ମଦ୍ରାସା ଉଚ୍ଛେଦ ବେଳେ ହିଂସା ଘଟଣା; ମାଷ୍ଟରମାଇଣ୍ଡ ଅବଦୁଲ ମଲିକ ଗିରଫ

ହଲଦ୍ୱାନୀ : ନିକଟରେ ଉତ୍ତରାଖଣ୍ଡର ହଲଦ୍ୱାନୀରେ ଘଟିଥିବା ହିଂସା ଘଟଣାର ମାଷ୍ଟରମାଇଣ୍ଡ ଅବଦୁଲ ମଲିକକୁ ଗିରଫ କରିଛି ପୁଲିସ। ଦିଲ୍ଲୀରୁ ଅବଦୁଲ ଗିରଫ ହୋଇଛି। ବେଆଇନ ମଦ୍ରାସା ଉଚ୍ଛେଦକୁ ନେଇ ହଲଦ୍ୱାନୀରେ ଯେଉଁ ହିଂସା ପରିସ୍ଥିତି ଉପୁଜିଥିଲା ଅବଦୁଲ ମଲିକ ତାର…

ଏକାଠି ଲଢ଼ିବେ କଂଗ୍ରେସ ଓ ଆପ୍‌, କ୍ଷମା ମାଗିଲେ ଅହମଦ ପଟେଲଙ୍କ ଝିଅ

ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଆପ୍‌ ଓ କଂଗ୍ରେସ ଏକାଠି ବିଭିନ୍ନ ରାଜ୍ୟରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିବାରେ ଲାଗିଛନ୍ତି। ଦିଲ୍ଲୀ, ଗୁଜରାଟ, ଗୋଆ ଓ ହରିଆଣାରେ ଦୁଇ ଦଳ ମେଣ୍ଟ କରି ପ୍ରାର୍ଥୀ ଦେବେ ବୋଲି…

କଂଗ୍ରେସକୁ ‘ତାମିଲ’ ଝଟକା, ଦଳ ଛାଡ଼ିଲେ ୩ଥରର ବିଧାୟକ

ଚେନ୍ନାଇ : ତାମିଲନାଡୁରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ୩ ଥରର ବଧାୟକ ତଥା ବରିଷ୍ଠ ନେତ୍ରୀ ଏସ୍‌ ବିଜୟାଧରଣୀ ଆଜି କଂଗ୍ରେସକୁ ବାଏବାଏ କହିଛନ୍ତି। ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି। ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବିଜୟାଧରଣୀ କେନ୍ଦ୍ରମନ୍ତ୍ରୀ…

ଜୁଲାଇ ପହିଲାରୁ ଲାଗୁ ହେବ ୩ ନୂଆ ଫୌଜଦାରୀ ଆଇନ

ନୂଆଦିଲ୍ଲୀ : ଭାରତୀୟ ଆଇନ ପ୍ରକ୍ରିୟାରେ ୩ଟି ନୂଆ ଫୌଜଦାରୀ ଆଇନ ଲାଗୁ ହେବାକୁ ଯାଉଛି। ଏହି ତିନୋଟି ନୂଆ ଅପରାଧିକ ନିୟମ ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବ। ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି। ଏହି…

ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ, କହିଲେ- ଯେଉଁମାନଙ୍କର ହୋଶ ନାହିଁ, ସେମାନେ ଅନ୍ୟକୁ ମଦୁଆ କହୁଛନ୍ତି

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ନିଜର ଆକ୍ରମଣକୁ ଆହୁରି ଶାଣିତ କରିଛନ୍ତି। ଯେଉଁମାନଙ୍କର ନିଜର ହୋଶ ନାହିଁ, ସେମାନେ ଉତ୍ତର ପ୍ରଦେଶ ଓ କାଶୀର ଯୁବକମାନଙ୍କୁ ମଦୁଆ ବା…

ରୁଷ ସହ ମିଶି ୟୁକ୍ରେନ ବିରୋଧରେ ଲଢ଼ୁଛନ୍ତି ଭାରତୀୟ, ଦୂରେଇ ରହିବାକୁ କହିଲେ ଭାରତ ସରକାର

ୟୁକ୍ରେନ ସହ ରୁଷ କରୁଥିବା ଯୁଦ୍ଧରେ ବଳପୂର୍ବକ ଭାରତୀୟଙ୍କୁ ବ୍ୟବହାର କରାଯାଉଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ପରେ ଭାରତୀୟଙ୍କ ପାଇଁ ପରାମର୍ଶ ଜାରି କରିଛନ୍ତି ସରକାର। ଭାରତୀୟମାନେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ ଓ ରୁଷ-ୟୁକ୍ରେନ ବିବାଦ ଠାରୁ…

ମହାରାଷ୍ଟ୍ରରେ ୩୯ ଆସନ ପାଇଁ ଡିଲ୍‌ ଫାଇନାଲ

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳ ସହ ସିଟ ଶେୟାରିଂ ଫର୍ମୁଲାକୁ ଫାଇନାଲ କରୁଥିବା କଂଗ୍ରେସ ଏବେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି। ଉତ୍ତର ପ୍ରଦେଶ,ଗୋଆ, ଦିଲ୍ଲୀ, ଗୁଜରାଟ ଓ ହରିଆଣା ପରେ ଆଜି ମହାରାଷ୍ଟ୍ରରେ କଂଗ୍ରେସ ସହଯୋଗୀଙ୍କ ଦଳଙ୍କ…

ଦାଉଦ ଇବ୍ରାହିମର ସମ୍ପର୍କୀୟଙ୍କୁ ଗୁଳି ମାଡ଼

ଅଣ୍ଡର ୱାର୍ଲଡ ଡନ୍‌ ତଥା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମର ଜଣେ ସମ୍ପର୍କୀୟଙ୍କୁ ଗୁଳିମାଡ଼ ହୋଇଛି। ଉତ୍ତର ପ୍ରଦେଶର ଜଲାଲାବାଦ ଠାରେ ୩୫ ବର୍ଷୀୟ ନିହାଲ ଖାନ ଗୁଳି ମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ନିହାଲ ଖାନଙ୍କ ଘର ମୁମ୍ବାଇରେ।…

ସେକ୍ସ ରାକେଟ୍ ଚଲାଉଥିବା ଅଭିଯୋଗରେ ବିଜେପି ନେତା ଗିରଫ

ପଶ୍ଚିମବଙ୍ଗର ଜଣେ ବିଜେପି ନେତାଙ୍କ ବିରୁଦ୍ଧରେ ଆସିଛି ସଙ୍ଗୀନ ଅଭିଯୋଗ। ସେକ୍ସ ରାକେଟ୍ ଚଲାଉଥିବା ଅଭିଯୋଗରେ ପୁଲିସ ବିଜେପି ନେତା ସବ୍ୟସାଚୀ ଘୋଷଙ୍କୁ ଗିରଫ କରିଛି। ସବ୍ୟସାଚୀ ହାୱଡାରେ ସେକ୍ସ ରାକେଟ୍ ଚଲାଉଥିବା ଅଭିଯୋଗ ହୋଇଛି। ବିଜେପି ନେତା ଏପରି ସଙ୍ଗୀନ…

ମାର୍ଚ୍ଚ ୧୩ ପରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ

ମାର୍ଚ୍ଚ ୧୩ ପରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି। ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ବାବଦରେ ଜାଣିବା ପାଇଁ ଆୟୋଗ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ତାରିଖ ଘୋଷଣା କରାଯିବ ବୋଲି ନିର୍ବାଚନ…