ବିହାରରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ତଳେ ପଶିଗଲା ସ୍କର୍ପିଓ: ୭ ମୃତ
ବିହାରର ରୋହତାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୪ ଜଣ ଗୁରୁତର ମଧ୍ୟ ରହିଛନ୍ତି । ରୋହତାସ ଜିଲ୍ଲା ଶିବସାଗର ଥାନା ଅଞ୍ଚଳ ଜାତୀୟ ରାଜପଥରେ ଭୋର ୩ଟା ସମୟରେ ଏଭଳି ଦୁର୍ଘଟଣା ଘଟିଛି…
ବିହାରର ରୋହତାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୪ ଜଣ ଗୁରୁତର ମଧ୍ୟ ରହିଛନ୍ତି । ରୋହତାସ ଜିଲ୍ଲା ଶିବସାଗର ଥାନା ଅଞ୍ଚଳ ଜାତୀୟ ରାଜପଥରେ ଭୋର ୩ଟା ସମୟରେ ଏଭଳି ଦୁର୍ଘଟଣା ଘଟିଛି…
ମସ୍କୋ: ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣ ଯୋଗୁଁ ମଙ୍ଗଳବାର ରାତିରେ ଏଷ୍ଟୋନିଆ ନିକଟରେ ଥିବା ରୁଷ୍ର ପସ୍କୋଭ୍ ବିମାନ ବନ୍ଦରରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା କଥା ଆଞ୍ଚଳିକ ଗଭର୍ଣ୍ଣର୍ ମିଖାଇଲ୍ ବେଦେର୍ଣ୍ଣିକୋଭ୍ କହିଛନ୍ତି। ଡ୍ରୋନ୍ ଆକ୍ରମଣଜନିତ ଅଗ୍ନିକାଣ୍ଡର ଭିଡିଓ ମଧ୍ୟ ବେଦେର୍ଣ୍ଣିକୋଭ୍ ‘ଟେଲିଗ୍ରାମ୍’ରେ ପୋଷ୍ଟ୍…
ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ପାଇଁ ସଦସ୍ୟ ରାଷ୍ଟ୍ରର ନେତା ଏବଂ ପ୍ରତିନିଧି ଦଳ ଦିଲ୍ଲୀ ଆସିବେ। ସମ୍ମିଳନୀ ସମୟରେ ଦିଲ୍ଲୀ-ଏନ୍ସିଆରର ୩୦ରୁ ଅଧିକ ହୋଟେଲ୍ରେ ଜି-୨୦ ପ୍ରତିନିଧିମାନେ ରହିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଇଟିସି ମୌର୍ଯ୍ୟ ଶେରାଟନ୍ରେ ରହିବେ ଏବଂ…
ଇମ୍ଫାଲ୍: ମଙ୍ଗଳବାର ଦିନ ମଣିପୁରର ବିଷ୍ଣୁପୁର ଜିଲ୍ଲା ଅନ୍ତର୍ଗତ ନରଣସୈନାରେ ଭୀଷଣ ଗୁଳିକାଣ୍ଡ ଯୋଗୁଁ ଜଣେ ୩୦ ବର୍ଷିୟ ‘ଗ୍ରାମ ପ୍ରତିରକ୍ଷା ସ୍ବେଚ୍ଛାସେବୀ’ଙ୍କ ସମେତ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟୂନ ୭ଜଣ ଆହତ ହୋଇଥିବା ଆସାମ ପୁଲିସ କହିଛି। ଗଣମାଧ୍ୟମ…
ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ହେବ। ସଦସ୍ୟ ଦେଶର ଶୀର୍ଷ ନେତାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେବେ। ଏଥିପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗୃହ ବ୍ୟାପାର ମନ୍ତ୍ରାଳୟ…
ନୂଆଦିଲ୍ଲୀ: ସଫଳ ଚନ୍ଦ୍ର ଅଭିଯାନ ପରେ ଭାରତ ପ୍ରଥମ ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ-ଏଲ୧’ ପାଇଁ ପ୍ରସ୍ତୁତ ଅଛି। ଇସ୍ରୋ ସେପ୍ଟେମ୍ବର ୨ରେ ଆଦିତ୍ୟ-ଏଲ୍୧ ଲଞ୍ଚ କରିବାକୁ ଯାଉଛି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା (ସ୍ୱାଧୀନ ଦାୟିତ୍ୱ), ପିଏମ୍ଓ, କାର୍ମିକ, ଜନ…
ଜହ୍ନରୁ ଆସିଲା ବଡ଼ ଖବର । ଚନ୍ଦ୍ରପୃଷ୍ଠରୁ ମିଳିଲା ଅମ୍ଳଜାନ ଓ ସଲଫର୍ ସନ୍ଧାନ । ଦକ୍ଷିଣ ମେରୁରେ ଏଭଳି ଅନ୍ୟାନ୍ୟ ପଦାର୍ଥ ଖୋଜି ପାଇଛି ରୋଭର ପ୍ରଜ୍ଞାନ । ରୋଭରରେ ଲାଗିଥିବା ପେଲୋଡ୍ ଲେଜର ଇଣ୍ଡକଟେଡ୍ ବ୍ରେକଡାଉନ୍ ସ୍ପେକ୍ଟ୍ରୋସ୍କୋପି ବା…
ପ୍ରୟାଗରାଜ: ଏସ୍ଡିଏମ୍ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କର ସଫେଇକର୍ମୀ ସ୍ବାମୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟରେ ଚାଲିଥିବା ବିବାଦ କିଛି ଦିନ ତଳେ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଥିଲା। ସେମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ଛାଡ଼ପତ୍ର ପର୍ଯ୍ୟନ୍ତ ଯାଇ ମାମଲା ପାରିବାରିକ ଅଦାଲତରେ…
ପୁଣିଥରେ ଭାରତକୁ ଉସକାଇବା ସହ ତାଇୱାନକୁ ନିଜର ବୋଲି କହିଛି ଚାଇନା। ଭାରତର ଅରୁଣାଚଳ ପ୍ରଦେଶକୁ ଚାଇନା ନିଜର ବୋଲି କହି ଗୋଟିଏ ମ୍ୟାପ୍ ଜାରି କରିଛି। କେବଳ ଅରୁଣାଚଳ ପ୍ରଦେଶ ନୁହେଁ, ଭାରତ ଠାରୁ ୧୯୬୨ ଛଡ଼ାଇ ନେଇଥିବା ଅକସାଇ ଚୀନକୁ…
ଇରାନର ନାସିରିୟା ସହରରେ ମର୍ମନ୍ତୁଦ ସଡକ ଦୁଘର୍ଟଣା ଘଟିଛି । ଟ୍ରକ୍ ଏବଂ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୯ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବାବେଳେ ୩୧ରୁ ଉଦ୍ଧ୍ବର୍ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।…