ମୋଦି କହିଲେ, TMC ଅର୍ଥ ‘ତୁ, ମେ ଓ କରପ୍‌ସନ୍‌’

କୋଲକାତା : ବର୍ତ୍ତମାନ ରାଜନୀତିର କେନ୍ଦ୍ର ବିନ୍ଦୁ ପାଲଟିଛି ପଶ୍ଚିମବଙ୍ଗ। ଏଠାକାର ସନ୍ଦେଶଖାଲିକୁ ନେଇ ରାଜନୀତି ଜୋର ଧରିଛି। ଏହାରି ଭିତରେ ଲୋକସଭା ନିର୍ବାଚନ ପୂର୍ବରୁ ମମତାଙ୍କ ଗଡରେ ରାଲି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଠାକାର କୃଷ୍ଣ ନଗରରେ ଏକ…

ଆରଜେଡି ସହ ସୋନିଆଙ୍କୁ ଟାର୍ଗେଟ କଲେ ମୋଦୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଦୁଇ ଦିନିଆ ଯାତ୍ରା ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ଓଉରଙ୍ଗାବାଦରେ ପହଞ୍ଚିଥିଲେ । ସେଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରି ବିରୋଧୀ ଦଳମାନଙ୍କ ଉପରେ କଡା ଟାର୍ଗେଟ କରିଥିଲେ | ସେ…

ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେପି ସାଂସଦ ଜୟନ୍ତ ସିହ୍ନା

ନୂଆଦିଲ୍ଲୀ:ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେପି ସାଂସଦ ଜୟନ୍ତ ସିହ୍ନା। କ୍ରିକେଟର ଗୌତମ ଗମ୍ଭୀରଙ୍କ ପରେ ଝାଡଖଣ୍ଡର ହଜାରିବାଗରୁ ବିଜେପି ସାଂସଦ ଥିବା ଜୟନ୍ତ ସିହ୍ନା ମଧ୍ୟ ସକ୍ରିୟ ରାଜନୀତିରୁ ବିଦାୟ ନେଇଛନ୍ତି। ବିଜେପି ତା'ର ପ୍ରାର୍ଥୀ ତାଲିକା ଘୋଷଣା କରିବା ପୂର୍ବରୁ…

ଆସିଲା ବିଜେପିର ପ୍ରଥମ ଦଫା ପ୍ରାର୍ଥୀ ତାଲିକା, ବାରାଣାସୀରୁ ଲଢିବେ ମୋଦୀ, ମୋଟ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା

ନୂଆଦିଲ୍ଲୀ: ବିଜେପି ପକ୍ଷରୁ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ପ୍ରଥମ ତାଲିକାଲେ ମୋଟ ୧୯୫ ପ୍ରାର୍ଥୀଙ୍କ ତାଲିକା ରହିଛି । ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ମହାସଚିବ…

ନୀତୀଶ କହିଲେ- ମୁଁ ଆଉ ଏପଟ ସେପଟ ହେବିନି

ପାଟନା : 'ମୁଁ ଆଉ ପଲଟିବିନି। ମୁଁ ଆଉ ଏପଟ ସେପଟ ହେବିନି। ଆପଣଙ୍କ ସାଥୀରେ ରହିବି। ବିହାର ପାଇଁ କାମ କରିବି।' ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଏଭଳି କିଛି ପ୍ରତିଶ୍ରୁତି ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ତେବେ…

ସନ୍ଦେଶଖାଲି କଥା ଉଠାଇ ଟିଏମସି ଉପରେ ବର୍ଷିଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗରେ ସନ୍ଦେଶଖାଲି ପ୍ରସଙ୍ଗ ଉଠାଇ କ୍ଷମତାସୀନ ଟିଏମସି ଉପରେ ମନଇଚ୍ଛା ବର୍ଷିଛନ୍ତି। ସନ୍ଦେଶଖାଲି ଘଟଣାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହଜାହାଁଙ୍କୁ ଟିଏମସି ହିଁ ଘଣ୍ଟ ଘୋଡ଼ାଇ ଚାଲିଥିବା ମୋଦି ଅଭିଯୋଗ କରିଛନ୍ତି। ବେଙ୍ଗଲର ଅର୍ମବାଗରେ ଆୟୋଜିତ…

ବିଜେପିକୁ AIADMKର ଖୋଲା ଚ୍ୟାଲେଞ୍ଜ

କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛି ଦଳର ପୁରୁଣା ସହଯୋଗୀ AIADMK। ବିରୋଧୀ ମେଣ୍ଟ ଇଣ୍ଡିଆରେ AIADMK ନଥିଲେ ମଧ୍ୟ ତାମିଲନାଡୁରେ ବିଜେପିକୁ ଦଳ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଛି। ବିଜେପିର ଯଦି ଦମ ଅଛି, ତା’ହେଲେ ଦଳ ଦୁଇ କେନ୍ଦ୍ରମନ୍ତ୍ରୀ…

ସ୍କୁଲରେ ମାତାଲ ଶିକ୍ଷକ: କହିଲେ ମୁଁ ପ୍ରତିଦିନ ପିଏ, ଫଟୋ ଉଠାଇଲେ ଉଠାଅ

ସ୍କୁଲ ଭିତରେ ମାତାଲ ଶିକ୍ଷକ। ପିଲାଙ୍କୁ ପାଠ ପଢ଼ାଇବା ବଦଳରେ ବସି ପିଉଛନ୍ତି ମଦ। ହାତରେ ମଦ ବୋତଲ ଓ ଗ୍ଲାସ୍‌ ଧରି ତିଆରି କରୁଛନ୍ତ ପେଗ୍‌। ବାରଣ କରିବା ପରେ ବେଧଡକ ଅନ୍ଦାଜରେ କହିଲେ ମୋ ଇଚ୍ଛା ଯାହା କରିବାର ଅଛି…

ଛୁରୀ ଭୁଷି ମାରିଦେଲେ ଲିଭଇନ ପାର୍ଟନର

ପୁଣିଥରେ ଲିଭଇନ ସମ୍ପର୍କର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ନିଜ ଲିଭଇନ ପାର୍ଟନରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି ଜଣେ ମହିଳା। ଉଭୟ ଏକାଠି କୋଲକାତାରେ ରହୁଥିଲେ। କିନ୍ତୁ ଘର ଭିତରେ ହିଁ ମହିଳା ଜଣଙ୍କ ତାଙ୍କ ପାର୍ଟନରଙ୍କୁ ଛୁରୀ…

ଆତ୍ମଘୋଷିତ ବାବା ଆଶାରାମକୁ ସୁପ୍ରିମକୋର୍ଟ ଝଟକା

ଆତ୍ମଘୋଷିତ ବାବା ଆଶାରାମକୁ ଆଜି ସୁପ୍ରିମକୋର୍ଟ ଝଟକା ଲାଗିଛି। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଆଶାରାମ ସ୍ୱାସ୍ଥ୍ୟଗତ ଆଳ ଦେଖାଇ ଦଣ୍ଡାଦେଶକୁ କୋହଳ ପାଇଁ ଆବେଦନ କରିଥିଲା। କିନ୍ତୁ ସୁପ୍ରିମକୋର୍ଟ ଏପରି ଆବେଦନକୁ ଶୁଣାଣି ପାଇଁ…