National & International

ମମତା ବାନାର୍ଜୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ୍‌

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଏସ୍‌ଆଇଆର୍‌ କରିବାକୁ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ମାମଲାରେ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ମମତା ବାନାର୍ଜୀ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଏହା ସହିତ ମୁଖ୍ୟ ସଚିବ, ଗୃହ ସଚିବ ଏବଂ…

ରାଘବ ଚଢାଙ୍କୁ ରାଜ୍ୟସଭାର ଉପନେତା ପଦରୁ ହଟାଇଲା ଆପ୍

ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଲାଗିଲା ବଡ଼ ଝଟକା । ରାଜ୍ୟସଭାର ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇଲା ଆମ ଆଦମୀ ପାର୍ଟି । ତାଙ୍କ ସ୍ଥାନରେ ସାଂସଦ ଅଶୋକ ମିତ୍ତଲଙ୍କୁ ଆପ୍ ଉପନେତା କରିବାକୁ ନିଷ୍ପତ୍ତି ନେଇଛି…

୪୦ଟି ପେଟ୍ରୋଲିୟମ ସାମଗ୍ରୀ ଉପରୁ ସୀମା ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼

ନୂଆଦିଲ୍ଲୀ : ପେଟ୍ରୋଲିୟମ ସଂକଟ ଭିତରେ ସାର, ଫାର୍ମାସ୍ୟୁଟିକାଲ ଓ ପ୍ଲାଷ୍ଟି ଶିଳ୍ପକୁ ପ୍ରୋତ୍ସାହନ । ୪୦ଟି ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିୟମ ସାମଗ୍ରୀ ଉପରୁ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ କଲେ କେନ୍ଦ୍ର ସରକାର । ଅର୍ଥମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରି ଜୁନ…

ବାପାକୁ ପିସ୍ତଲ ଦେଖାଇ ୧୦ ଲକ୍ଷ ଲୁଟିନେଲା ପୁଅ

ନୂଆଦିଲ୍ଲୀ : ବାପାକୁ ପିସ୍ତଲ ଦେଖାଇ ଟଙ୍କା ଲୁଟ୍ କରୁଥିଲା ପୁଅ । ଏବେ ପୋଲିସ ହାତରେ ଧରାପଡିଲା । ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ୧୦ ଲକ୍ଷ ଟଙ୍କା ଲୁଟ୍ ମାମଲାରେ ପୋଲିସକୁ ୨୪ ଘଣ୍ଟା ଭିତରେ ସଫଳତା ମିଳିଛି…

ମହଙ୍ଗା ହେଲା ବିମାନ ଯାତ୍ରା, ୧୦୦୦ଟଙ୍କା ଟିକେଟ୍ ଦାମ୍ ବଢାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ବିମାନ ପାଇଁ ଇନ୍ଧନ ସରଚାର୍ଜ ବୃଦ୍ଧି କରିବାକୁ ଘୋଷଣା କରିଛି । ଏୟାର ଟର୍ବାଇନ୍ ଇନ୍ଧନ ସରଚାର୍ଜର ମୂଲ୍ୟ ବୃଦ୍ଧି ହେବା ଯୋଗୁଁ ଏହାର ପ୍ରଭାବ ଯାତ୍ରୀଙ୍କ ଉପରେ…

ଇଣ୍ଡୋନେସିଆରେ ଭୂମିକମ୍ପ, ତୀବ୍ରତା ୭.୪

ଇଣ୍ଡୋନେସିଆ : ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ରିକ୍ଚର ସ୍କେଲରେ ଭୂକମ୍ପରେ ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଆଜି ସକାଳ ପ୍ରାୟ ୬ଟା ୪୮ ରେ ମୋଲୁକା ସାଗରରେ ଏହି ଭୂକମ୍ପ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ଟେରନେଟ୍…

ପଶ୍ଚିମବଙ୍ଗ ପ୍ରଚାର ମୈଦାନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର : ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ରହିଛି। ଏଥିଲାଗି ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏ ନେଇ ଆଜି ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ବୋଧିତ କରି ବିଜେପି…

ବିଜେପି କାର୍ଯ୍ୟାଳୟ ବାହାରେ ବୋମା ବିସ୍ଫୋରଣ

ଚଣ୍ଡିଗଡ଼: ରାଜଧାନୀ ଚଣ୍ଡିଗଡ଼ରେ ବୋମା ବିସ୍ଫୋରଣ। ବିଜେପି କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ ହେବା ଫଳରେ ଆତଙ୍କ ସୃଷ୍ଟି ହୋଇଥିଲା। ବିସ୍ଫୋରଣର ଶବ୍ଦ ବହୁ ଦୂରକୁ ଶୁଣାଯାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବରିଷ୍ଠ…

ସାଇବର ଠକେଇର ଶିକାର ହେଲେ ବିଚାରପତି, ଲୁଟିନେଲେ ୯୩ ହଜାର…

ନୂଆଦିଲ୍ଲୀ: ଦିନକୁ ଦିନ ସାଇବର ଠକେଇ ବୃଦ୍ଧି ପାଇବାରେ ଲାଗିଛି। ମୁମ୍ବାଇରେ ସାଇବର ଠକମାନେ ଏକ ଆଶ୍ଚର୍ଯ୍ୟଜନକ ଅପରାଧ କରିଛନ୍ତି। ଏଥର ସେମାନଙ୍କର ଟାର୍ଗେଟ ଜଣେ ସାଧାରଣ ନାଗରିକ ନଥିଲେ, ବରଂ ନ୍ୟାୟପାଳିକା ସହିତ ଜଡିତ ଜଣେ ବିଚାରପତି ଥିଲେ। ଠକମାନେ…

ଏଥର ଜନଗଣନାରେ ବିବାହିତ ଲିଷ୍ଟରେ ସାମିଲ ହେବେ ଲିଭ୍ ଇନ୍ ଦମ୍ପତି

ନୂଆଦିଲ୍ଲୀ: ଭାରତରେ ଏବେ ଲିଭ୍ ଇନ୍ ରିଲେସନସିପ୍ ଭଳି ଆଧୁନିକ ସମ୍ପର୍କକୁ ମିଳିବ ସ୍ଵୀକୃତି। ଏଥର ଜନଗଣନାରେ ଲିଭ୍ ଇନ୍ କପୁଲଙ୍କୁ ନେଇ ନୂଆ ନିୟମ। ଲିଭ୍ ଇନ୍ ଦମ୍ପତ୍ତି ଏବେ ବିବାହିତ ଲିଷ୍ଟରେ ସାମିଲ ହେବେ। ସମାନ ପରିବାରରେ ଏକାଠି…