Rmmifmbo suvendu adhikari pa chandranath rath 625x300 07 may 26

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡ ଘଟଣାରେ ବିହାରର ବକ୍ସରରୁ ୩ଜଣଙ୍କୁ ଅଟକ ରଖାଯାଇଛି। ଏନେଇ ବିହାର ପୁଲିସ ସୂଚନା ଦେଇଛି।

ସୂଚନା ଅନୁସାରେ ପଶ୍ଚିମବଙ୍ଗ ଏସଟିଏଫ ବକ୍ସରରୁ କୁଖ୍ୟାତ ଅପରାଧୀ ସାର୍ପ ସୁଟର ବିଶାଲ ଶ୍ରୀବାସ୍ତବଙ୍କ ସମେତ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ ରଖିଛି। ଗିରଫ ପରେ ସେମାନଙ୍କୁ ପଶ୍ଚିମବଙ୍ଗ ନେଇଛି ଏସଟିଏଫ। ବକ୍ସରରେ ବିଶାଲଙ୍କ ବିରୁଦ୍ଧରେ ହତ୍ୟା ଏବଂ ଡକାୟତି ସମେତ ୨୨ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି। ଗିରଫ ଅନ୍ୟ ଦୁଇଜଣ ହେଲେ ମୟଙ୍କ ମିଶ୍ର ଏବଂ ଭିକି ମୌର୍ଯ୍ୟ।

Share