ସୋନିଆଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିରେ ୭୨ ଲକ୍ଷ ଟଙ୍କା ବୃଦ୍ଧି
ରାଜ୍ୟସଭା ଯିବେ ସୋନିଆ ଗାନ୍ଧି। ଏଥିପାଇଁ ସେ ରାଜସ୍ଥାନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ବେଳେ ସୋନିଆ ସତ୍ୟପାଠରେ ନିଜ ସମ୍ପତ୍ତି ବାବଦରେ ଉଲ୍ଲେଖ କରିଛନ୍ତି। ସୋନିଆଙ୍କ ନିକଟରେ ସର୍ବମୋଟ ୧୨ କୋଟି ୫୩ ଲକ୍ଷ ଟଙ୍କାର ସଂପତ୍ତି ରହିଛି। ସେଥିମଧ୍ୟରେ…
