କେନ୍ଦ୍ର ମନ୍ତ୍ରୀଙ୍କ ଘରେ ଯୁବକଙ୍କୁ ଗୁଳି କରି ହତ୍ୟା

କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋରଙ୍କ ଉତ୍ତର ପ୍ରଦେଶର ଲକ୍ଷ୍ନୌ ସ୍ଥିତ ନୂଆ ଘରେ ଶୁକ୍ରବାର ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକଙ୍କ ନାଁ ବିନୟ ଶ୍ରୀବାସ୍ତବ। ସେ ମନ୍ତ୍ରୀ କୌଶଲ କିଶୋରଙ୍କ ପୁଅ ବିକାଶ କିଶୋରଙ୍କ ସାଙ୍ଗ। ପୁଲିସ ମୃତଦେହକୁ…

ଏଣିକି ଏକ୍ସ ରେ କରିପାରିବେ ଅଡିଓ ଓ ଭିଡିଓ କଲ୍

ଆଉ ଏକ ଆକର୍ଷଣୀୟ ଫିଚର୍ ନେଇ ଘୋଷଣା କଲେ ଏଲନ ମସ୍କ। ଏଣିକି ଏକ୍ସ(ପୂର୍ବର ଟ୍ୱିଟର)ରେ କରିପାରିବେ ଅଡିଓ ଓ ଭିଡିଓ କଲ୍। ବିଶ୍ୱର ସବୁଠୁ ଲୋକପ୍ରିୟ ଏହି ମାଇକ୍ରୋବ୍ଲଗିଂ ଆପରେ ବ୍ୟବହାରକାରୀଙ୍କ କଲିଂ ସୁବିଧା ପାଇଁ ଏହି ଫିଚର୍ ଆସୁଛି। ଫୋନ୍…

ଦକ୍ଷିଣ କୋରିଆର ସାମରିକ ସାମର୍ଥ୍ୟ ଧ୍ବଂସ କରିବାକୁ କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର କୋରିଆ

ସିଓଲ୍‌: ଦକ୍ଷିଣ କୋରିଆର ‘ମିଲ୍‌ଟାରି ଟାର୍ଗେଟ୍‌’କୁ ଆଣବିକ ଅସ୍ତ୍ରଦ୍ବାରା ନଷ୍ଟ କରାଯାଇ ପାରିବା ଭଳି ସାମର୍ଥ୍ୟ ଥିବା ୨ଟି ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା କଥା ଦକ୍ଷିଣ କୋରିଆ ଗଣମାଧ୍ୟମ ରିପୋର୍ଟ କରିଛି। ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି…

ଓମାର ଅବଦୁଲ୍ଲାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ: ପତ୍ନୀଙ୍କୁ ମାସିକ ୧.୫ ଲକ୍ଷ ଓ ପୁଅକୁ ୬୦ ହଜାର ଦିଅ

ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏଣିକି ତାଙ୍କ ପାଖରେ ରହୁ ନଥିବା ପତ୍ନୀ ପାୟଲ ଅବଦୁଲ୍ଲାଙ୍କୁ ମାସିକ ୧.୫ ଲକ୍ଷ ଟଙ୍କା ଦେବେ। ପାୟଲଙ୍କୁ ରକ୍ଷାଣବେକ୍ଷଣ ବାଦରେ ଏହି ଟଙ୍କା ଦେବାକୁ ଆଜି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ…

ଜମ୍ମୁ-କଶ୍ମୀରରେ ଖୁବଶୀଘ୍ର ନିର୍ବାଚନ

ଦୁଇ ଭାଗ ହୋଇ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଥିବା ଜମ୍ମୁ-କଶ୍ମୀରରେ ୪ ବର୍ଷ ହେଲା ବିଧାନସଭା ନିର୍ବାଚନ ହୋଇନାହିଁ। କିନ୍ତୁ ଏବେ ଠାରୁ ଯେକୌଣସି ସମୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି କରାଯାଇଛି ବୋଲି…

ଆମାଜନ ମ୍ୟାନେଜରଙ୍କୁ ଫାୟାରିଂ ମାମଲା; ୨ ଯୁବକ ଗିରଫ

ଅନଲାଇନ୍‌ ସପିଂ ସାଇଟ୍‌ ଆମାଜନ ମ୍ୟାନେଜରଙ୍କୁ ଗୁଳି ମାରି ହତ୍ୟା କରିବା ଘଟଣାରେ ପୁଲିସ୍‌ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଯୁବକଦ୍ୱୟ ହେଲେ ମହମ୍ମଦ ସମୀର ଓ ବିଲାଲ ଗାନି । ଉଭୟଙ୍କୁ ୧୮ ବର୍ଷ ବୋଲି ପୁଲିସ୍‌ ସୂଚନା ଦେଇଛି।…

ସଂସଦର ବିଶେଷ ଅଧିବେଶନ, ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ହେବ ୫ଟି ବୈଠକ

ସଂସଦର ବିଶେଷ ଅଧିବେଶନ ଡକାଯାଇଛି। ଏହି ଅଧିବେଶନ ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ଚାଲିବ। ଏହି ବିଶେଷ ଅଧିବେଶନରେ ମୋଟ ୫ଟି ବୈଠକ ହେବ। କୁହାଯାଉଛି କି, ଅମୃତକାଳ ମଧ୍ୟରେ ଏହି ଅଧିବେଶନ ଡକାଯାଇଛି। ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ…

ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା । ଏଭଳି କିଛି ଚମତ୍କାରୀ ଇଞ୍ଜେକ୍ସନ ତିଆରି କରିଛନ୍ତି ଇଂଲଣ୍ଡର ଅନୁସନ୍ଧାନକାରୀ ଟିମ । ଏହି ଇଞ୍ଜେକ୍ସନ ଦ୍ୱାରା ଲକ୍ଷ ଲକ୍ଷ କ୍ୟାନ୍ସର ରୋଗୀ ନିଜ ରୋଗରୁ ମୁକ୍ତି ପାଇ ପାରିବେ ।…

ISRO ବୈଜ୍ଞାନିକଙ୍କ ସହ ଅଭଦ୍ରାମୀ, ଅଫିସ୍‌ ଯାଉଥିବା ବେଳେ ସ୍କୁଟି ଚାଳକ କଲେ ଆକ୍ରମଣ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଜଣେ ବୈଜ୍ଞାନିକ ବେଙ୍ଗାଲୁରୁ ରାସ୍ତାରେ ଅଭଦ୍ରାମୀର ଶିକାର ହୋଇଛନ୍ତି। ବୈଜ୍ଞାନିକ ଜଣକ ହେଲେ ଆଶିଷ ଲାମ୍ବା। ଆଶିଷ ଅଫିସ୍‌ ଯାଉଥିବା ବେଳେ ଜଣେ ସ୍କୁଟର ଚାଳକ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏହି…

ଜୋହାନ୍ସବର୍ଗରେ ନିଆଁର ତାଣ୍ଡବ; ୬୩ ଜଣ ଜୀବନ୍ତ ଦଗ୍ଧ

ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗର ଏକ ଆବାସିକ କୋଠାରେ ଭୟାବହ ଅଗ୍ନିକାଣ୍ଡ। 63ରୁ ଅଧିକ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା। ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। 40ରୁ ଅଧିକ ଗୁରୁତରଙ୍କୁ ଉଦ୍ଧାର କରି…