ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂହ
ହରିଆଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂହ ସୈନି। ତାଙ୍କୁ ରାଜ୍ୟପାଳ ଭଣ୍ଡାରୁ ଦତ୍ତାତ୍ରେୟ ପଦ ଓ ଗୋପନୀୟତାର ଶପଥ ପଠା କରାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଉପସ୍ଥିତିରେ ନାୟବ ସିଂହ ଶପଥ ନେଇଛନ୍ତି। ତେବେ…
ହରିଆଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂହ ସୈନି। ତାଙ୍କୁ ରାଜ୍ୟପାଳ ଭଣ୍ଡାରୁ ଦତ୍ତାତ୍ରେୟ ପଦ ଓ ଗୋପନୀୟତାର ଶପଥ ପଠା କରାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଉପସ୍ଥିତିରେ ନାୟବ ସିଂହ ଶପଥ ନେଇଛନ୍ତି। ତେବେ…
ବାହା ହୋଇଛି ଗ୍ୟାଙ୍ଗଷ୍ଟର କାଲା ଜଠେଡି। ବାହା ହେବା ପାଇଁ ୬ ଘଣ୍ଟା ଜେଲରୁ ମୁକ୍ତି ପାଇଥିବା କାଲା ବନ୍ଧୁକ ରାଣୀ ଭାବେ ପରିଚିତ ପେଶାଦାର ଅପରାଧୀ ଅନୁରାଧ ଚୌଧୁରୀ ଓରଫ ମ୍ୟାଡମ ମିଞ୍ଜଙ୍କର ହାତ ଧରିଛନ୍ତି। ପୁଲିସ୍ ଓ କଡ଼ା ସୁରକ୍ଷାବଳୟ…
କ୍ରାଶ୍ ହେଲା ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ। ରାଜସ୍ଥାନ ଜୈସଲମେରର ଜବାହର ନଗର ନିକଟରେ ବାୟୁସେନା ବିମାନ ତେଜସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯୁଦ୍ଧାଭ୍ୟାସ୍ରେ ସାମିଲ ହେବାକୁ ଯାଉଥିବା ବେଳେ ବୟଜ୍ ହଷ୍ଟେଲ ନିକଟରେ ଏହି ଯୁଦ୍ଧ ବିମାନଟି କ୍ରାଶ୍ ହୋଇ ଖସି ପଡିଛି।…
ଦେଶରେ ଲାଗୁ ହୋଇଛି ନାଗରିକତ୍ୱ ସଂଶୋଧ ଆଇନ। ତେବେ ଏହା ଏବେ ସୁପ୍ରିମକୋର୍ଟରେ ପହଞ୍ଚି। ସିଏଏକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାଖଲ ହୋଇଛି ଆବେଦନ। ଇଣ୍ଡିଆନ୍ ୟୁନିଅନ ମୁସଲିମ୍ ଲିଗ୍ ତଥା IUML ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ପିଟିସନ…
ଏନଡିଏକୁ ଟିଡିପି ଫେରିବା ପରେ ଏବେ ଆନ୍ଧ୍ର ପ୍ରଦେଶରେ ଆସନ ଭାଗବଣ୍ଟାକୁ ନେଇ ଆରମ୍ଭ ହୋଇଛି କସରତ। ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ଓ ପୱନ କଲ୍ୟାଣଙ୍କ ଜନସେନା ପାର୍ଟି NDAରେ ସାମିଲ ହୋଇଛି। କିଏ…
ପ୍ରତିରକ୍ଷା କ୍ଷେତ୍ରରେ ନୂଆ ମାଇଲଷ୍ଟୋନ୍। ଅଗ୍ନି-୫ର ହେଲା ସଫଳ ପରୀକ୍ଷଣ। ଓଡ଼ିଶାରେ ଡିଆର୍ଡିଓକୁ ମିଳିଛି ଐତିହାସିକ ସିଫଳତା। ପ୍ରତିରକ୍ଷା କ୍ଷେତ୍ରର ବିରଳ କ୍ଲବରେ ସାମିଲ ହୋଇଛି ଭାରତ। ଏନେଇ ଡିଆର୍ଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିଆର୍ଡିଓର ବୈଜ୍ଞାନିକଙ୍କୁ ସାବାସୀ…
ସନ୍ଦେଶଖାଲିରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାର ତଦନ୍ତ ଜାରି ରଖିବ ସିବିଆଇ। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏହାର ତଦନ୍ତ ଜାରି ରଖିଛି। ତେବେ ଏହା ବିରୋଧରେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ…
ନୂଆଦିଲ୍ଲୀ : ଦେଶରେ ଲାଗୁ ହେଲା ସଂଶୋଧିତ ନାଗରିକତା ଆଇନ-୨୦୧୯ । ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କର ବଡ଼ ପଦକ୍ଷେପ । ନାଗରିକତା ସଂଶୋଧିତ ଆଇନ୍(୨୦୧୯)ର ନିୟମ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ…
ଚାରି ବର୍ଷ ପରେ ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍ୟୁ) ଛାତ୍ର ସଂଘ ନିର୍ବାଚନ ଘୋଷଣା କରାଯାଇଛି । ଏଥର ଷ୍ଟୁଡେଣ୍ଟ୍ ୟୁନିୟନ ନିର୍ବାଚନ ମାର୍ଚ୍ଚ ୨୨ରେ ହେବ । ଜେଏନ୍ୟୁ ନିର୍ବାଚନ କମିଟି ଛାତ୍ର ସଂଘ ନିର୍ବାଚନ ସମ୍ପର୍କରେ ଘୋଷଣା କରି…
ମହାରାଷ୍ଟ୍ରର ମାଲେଗାଓଁରେ ୨୦୦୮ ବୋମା ବିସ୍ଫୋରଣ ମାମଲାରେ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ ସମସ୍ୟା ବଢ଼ିଛି । ଭୋପାଳରୁ ସାଂସଦ ଥିବା ପ୍ରଜ୍ଞାଙ୍କ ବିରୋଧରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଜାମିନ୍ ଯୁକ୍ତ ଓ୍ଵାରେଣ୍ଟ୍ ଜାରି କରିଛନ୍ତି ।…