ଜି-୨୦ ସମ୍ମିଳନୀରେ ଭାଗ ନେବେ ନାହିଁ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ

ଭାରତ ଆସିବେ ନାହିଁ ସି ଜିନ୍‌ପିଙ୍ଗ୍‌। ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଦେଶରେ ଆୟୋଜନ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀରେ ଚୀନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଯୋଗ ଦେବେନାହିଁ। ଚୀନରେ ଜଣେ ଭାରତୀୟ କୂଟନୀତିଜ୍ଞ ଏବଂ ଜି୨୦ର ଜଣେ…

ଆମେରିକାରେ ହରିକେନ ଇଡାଲିଆର ଧ୍ବଂସଲୀଳା: ଫ୍ଲୋରିଡା ଜଳମଗ୍ନ

ଆମେରିକାରେ ହରିକେନର ଧ୍ବଂସଲୀଳା । ଲ୍ୟାଣ୍ଡଫଲ୍ ପରେ ଫ୍ଲୋରିଡାରେ ତାଣ୍ଡବ ରଚିଛି ଇଡାଲିଆ । ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ସମୁଦ୍ରରେ ଉଠିଥିଲା ୧୫ ଫୁଟରୁ ଅଧିକ ଉଚ୍ଚର ଜୁଆର ।…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪: ଭାରତୀୟ ବଂଶୋଦ୍ଭବ ଆଶାୟୀଙ୍କୁ ଟ୍ରମ୍ପଙ୍କ ପ୍ରଶଂସା

ଆମେରିକା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ଭାରତୀୟ ବଂଶୋଦ୍ଭବ। ବିବେକ ରାମସ୍ୱାମୀ ଆସନ୍ତା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବା ନେଇ ଖବର ପ୍ରସାର ପରେ ଚର୍ଚ୍ଚା ଜୋର୍ ଧରିଛି। ଏହାରି ମଧ୍ୟରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାମସ୍ୱାମୀଙ୍କୁ ଭୂରି ଭୂରି…

ହିନ୍ଦୁଧର୍ମକୁ ଧୋକା କହିଥିବା ସମାଜବାଦୀ ନେତାଙ୍କ ଜିଭ କାଟିବାକୁ ୧୦ ଲକ୍ଷ ଟଙ୍କା ଘୋଷଣା କଲେ କଂଗ୍ରେସ ନେତା

ମୋରାଦାବାଦ:  ହିନ୍ଦୁଧର୍ମକୁ ଧୋକା ବୋଲି କହି ସମ୍ପ୍ରତି ବିବାଦରେ ପଡ଼ିଥିବା ‘ସମାଜବାଦୀ ପାର୍ଟି’ର ନେତା ସ୍ବାମୀପ୍ରସାଦ ମୌର୍ଯ୍ୟଙ୍କ ଜିଭ ଯିଏ କାଟି ପାରିବ ତାଙ୍କୁ ନଗଦ ୧୦ ଲକ୍ଷ ଟଙ୍କା ପୁରସ୍କାର ଦେବେ ବୋଲି ଉତ୍ତର ପ୍ରଦେଶର ଜଣେ କଂଗ୍ରେସ ନେତା…

‘ଇସ୍ରୋ’ ବୈଜ୍ଞାନିକ କହି ଚନ୍ଦ୍ରଯାନ-୩ ଲ୍ୟାଣ୍ଡର୍‌ ଡିଜାଇନ୍‌ କରିଛନ୍ତି ବୋଲି ଦାବି କରିଥିବା ଟ୍ୟୁସନ୍‌ ଶିକ୍ଷକ ଗିରଫ

ସୁରତ: ନିଜକୁ ‘ଇସ୍ରୋ’ର ବୈଜ୍ଞାନିକ ତଥା ‘ଚନ୍ଦ୍ରଯାନ-୩ର ବିକ୍ରମ୍‌ ଲ୍ୟାଣ୍ଡର୍‌’ର ଡିଜାଇନ୍‌ କରିଛନ୍ତି ବୋଲି କହି ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଉଥିବା ଟ୍ୟୁସନ୍‌ ଶିକ୍ଷକ ମିତୁଲ ତ୍ରିବେଦୀଙ୍କୁ ବୁଧବାର ଦିନ ସୁରତ କ୍ରାଇମ୍‌ ବ୍ରାଞ୍ଚ୍‌ ଗିରଫ କରିଛି। ନିଜ ଦାବିକୁ ସତ୍ୟ ପ୍ରମାଣିତ…

ଆମାଜାନର ସିନିୟର ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା

ଅନଲାଇନ୍‌ ସପିଂ ସାଇଟ୍‌ ଆମାଜାନର ଜଣେ ସିନିୟର ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏପରି ସାଂଘାତିକ ଘଟଣା ଘଟିଛି। ଉକ୍ତ ସମୟରେ ସିନିୟର ମ୍ୟାନେଜରଙ୍କ ସହ ଥିବା ଆଉ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗତକାଲି ବିଳମ୍ବିତ…

ଚୀନ୍ ନୂଆ ମ୍ୟାପ୍ ଜାରି କରିବା ପରେ ପୁରୁଣା କଥା ଦୋହରାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି

ଚୀନ୍ ନୂଆ ମ୍ୟାପ୍ ଜାରି କରିବା ପରେ ପୁରୁଣା କଥା ଦୋହରାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। କହିଲେ ମୁଁ ବର୍ଷ ବର୍ଷ ଧରି ଏହା କହୁଛି। ଚୀନ୍ ଆମର ଇଞ୍ଚେ ଜମି ବି ନେଇ ନାହିଁ ବୋଲି କେନ୍ଦ୍ର ସରକାର ଯେଉଁ…

ବିହାରରେ କାଣ୍ଟଛାଣ୍ଟ ହେଲା ସ୍କୁଲ ଛୁଟି, କେନ୍ଦ୍ର- ରାଜ୍ୟ ମୁହାଁମୁହିଁ

ବିହାରରେ ସ୍କୁଲ ଛୁଟି ସଂଖ୍ୟା କମ କଲେ ରାଜ୍ୟ ସରକାର । ଆସନ୍ତା ୩ ମାସରେ ପଡ଼ିବାକୁ ଥିବା ୨୩ ଛୁଟିକୁ ହ୍ରାସ କରି ୧୧ କରି ଦିଆଯାଇଛି। ହେଲେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର। ବିହାର…

୧୨ ମହଲା ଉପରୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ

ନିଜ ବିଲ୍ଡିଂର ୧୨ ମହଲା ଉପରୁ ତଳକୁ ଡେଇଁ ଜୀବନ ହାରିଲେ ଜଣେ ଦଶମ ଛାତ୍ରୀ। ଏପରି ଏକ ଚାଞ୍ଚଲ୍ୟକର ଘଟଣା ବାଙ୍ଗାଲୁରୁରେ ଘଟିଛି। ମୃତା ଛାତ୍ରୀଙ୍କ ନାମ ଜେସିକା ବୋଲି ଜଣାଯାଇଛି। ଜେସିକାଙ୍କ ପିତା ଜଣେ ସଫ୍ଟୱେୟାର ଇଞ୍ଜିନିୟର ହୋଇଥିବା ବେଳେ…

କୁନି ଝିଅକୁ ବାଟରେ ଘେରିଗଲେ କୁକୁର, ପିଲାଟିକୁ କାମୁଡ଼ି ରକ୍ତାକ୍ତ କରିଦେଲେ

ଏକୁଟିଆ ଯାଉଥିବା କୁନି ଝିଅକୁ ବାଟରେ ଘେରିଗଲେ କୁକୁର । ଚକ୍ରବ୍ୟୁହ ଭିତରେ ଫସି ଯାଇ କୁନି ଝିଅଟି ବଞ୍ଚିବାକୁ ଆର୍ତ୍ତ ଚିତ୍କାର କରୁଥିବା ବେଳେ କୁକୁରମାନେ ପିଲାଟିକୁ କାମୁଡ଼ି ରକ୍ତାକ୍ତ କରି ଦେଇଥିଲେ। ଜୀବନ ବିକଳରେ ପିଲାଟି ମୁକୁଳିବାକୁ ଶତଚେଷ୍ଟା…