ବୁଝାମଣାର…

ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର,ନିଟ୍‌-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି

ନୂଆଦିଲ୍ଲୀ : ନିଟ୍‌-ୟୁଜି ପରୀକ୍ଷାର୍ଥୀମାନଙ୍କ ପାଇଁ ଖୁସିର ଖବର। ନିଟ୍‌-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି। ଏ ନେଇ ବଡ ଘୋଷଣା କରିଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ (ଏନଟିଏ)।ନିଟ୍‌ ପରୀକ୍ଷା ସମୟ ଅବଧି ୧୯୫ ମିନିଟ୍‌କୁ ବୃଦ୍ଧି। ଆସନ୍ତା ୨୧ ତାରିଖରେ…

ବଢିଲା ଅଡୁଆ ; ମମତାଙ୍କ ବିରୋଧରେ ମାମଲା ରୁଜୁ

କଲକାତା : ବଢିଲା ମମତାଙ୍କ ଅଡୁଆ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ସମସ୍ୟା ବଢି ଚାଲିଛି। ଗୋଟିଏ ପଟେ ବିଧାନସଭା ନିର୍ବାଚନରେ ଏକ ବଡ଼ ପରାଜୟ ପରେ ଦଳ ଭିତରେ ଏକ ବଡ଼ ବିଭାଜନ ହୋଇଥିଲା…

ଖାଦ୍ୟରେ ପୋକ ବାହାରିବା ଅଭିଯୋଗରେ କେଏଫସି, ନେସ୍ଲି ଓ ଫ୍ଲିପକାର୍ଟକୁ ନୋଟିସ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ଅଭିଯୋଗରେ ସ୍ୱଚ୍ଛତା ତ୍ରୁଟି ଏବଂ ପ୍ରଦୂଷଣକୁ ଚିହ୍ନଟ କରିବା ପରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଵା FSSAI ନେସ୍ଲି, କେଏଫସି ଏବଂ ଫ୍ଲିପକାର୍ଟକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଯାହାଦ୍ଵାରା…