ବିଜେପିକୁ ହରାଇବାକୁ ସଜାଇ ହେଉଛି ମୁମ୍ବାଇ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ପାଇଁ ସଜେଇ ହେଉଛି ମୁମ୍ବାଇ। ମୁମ୍ବାଇରେ ରାସ୍ତାଘାଟ ସବୁଆଡେ ଇଣ୍ଡିଆ ଲେଖା ଥିବା ପୋଷ୍ଟର ବ୍ୟାନରରେ ଛାଇ ହୋଇଯାଇଥିବା ଦେଖିବାକୁ ମିଳିଛି। ଏପରିକି ବୈଠକକୁ ନେଇ ଭିଡିଓ ଟିଜର ମଧ୍ୟ ଜାରି କରାଯାଇଛି। ସାମାଜିକ…

କ୍ୟାବିନେଟ ମଞ୍ଜୁରୀ: LPG ଗ୍ୟାସ ସିଲିଣ୍ଡର ଉପରେ ମିଳିବ ୨୦୦ ଟଙ୍କା ସବସିଡି

ନୂଆଦିଲ୍ଲୀ: LPG ଗ୍ୟାସ ସିଲିଣ୍ଡର ଉପରେ ମିଳିବ ୨୦୦ ଟଙ୍କା ସବସିଡି  । ଏହି ସବସିଡିକୁ ମିଳିଛି କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ।    ଉଜ୍ଜଳା ଯୋଜନାରେ ୨୦୦ ଟଙ୍କା ସବ୍‌ସିଡିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ବର୍ଷକୁ ୧୨ଟି ସିଲିଣ୍ଡର…

ଯେକୌଣସି ସମୟରେ ହୋଇପାରେ ସାଧାରଣ ନିର୍ବାଚନ : ନୀତୀଶ କୁମାର

ଦେଶରେ ଆଗୁଆ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡିସେମ୍ବର ମାସରେ ଲୋକସଭା ନିର୍ବାଚନ ହୋଇପାରେ ବୋଲି କହିଥିଲେ। ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମାନ କଥା…

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ହୋଇପାରନ୍ତି ବିରୋଧୀ ମେଣ୍ଟ ‘INDIA’ର ସଂଯୋଜକ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ହୋଇପାରନ୍ତି ବିରୋଧୀ ମେଣ୍ଟ ‘INDIA’ର ସଂଯୋଜକ। ମେଣ୍ଟ ସୂତ୍ରରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ମୁମ୍ବାଇରେ ହେବାକୁ ଥିବା ବୈଠକରେ INDIA ମେଣ୍ଟର ସଂଯୋଜକ ରୂପେ ମଲ୍ଲିକାର୍ଜୁନ ଖଡଗେଙ୍କ ନାଁ ଘୋଷଣା ହୋଇପାରେ। ମେଣ୍ଟରେ ସାମିଲ…

ବେଲ୍ ପରେ ପୁଣି ଜେଲ୍ ଗଲେ ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍

ଇମ୍ରାନଙ୍କ ପିଛା ଛାଡୁନି ସମସ୍ୟା। ବେଲ୍ ପରେ ପୁଣି ଜେଲ୍ ଯାଇଛନ୍ତି ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ତୋଷଖାନା ମାମଲାରେ ଇସଲାମାବାଦ ହାଇକୋର୍ଟ ତାଙ୍କୁ ଜାମିନ ଦେବା ପରେ ପୁଣି ଗିରଫ ହୋଇଛନ୍ତି ଇମ୍ରାନ୍। ଆଗାମୀ ଫୈସଲା ପର୍ଯ୍ୟନ୍ତ ନ୍ୟାୟିକ…

ନାବାଳିକା ଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଦିଲ୍ଲୀ ନାବାଳିକା ଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ନାବାଳିକାର ସୁରକ୍ଷା ଏବଂ କ୍ଷତିପୂରଣ ପ୍ରଦାନ ସହ ପରିଚୟ ଯେମିତି ବାହାରକୁ ନ ଆସେ ସେ ଦିଗରେ ଧ୍ୟାନ ଦେବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାକୁ ନିଜ…

ଆସନ୍ତାକାଲି ଆକାଶରେ ବଡ଼ ଓ ଉଜ୍ଜ୍ବଳ ଦିଶିବ ଚନ୍ଦ୍ର

ଆସନ୍ତାକାଲି ଆକାଶକୁ ଆଲୋକିତ କରିବ ସୁପର ବ୍ଲୁ ମୁନ । ଅଗଷ୍ଟ ୩୦ରେ ଆକାଶରେ ବଡ଼ ଓ ଉଜ୍ଜ୍ବଳ ଦିଶିବ ଚନ୍ଦ୍ର । ଅଗଷ୍ଟ ମାସରେ ଦୁଇଟି ପୂର୍ଣ୍ଣିମା କାରଣରୁ ବ୍ଲୁ ମୁନ ଦେଖାଯିବ । ପ୍ରଥମ ପୂର୍ଣ୍ଣିମା ଅଗଷ୍ଟ ୧ରେ…

କୋଟା ଛାତ୍ର ମୃତ୍ୟୁ ମାମଲାରେ ଲାଗିବ ରୋକ, ‘ଅଧାଦିନ ପଢା, ଅଧା ଦିନ ମସ୍ତି’ରେ ହେବ ପାଠପଢା

ରାଜସ୍ଥାନ କୋଟାରେ ପାଠର ଚାପ ନେଉଛି ପିଲାଙ୍କ ଜୀବନ। ରାଜସ୍ଥାନର କୋଟାର ଏକ କୋଚିଂ ସେଣ୍ଟର ନିଟ୍‌ ଆଶାୟୀ ଆଉ ଦୁଇ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ଉଭୟ କୋଚିଂ ସେଣ୍ଟରରେ ପରୀକ୍ଷା ଦେଇଥିଲେ। ଏଭଳି ମାମଲାରେ ଲଗାମ ଲଗାଇବା…

ଶକ୍ତିଶାଳୀ ଭୂକମ୍ପରେ ଥରିଲା ବାଲି, ରିକ୍ଟର ସ୍କେଲର ତୀବ୍ରତା ୭.୦ ରେକର୍ଡ

ନୂଆଦିଲ୍ଲୀ : ଶକ୍ତିଶାଳୀ ଭୂକମ୍ପରେ ଥରିଲା ବାଲି। ଇଣ୍ଡୋନେସିଆର ବାଲି ସାମୁଦ୍ରିକ ଅଞ୍ଚଳରେ ଭୂକମ୍ପ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ରହିଛି ୭.୦। ସମୁଦ୍ର ମଝିରେ ଭୂକମ୍ପ ଯୋଗୁଁ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ଆମେରିକା ଭୂ-ବିଜ୍ଞାନ ସର୍ଭେ…

ଜି-୨୦ ପାଇଁ ଭାରତ ଆସିବାକୁ ନିଜର ଅକ୍ଷମତା ଜଣାଇଲେ ରାଷ୍ଟ୍ରପତି ପୁଟିନ୍

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ନିକଟରେ ବ୍ରିକ୍ସର ସମ୍ପ୍ରସାରଣ ସମେତ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ଶିଖର ସମ୍ମିଳନୀରେ ହୋଇଥିବା ବୁଝାମଣାର ଗୁରୁତ୍ୱ ଉପରେ ମଧ୍ୟ ଦୁଇ…