ମହୁଆଙ୍କୁ ହାଜର ହେବାକୁ ସମନ କଲା ଇଡି

କୋଲକାତା : ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ଅଡ଼ୁଆ ବଢ଼ିଛି। ଲୋକସଭାରୁ ବହିଷ୍କୃତ ହୋଇଥିବା ମହୁଆଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାଜର ହେବାକୁ ସମନ କରିଛି। ବିଦେଶ ମୁଦ୍ରା ପରିଚାଳନା ଆଇନ ଉଲ୍ଲଙ୍ଘନ ମାମଲାରେ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲା…

ସେଲଫି ପାଇଁ ଖୁଆଡ଼ରେ ପଶିଥିଲେ ଯୁବକ, ଘୋଷାଡ଼ି ନେଲା ସିଂହ

ହାଇଦ୍ରାବାଦ : ସେଲଫି ନିଶା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ସେ ସେଲଫି ପାଇଁ ସିଂହ ଖୁଆଡ଼ରେ ପଶି ଜୀବନ ହରାଇଛନ୍ତି। ଖୁଆଡ଼ରେ ଥିବା ଗୋଟିଏ ସିଂହ ତାଙ୍କୁ ଘୋଷାଡ଼ି ନେଇ ଖିନଭିନ କରି ମାରି ଦେଇଛି। ଆନ୍ଧ୍ର ପ୍ରଦେଶର ତିରୁପତିରେ…

ଧର୍ମେନ୍ଦ୍ରଙ୍କ ସମେତ ୭ କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲାନି ରାଜ୍ୟସଭା ଟିକେଟ

ନୂଆଦିଲ୍ଲୀ : ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୭ ଜଣ କେନ୍ଦ୍ରମନ୍ତ୍ରୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଛି। କିନ୍ତୁ ବିଜେପି ଏମାନଙ୍କୁ ପୁଣିଥରେ ରାଜ୍ୟସଭାକୁ ମନୋନୀତି କରି ନାହିଁ। ରାଜ୍ୟସଭା ରେସରୁ ୭ ଜଣ କେନ୍ଦ୍ରମନ୍ତ୍ରୀ ବାଦ ପଡ଼ିବା ପରେ…

୨୨ ଯାଏ ଜେଲ ହାଜତକୁ ଗଲେ ହେମନ୍ତ ସୋରେନ

ରାଞ୍ଚି : ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଜି ୨୨ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେ ବିର୍ସା ମୁଣ୍ଡା କେନ୍ଦ୍ରୀୟ ଜେଲରେ ରହିବେ। ଜମି ଜାଲିଆତି ଘଟଣାରେ ଗିରଫ ହୋଇଥିବା ହେମନ୍ତ ସୋରେନଙ୍କ ରିମାଣ୍ଡ…

ଚାଷୀଙ୍କ ବିଶାଳ ‌ଆନ୍ଦୋଳନ ଜାରି, କାଲି କେନ୍ଦ୍ର ସହ ପୁଣି ଆଲୋଚନା

ପୁଲିସ୍‌ ଓ ପ୍ରଶାସନର ସବୁ ପ୍ରକାରର ବଳପ୍ରୟୋଗ ସତ୍ତ୍ୱେ ନିଜର ହକ ପାଇଁ ଲଢ଼େଇ କରୁଥିବା ଚାଷୀମାନେ ସେମାନଙ୍କ ଦିଲ୍ଲୀ ଚାଲୋ ଆନ୍ଦୋଳନ ଜାରି ରଖିଛନ୍ତି। ମଙ୍ଗଳବାର ରାତିରେ ଚାଷୀମାନେ ସେମାନଙ୍କ ଆନ୍ଦୋଳନକୁ ସାମୟିକ ଭାବେ ବନ୍ଦ ରଖିଥିଲେ। ହେଲେ ଆଜି…

ପ୍ରଭୁ ରାମଙ୍କ ମନ୍ଦିରକୁ ନେଇ ମୋଦୀଙ୍କୁ ଚିଠି ଲେଖିଲେ ଶିଳ୍ପା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଉକ୍ତ ଚିଠିକୁ ସେ ବିଜେପିର ଅଫିସିଆଲ ଟୁଇଟର ଆକାଉଣ୍ଟରେ ସେୟାର ବି କରିଛନ୍ତି।  ଏହି ଚିଠିରେ ଶିଳ୍ପା ପ୍ରଧାନମନ୍ତ୍ରୀଙ୍କ ରାମମନ୍ଦିର ନିର୍ମାଣକୁ ‌ନେଇ କୃତଜ୍ଞତା ଜଣାଇଛନ୍ତି।…

ସୀମାରେ ଗୁଳିମାଡ଼ କଲା ପାକିସ୍ତାନ, ଦୃଢ଼ ଜବାବ ଦେଲା ଭାରତ

କିଛି ଦିନର ବ୍ୟବଧାନ ପରେ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ। ଜମ୍ମୁ ସ୍ଥିତ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଛି। ସୀମାରେ ମୁତୟନ ହୋଇଥିବା ବିଏସ୍‌ଏଫ ଯବାନଙ୍କୁ ଟାର୍ଗେଟ କରି ହୋଇଥିବା ଗୁଳି ମାଡ଼ରେ ଭାରତର କୌଣସି…

ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଜାରି ହେଲା ଷଷ୍ଠ ସମନ

ନୂଆଦିଲ୍ଲୀ: ବେଆଇନ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍‌ାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଆଉ ଏକ ସମନ ଜାରି କରିଛି। ତାଙ୍କୁ ଗିରଫ କରିବା ପାଇଁ ଏହା ବେଆଇନ ପ୍ରୟାସ ବୋଲି ଦର୍ଶାଇ ଇଡି…

ଥମୁନି ସନ୍ଦେଶଖାଲି ହଙ୍ଗାମା, ପୁଲିସ ସହ ଧସ୍ତାଧସ୍ତି ବେଳେ ବିଜେପି ନେତା ଆହତ

ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ହୋଇଥିବା ହିଂସାକୁ ନେଇ ଥମୁନି ହଙ୍ଗାମା। ତ୍ରୁଣମୂଳ କଂଗ୍ରେସ ନେତା ଶାଜାହାନ ଶେଖ ଓ ତାଙ୍କ ସହଯୋଗୀମାନେ ମହିଳାଙ୍କ ଉପରେ କରିଥିବା ଯୌନ ନିର୍ଯାତନା ବିରୋଧରେ ସନ୍ଦେଶଖାଲିରେ ଆରମ୍ଭ ହୋଇଥିବା ହିଂସା ଦିନକୁ ଦିନ ଉଗ୍ର ରୂପ ନେଉଛି।…

ଗୁଜରାଟରୁ ଜେପି ନଡ୍ଡା ଓ ମହାରାଷ୍ଟ୍ରରୁ ରାଜ୍ୟସଭା ଯିବେ ଅଶୋକ ଚୌହାନ

ମହାରାଷ୍ଟ୍ରରୁ ରାଜ୍ୟସଭା ଯିବେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଅଶୋକ ଚୌହାନ। ସେହିପରି ଗୁଜରାଟରୁ ରଜ୍ୟସଭାକୁ ଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ରାଜ୍ୟ ସଭା ନିର୍ବାଚନ ପାଇଁ ବିଜେପି ତା'ର ପ୍ରକାଶ କରିଥିବା ତୃତୀୟ ପାର୍ଥୀ ତାଲିକାରୁ…