ଏୟାର ଇଣ୍ଡିଆ ବନ୍ଦ କଲା ୧୦୦ ଉଡ଼ାଣ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ବଡ଼ ଝଟକା ଦେଇଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁଁ ସାରା ବିଶ୍ୱରେ ଇନ୍ଧନ ଅଭାବ ସୃଷ୍ଟି ହୋଇଛି । ଯାହା ଜେଟ୍ ଇନ୍ଧନ ମୂଲ୍ୟକୁ ମଧ୍ୟ ପ୍ରଭାବିତ କରିଛି । ଏୟାର ଇଣ୍ଡିଆ…

ପ୍ରକାଶ ପାଇଲା CBSE ଦ୍ବାଦଶ ପରୀକ୍ଷା ଫଳ, ଚଳିତବର୍ଷ ପାସ୍ ହାର ୮୫.୨୦%

ନୂଆଦିଲ୍ଲୀ : ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ରେଜଲ୍ଟ । cbse.gov.in କିମ୍ବା results.cbse.nic.in ଯାଇ ଚେକ୍ କରିପାରିବେ ଛାତ୍ରଛାତ୍ରୀ । ଡିଜି ଲକର୍ ଏବଂ ଉମଙ୍ଗ ଆପରେ ମଧ୍ୟ ରେଜଲ୍ଟ ପ୍ରକାଶିତ । ଏସବୁ ୱେବସାଇଟରେ ନିଜର ପରୀକ୍ଷା ଫଳ…

ଫ୍ଲୋର ଟେଷ୍ଟରେ ପାସ୍ ହେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ

ତାମିଲନାଡୁ : ବିଜୟ ଥାଲାପତି ତାମିଲନାଡୁ ବିଧାନସଭାରେ ଫ୍ଲୋର ଟେଷ୍ଟରେ ପାସ୍ କରିଛନ୍ତି । ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିଛନ୍ତି ଥାଲାପତି । ବିଜୟଙ୍କ ସମର୍ଥନରେ ୧୪୪ ଏବଂ ବିରୋଧରେ ମିଳିଲା ୨୨ ଭୋଟ୍ । ଏହି ବିଜୟ ସହ ରାଜ୍ୟରେ…

ଦେଶବାସୀଙ୍କୁ ଅପିଲ୍ ପରେ ନିଜ କାରକେଡରେ ଗାଡ଼ି ସଂଖ୍ୟା ଅଧା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶବାସୀଙ୍କୁ ଅପିଲ୍ ପରେ ନିଜେ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନିଜ ତରଫରୁ ସମସ୍ତଙ୍କୁ ଉଦାହରଣ ଦେଇଛନ୍ତି । ନିଜ କାରକେଡକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି ପିଏମ୍ ମୋଦି । ପ୍ରଧାନମନ୍ତ୍ରୀ…

ମୁଲାୟମ ସିଂହଙ୍କ ପୁଅ ପ୍ରତୀକ ଯାଦବଙ୍କ ଦେହାନ୍ତ

ଉତ୍ତରପ୍ରଦେଶ : ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହଙ୍କ ପୁଅ ପ୍ରତୀକ ଯାଦବଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ହସ୍ପିଟାଲକୁ ନିଆଯିବା ସମୟରେ ଶେଷ…

ମହଙ୍ଗା ପଡ଼ିଲା ବିଜୟଙ୍କୁ ସମର୍ଥନ, ଦଳରୁ ବିଦା ହେଲେ ଏଆଇଏଡିଏମକେର ବିଦ୍ରୋହୀ ନେତା

ଚେନ୍ନଇ:ତାମିଲନାଡୁ ରାଜନୀତିରେ ଘଡି କେ ଘୋଡା ଛୁଟୁଛି। ତାମିଲନାଡୁରେ ଦୁଇ ଫାଳ ହେଲା ଏଆଇଏଡିଏମକେ। ମହଙ୍ଗା ହେଲା ବିଜୟଙ୍କୁ ସମର୍ଥନ। ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଏଆଇଏଡିଏମକେରେ ଦେଖା ଯାଇଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ବୁଧବାର ଏଆଇଏଡିଏମକେର…

ଧାନର MSP ୭୨ ଟଙ୍କା ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:ଧାନର MSP  କ୍ବିଣ୍ଟାଲ ପିଛା ୭୨ ଟଙ୍କା ବୃଦ୍ଧି କଲେ କେନ୍ଦ୍ର ସରକାର। ବୁଧବାର କେନ୍ଦ୍ର ସରକାର ୨୦୨୬-୨୭ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) କୁ ପ୍ରତି କ୍ୱିଣ୍ଟାଲ ୭୨ ଟଙ୍କା ବୃଦ୍ଧି କରିବାକୁ ଅନୁମୋଦନ…

ନନ୍ଦିଗ୍ରାମ ବିଧାନସଭା ଆସନ ଛାଡ଼ିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

କଲକତା:ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବୁଧବାର ବଡ଼ ଘୋଷଣା କରିଛନ୍ତି। ସେ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଜିତିଥିବା ବେଳେ ଆଜି ଗୋଟିଏ ସିଟ ଛାଡ଼ିବା ସମ୍ପର୍କରେ କହିଛନ୍ତି। ସେ ଭବାନୀପୁର ଆସନ ରଖିବେ ଓ ନିଜର ପାରମ୍ପରିକ ସିଟ ନନ୍ଦିଗ୍ରାମକୁ…

ଅନଲାଇନ ଟଙ୍କା ଇନଭେଷ୍ଟମେଣ୍ଟ ନାଁରେ ଠକେଇ: ୫ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ବର: ଠକୁଥିଲେ ମାଡ଼ି ବସିଲା ପୋଲିସ । ୫ ବଡ଼ ଧରଣର ସାଇବର ଲୁଟେରାଙ୍କୁ ବାନ୍ଧିଲା ପୋଲିସ । ଅନଲାଇନ ଟଙ୍କା ଇନଭେଷ୍ଟମେଣ୍ଟ ନାଁରେ ଲୋକଙ୍କୁ ଠକୁଥିବା ଏକ ସାଇବର ରାକେଟର ୫ ଜଣକୁ ଗିରଫ କଲା ସାଇବର ପୋଲିସ । ପୂର୍ବତନ…

କଙ୍ଗାରୁ କୋର୍ଟ ଉପରେ ପୋଲିସର ଚଢ଼ାଉ: ଜାତିରେ ମିଶିବା ପାଇଁ ଯୁବକ ହୋଇଥାନ୍ତେ ଲଣ୍ଡା

କୋରାପୁଟ: କୋରାପୁଟରେ ‘କଙ୍ଗାରୁ କୋର୍ଟ’ ଉପରେ ପୋଲିସର ଚଢ଼ାଉ । ଜାତିରେ ମିଶିବା ପାଇଁ ଯୁବକ ହୋଇଥାନ୍ତେ ଲଣ୍ଡା, ଠିକ୍ ସମୟରେ ପହଞ୍ଚି ରୋକିଲା ପୋଲିସ । ସାମାଜିକ ବାସନ୍ଦରୁ ମୁକ୍ତି ହେବା ପାଇଁ ଚାଲିଥିଲା କଙ୍ଗାରୁ କୋର୍ଟ । ହଠାତ ପହଁଚିଥିଲା…