National & International

ଶାନ୍ତି ଚୁକ୍ତିର ନିକଟତର ଇରାନ-ଆମେରିକା: ଟ୍ରମ୍ପଙ୍କ ମଞ୍ଜୁରିକୁ ଅପେକ୍ଷା

ୱାସିଂଟନ: ଇରାନ-ଆମେରିକା ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷର ଅବସାନ ପାଇଁ ପ୍ରସ୍ତାବିତ ୬୦ ଦିନର । ଯୁଦ୍ଧବିରତି ଚୁକ୍ତିନାମାକୁ ନେଇ ଆଜି ଦ୍ୱିପାକ୍ଷିକ ବୟାନବାଜି ତୀବ୍ର ହୋଇଛି। ଆମେରିକା ପ୍ରଶାସନ ଏବଂ ଇରାନର ଶୀର୍ଷ ନେତୃତ୍ୱଙ୍କ ପକ୍ଷରୁ ଏହି ବହୁପ୍ରତୀକ୍ଷିତ ଶାନ୍ତି…

ନିଟ୍ ମାମଲାରେ ନଜର ରଖିଛନ୍ତି ନିଜେ ପ୍ରଧାନମନ୍ତ୍ରୀ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ନିଟ୍ ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଜବାବ ରଖିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏହି ମାମଲା ଉପରେ ନଜର ରଖିଛନ୍ତି। କେନ୍ଦ୍ର ସରକାର ଏବେ ଦେଶବ୍ୟାପୀ ଆଲୋଚନାର ବିଷୟ ପାଲଟିଥିବା ନିଟ୍ ପେପର୍ ଲିକ୍…

ଲକ୍ଷ୍ନୌ ଷ୍ଟେସନରେ ପ୍ଲାଟଫର୍ମ ଟିଣ ଭୁଶୁଡି ୩ ଆହତ

ନୂଆଦିଲ୍ଲୀ: ୟୁପିର ରାଜଧାନୀ ଲକ୍ଷ୍ନୌରୁ ଏକ ବଡ଼ ଖବର ଆସୁଛି । ଚାରବାଗ ରେଳ ଷ୍ଟେସନରେ ଏକ ଦୁର୍ଘଟଣା ଘଟିଛି । ଚାରବାଗ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୫ ରେ ଏକ ଟିଣ ସେଡ୍ ଭୁଶୁଡ଼ି ପଡ଼ିଛି । ସୂଚନା…

କକ୍ରୋଚ୍ ଜନତା ପାର୍ଟିକୁ ଝଟକା, X କୁ ନୋଟିସ୍ ଜାରି କଲେ ହାଇକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ କକ୍ରୋଚ୍ ଜନତା ପାର୍ଟିର ପୂର୍ବ ଆକାଉଣ୍ଟ ବ୍ଲକ୍ କରିବା ମାମଲାରେ ଅଭିଜିତ ଦୀପକଙ୍କ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଆକାଉଣ୍ଟ ବ୍ଲକ୍ କରିବା ପାଇଁ ଆବେଦନ ଦାଖଲ କରିଥିବା କକ୍ରୋଚ୍…

ଝଡ଼ ତୋଫାନରେ ନିର୍ମାଣାଧୀନ ପୋଲ ଭୁଶୁଡି ୫ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି । ଝଡ଼ ତୋଫାନ ଯୋଗୁଁ ପୋଲ ଭୁଶୁଡି ପଡିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ରିଲିଫ୍ ଏବଂ…

ଓଡ଼ିଶା ସମେତ ୪ ରାଜ୍ୟରେ ହେବ ଖଣିଜ ପ୍ରକ୍ରିୟାକରଣ ପ୍ଲାଣ୍ଟ

ନୂଆଦିଲ୍ଲୀ: ଗୁରୁତ୍ବପୂର୍ଣ୍ଣ ଖଣିଜ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲାଗି ଭାରତ ପ୍ରୟାସ ଚଳାଇଛି। ଏଥିପାଇଁ ଓଡ଼ିଶା ସମେତ ଦେଶର ୪ ରାଜ୍ୟରେ ଗୁରୁତ୍ବପୂର୍ଣ୍ଣ ଖଣିଜ ପ୍ରକ୍ରିୟାକରଣ ପ୍ଲାଣ୍ଟ୍‌ ସ୍ଥାପନ ହେବ। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି…

କାନାଡାରେ ଗୁଜୁରାଟୀ ଛାତ୍ରୀଙ୍କୁ ହତ୍ୟା

ନୂଆଦିଲ୍ଲୀ: କାନାଡାରେ ଗୁଜୁରାଟୀ ଛାତ୍ରୀଙ୍କୁ ହତ୍ୟା । କାନାଡାରେ ଗୁଜୁରାଟର ଛାତ୍ରୀ ବିଧି ମେଘା(୨୨) ଲୁଟପାଟକୁ ବିରୋଧ କରିବାରୁ ଛୁରା ମାରି ବିଭର୍ତ୍ସ ହତ୍ୟା କରାଯାଇଛି । ସେ ଗତ ୪ ବର୍ଷ ହେବ ସେଠାରେ ରହି ପାଠ ପଢା ସହ…

ଜଳିଗଲା କେନିଆର ଗାର୍ଲ ସ୍କୁଲ, ୧୬ ମୃତ, ୭୦ରୁ ଅଧିକ ଆହତ

କେନିଆ : କେନିଆର ନକୁରୁ କାଉଣ୍ଟି ସ୍ଥିତ ଗିଲଗିଟ୍ର ଉଟୁମିଶି ଗାର୍ଲ୍ସ ଏକାଡେମୀର ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ । ଗୁରୁବାର ଭୋର ସମୟ ପ୍ରାୟ ୩ଟା ୩୦ ମିନିଟରେ ଛାତ୍ରୀଙ୍କ ଡର୍ମିଟୋରିରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଯୋଗୁଁ ୧୬…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଧରମୈୟା

କର୍ଣ୍ଣାଟକ : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଧରମୈୟା । ଲୋକଭବନକୁ ରାଜ୍ୟପାଳଙ୍କ ଅନୁପସ୍ଥିତିରେ ତାଙ୍କ ସଚିବଙ୍କୁ ଇସ୍ତଫାପତ୍ର ଦେଇଛନ୍ତି । ଏବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ ଡିକେ ଶିବକୁମାର । ସିଦ୍ଧରମୈୟା ଏବଂ ଡିକେ ଶିବକୁମାର ପ୍ରେସ୍ କନଫରେନ୍ସ…

୪ ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ବଦଳାଇଲା ବିଜେପି

ନୂଆଦିଲ୍ଲୀ : ବଦଳିଲେ ୪ ରାଜ୍ୟର ରାଜ୍ୟ ସଭାପତି। ଭାରତୀୟ ଜନତା ପାର୍ଟି (ବିଜେପି) ୪ ରାଜ୍ୟର ରାଜ୍ୟ ସଭାପତିଙ୍କୁ ବଦଳାଇଛି। ହାଇକମାଣ୍ଡ ନୂତନ ସଭାପତିଙ୍କ ନାମ ଘୋଷଣା କରିଛନ୍ତି ଏବଂ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜେପି ଦିଲ୍ଲୀ, ପଞ୍ଜାବ,…