ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଇଡି ର ୭ମ ସମନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ପୁଣି ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କଥିତ ଅବକାରୀ ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ଅଭିଯୋଗରେ ଇଡି ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ସପ୍ତମ ସମନ ଜାରି କରିଛି। ଏହି…

ଜମ୍ମୁ- କଶ୍ମୀରର ପୂର୍ବତନ ରାଜ୍ୟପାଳଙ୍କ ଘରେ ପଶିଲା ସିବିଆଇ, ଏକାଥରେ ୩୦ ସ୍ଥାନରେ ଚଢ଼ାଉ

କୀରୁ ହାଇଡ୍ରୋଇଲେକ୍ଟ୍ରିସିଟି ପ୍ରୋଜେକ୍ଟରେ ହୋଇଥିବା ଦୁର୍ନୀତି ମାମଲାରେ ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘରେ ପଶିଲା ସିବିଆଇ । ଆଜି ସକାଳୁ ସକାଳୁ ସତ୍ୟପାଲ ମଲିକଙ୍କ ଦିଲ୍ଲୀସ୍ଥିତ ଘର ଓ କାର୍ଯ୍ୟାଳୟ ଛାନଭିନ କରିଛି ସିବିଆଇ। ଏଥିସହ ଜମ୍ମୁ…

ଚାଟ୍ ଜିପିଟିର ମୁକାବିଲା କରିବ ମୁକେଶ ଅମ୍ବାନିଙ୍କ ‘ହନୁମାନ’

ମୁମ୍ବାଇ: କୁହାଯାଏ ଅହଂକାର ହେଉଛି ପତନର ପ୍ରଥମ ପଦକ୍ଷେପ । ସେହିପରି କିଛି ଅହଂକାର ଦେଖାଇଥିଲେ ଚାଟଜିପିଟିର ପ୍ରତିଷ୍ଠାତା ସାମ୍ ଅଲ୍ଟମ୍ୟାନ୍ । ସାମ୍ ଅଲ୍ଟମ୍ୟାନ୍ କହିଥିଲେ ଯେ ଯଦି ଭାରତ ଚାଟଜିପିଟି ଭଳି ଟୁଲ୍ ତିଆରି କରେ, ତେବେ ଏହା…

ଭାରତର ଆପତ୍ତି ସତ୍ତ୍ବେ ଚୀନ ଗୁପ୍ତଚର ଜାହାଜକୁ ପ୍ରବେଶ ଅନୁମତି ଦେଲା ମାଳଦ୍ବୀପ

ମାଲେ : ଭାରତ ମହାସାଗରରେ ତଥାକଥିତ ‘ଗବେଷଣା’ କରିବା ପରେ ଚୀନ୍ର ସାମରିକ ଗୁପ୍ତଚର ଜାହାଜ ଜିଆଙ୍ଗ ୟାଙ୍ଗ ହଙ୍ଗ୍-୦୩ ଏବେ ମାଳଦ୍ୱୀପ ଅଭିମୁଖେ ଅଗ୍ରସର ହୋଇଛି। ମାଳଦ୍ୱୀପ ସରକାର ଏକ ଚାଇନା ଗୁପ୍ତଚର ଜାହାଜକୁ ମାଲେ ବନ୍ଦରରେ ଲଙ୍ଗର ପକାଇବାକୁ…

ବିଜେପିକୁ ଫେରିବେ ସିଦ୍ଧୁ, ଗୁରଦାସପୁରରୁ ଲଢ଼ିବେ ଯୁବରାଜ ସିଂହ!

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପୁଣିଥରେ ବିଜେପିକୁ ଫେରିବେ। ସେହିପରି ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଆସନ୍ତା ଲୋକସଭା ନିର୍ବାଚନ ବେଳେ ଗୁରଦାସପୁରରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ସିଦ୍ଧୁ…

କେଜ୍ରିୱାଲଙ୍କ ବଡ଼ ବୟାନ: ସିଜେଆଇଙ୍କ ମାଧ୍ୟମରେ ଭଗବାନ କହିଲେ

ନୂଆଦିଲ୍ଲୀ : ଚଣ୍ତିଗଡ଼ ମେୟର ନିର୍ବାଚନକୁ ନେଇ ବିବାଦ ଚାଲିଥିବା ବେଳେ ସୁପ୍ରିମକୋର୍ଟ ଆପ୍‌ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ମଙ୍ଗଳବାର ବିଜେତା ଘୋଷଣା କରିଛନ୍ତି। ଐତିହାସିକ ଘଟଣାକ୍ରମରେ ସୁପ୍ରିମକୋର୍ଟରେ ବାଲଟ ପେପରର ଗଣତି ହୋଇଥିଲା ଓ ଜଜ ରାୟ ଶୁଣାଇଥିଲେ। ସୁପ୍ରିମକୋର୍ଟଙ୍କ…

ଗଛରେ ଝୁଲିଲା ସାଲାଇନ୍‌, ରାସ୍ତାରେ ହେଲା ଶହଶହ ଲୋକଙ୍କ ଚିକିତ୍ସା

ମୁମ୍ବାଇ : ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ରାସ୍ତା ଉପରେ ଓ ଖୋଲା ଆକାଶ ତଳେ ଶହଶହ ଲୋକଙ୍କ ଚିକିତ୍ସା କରାଯାଇଛି। ରୋଗୀମାନଙ୍କୁ ଗଛରେ ସାଲାଇନ ବୋତଲ ଟଙ୍ଗାଇ ସେବା ଯୋଗା ଦିଆଯାଇଛି। ମହାରାଷ୍ଟ୍ରରେ ମଙ୍ଗଳବାର ରାତିରେ…

ବନ୍ଦ ହେବ ହୁକା ବାର୍‌, ୨୧ ବର୍ଷ ହୋଇ ନଥିଲେ ସିଗାରେଟ ମନା: ବିଲ୍‌ ପାସ୍

ବେଙ୍ଗାଲୁରୁ : ପୂରା ରାଜ୍ୟରେ ବ୍ୟାନ ହେବ ହୁକା ବାର। ଉଲ୍ଲଙ୍ଘନକାରୀଙ୍କୁ ଜେଲ ସହ ମିଳିବ ଆର୍ଥିକ ଦଣ୍ଡ। ସେହିପରି ୨୧ ବର୍ଷରୁ କମ ବୟସ୍କଙ୍କୁ କେହି ବି ସିଗାରେଟ କିମ୍ବା କୌଣସି ଗୁଟଖା ବିକ୍ରି କରିପାରିବେ ନାହିଁ। ଏପରି କଡ଼ା…

ଜାତୀୟ ପତାକାକୁ ଅପମାନ ଓ ପୁଲିସ ସହ ଗଣ୍ଡଗୋଳ: ୭୦୦ରୁ ଅଧିକ ଚାଷୀଙ୍କ ନାଁରେ ମାମଲା

ନୂଆଦିଲ୍ଲୀ : ଗୋଟିଏ ପଟେ ଦିଲ୍ଲୀ ଚଲୋ ଆନ୍ଦୋଳନ ଚାଲିଥିବା ବେଳେ ଅନ୍ୟପଟେ ୭୪୬ ଜଣ ଚାଷୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜାନୁଆରୀ ୧୮ରେ ଚାଷୀମାନେ ନୋଏଡା ପ୍ରାଧିକରଣ କାର୍ଯ୍ୟାଳୟକୁ ବଳ ପୂର୍ବକ ବନ୍ଦ କରି ଦେଇଥିଲେ। ଏବେ ସେମାନଙ୍କ…

ୟୁପିରେ କଂଗ୍ରେସକୁ ୧୭ ଆସନ, ୬୩ଟି ସ୍ଥାନରେ ଲଢ଼ିବ ସପା

ଲକ୍ଷ୍ନୌ : ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ କେବଳ ୧୭ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ। ବାକି ୬୩ଟି ଲୋକସଭା ଆସନରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ ଇଣ୍ତିଆ ମେଣ୍ଟରେ…