ପ୍ରେମିକାକୁ ପ୍ରେସର୍ କୁକରରେ ବାଡେଇ ହତ୍ୟା କଲା ପ୍ରେମିକ

ପୁଣି ଲିଭ୍-ଇନ୍-ରିଲେସନସିପର କରୁଣ ପରିଣତି। ପ୍ରେମିକାକୁ ପ୍ରେସର୍ କୁକରରେ ବାଡେଇ ହତ୍ୟା କଲା ପ୍ରେମିକ। ବେଙ୍ଗାଲୁରରେ ଲିଭ୍-ଇନରେ ରହୁଥିବା ଜଣେ ଯୁବକ ଏପରି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ପୁଲିସ ସୂଚନା ଅନୁସାରେ, କେରଳର ବୈଷ୍ଣବ(29) ଏବଂ ଦେବା (24) ପ୍ରାୟ ଦୁଇ ବର୍ଷ…

ମୁଁ ଉଭୟ ବିଜ୍ଞାନ ଓ ଆଧ୍ୟାତ୍ମିକତାର ଅନୁସନ୍ଧିତ୍ସୁ : ଇସ୍ରୋ ମୁଖ୍ୟ

ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାନର ମୁନ୍ ମିଶନ୍ ସଫଳ ହେବା ପରେ ମା’ ଭଦ୍ରକାଳୀ ମନ୍ଦିର ପରିଦର୍ଶନ କରିଛନ୍ତି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ। କେରଳର ଏକ ମନ୍ଦିରରେ ଦର୍ଶନ ସାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ମୁଁ ଉଭୟ…

ସିନେମା ଦେଖିବାକୁ ଚାଲି ଚାଲି ଯାଉଥିଲେ, ହେଲେ ହୃଦଘାତରେ ଟଳିପଡିଲେ

ଲକ୍ଷ୍ମୀପୁରଖେରି : ମୃତ୍ୟୁ କେତେବଳେ, କେଉଁଠି ଓ କେମିତି ଆସେ; ସେକଥା କାହାକୁ ବି ଜଣାନଥାଏ। ହସ ଖୁସି ଭରା ଯବାନ ମଣିଷ ବି କେତେବେଳେ ପରପାରିକୁ ଚାଲିଯିବ, ସେକଥା କେହି କହିପାରିବେ ନାହିଁ।  ଏମିତି ଏକ ଅପ୍ରତ୍ୟାଶିତ ତଥା ଆଶ୍ଚର୍ଯ୍ୟ କରିବା…

ରିଲାଏନ୍ସର ୪୬ତମ AGM: ଇସ୍ତଫା ଦେଲେ ନୀତା ଅମ୍ବାନୀ, ବୋର୍ଡରେ ସାମିଲ ହେଲେ ଇଶା, ଆକାଶ ଓ ଅନନ୍ତ

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ର ୪୬ତମ ଏଜିଏମ୍‌ରେ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କମ୍ପାନୀ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍ ବୋର୍ଡରେ ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଓ…

ଚାରା ଦୁର୍ନୀତି ମାମଲାରେ କୋର୍ଟଙ୍କ ରାୟ, ୩୫ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ୍‌, ୫୨ ଦୋଷୀଙ୍କୁ ତିନି ବର୍ଷ ଜେଲ୍‌

ଡୋରଣ୍ଡା କୋଷାଗାର ସହ ଜଡିତ ଚାରା ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ସୋମବାର ରାୟ ଦେଇଛନ୍ତି। ସିବିଆଇର ସ୍ୱତନ୍ତ୍ର ବିଚାରପତି ବିଶାଲ ଶ୍ରୀବାସ୍ତବଙ୍କ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ମିଳିଥିବା ସୂଚନା ମୁତାବକ, ୧୨୪ ଅଭିଯୁକ୍ତଙ୍କ ମଧ୍ୟରୁ ୩୫ ଜଣଙ୍କୁ…

ସୂର୍ଯ୍ୟ ମିଶନର ସମୟ ଘୋଷିତ, ‘ଆଦିତ୍ୟ-ଏଲ୍‌୧’ ସେପ୍ଟେମ୍ବର ୨ରେ ହେବ ଲଞ୍ଚ୍‌

ଚନ୍ଦ୍ର ପରେ ଏବେ ମିଶନ ଆଦିତ୍ୟ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସେପ୍ଟେମ୍ବର ୨ରେ ଲଞ୍ଚ୍‌ କରିବାକୁ ଯାଉଛି ନିଜର ପ୍ରଥମ ମହାକାଶ ଆଧାରିତ ସୌର ପର୍ଯ୍ୟବେକ୍ଷଣ ଯନ୍ତ୍ର ‘ଆଦିତ୍ୟ-ଏଲ୍‌୧’। ମହାକାଶ ଯାନ ଶ୍ରୀହରିକୋଟାର ସତୀଶ୍‌ ଧଓ୍ଵନ ମହାକାଶ କେନ୍ଦ୍ରରୁ…

ଚନ୍ଦ୍ରପୃଷ୍ଠରେ ପ୍ରଥମ ବାଧକ ଥିବା ଏକ କ୍ରେଟରକୁ ଅତିକ୍ରମ କରିଛି ଚନ୍ଦ୍ରଯାନ-୩

ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଏକ ଶହ ମିଲିମିଟରର ଏକ କ୍ରେଟର ଅତିକ୍ରମ କରିଛି। ଚନ୍ଦ୍ରପୃଷ୍ଠରେ ଏହା ପ୍ରଜ୍ଞାନ ପାଇଁ ପ୍ରଥମ ବାଧକ ଥିଲା । ପ୍ରଜ୍ଞାନର ଏହି ସଫଳତା ଇସ୍ରୋ ନିୟନ୍ତ୍ରଣ କକ୍ଷର ବୈଜ୍ଞାନିକମାନଙ୍କୁ ଆଶ୍ୱସ୍ତ କରିଛି। ବୈଜ୍ଞାନିକମାନେ ଏପରି…

ହ୍ଵାଟ୍ସଆପରେ ଚାକିରି ଅଫର ଦେଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା

ଦୁନିଆରେ ୫୫୦ ମିଲିୟନରୁ ଅଧିକ ଲୋକ ହ୍ଵାଟ୍ସଆପ୍ ବ୍ୟବହାର କରନ୍ତି । ଏତେ ସଂଖ୍ୟକ ୟୁଜର୍ ବେସ୍ ହେତୁ ସ୍କାମରମାନେ ଏହି ଆପ୍ ଦ୍ୱାରା ଲୋକଙ୍କୁ ସେମାନଙ୍କର ଶିକାର କରୁଛନ୍ତି । ନିକଟରେ ମୁମ୍ବାଇର ଜଣେ ଫୁଟବଲ କୋଚଙ୍କୁ ହ୍ଵାଟ୍ସଆପରେ ମିଳିଥିବା…

ନିଯୁକ୍ତି ମେଳାରେ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ମୋଦି ୧୦ ଲକ୍ଷ କର୍ମଚାରୀଙ୍କ ଭର୍ତ୍ତି ପାଇଁ ଜାରି ରହିଥିବା ରୋଜଗାର ମେଳା ଅଭିଯାନରେ ଆଜି ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହି କାର୍ଯ୍ୟକ୍ରମ ଦେଶର ୪୫ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି…

ନୁହରେ ପୁଣି ଆଜି ବ୍ରିଜମଣ୍ଡଳ ଯାତ୍ରା ଆରମ୍ଭ: ସମସ୍ତ ସ୍କୁଲ-କଲେଜ, ବ୍ୟାଙ୍କ, ଅଫିସ ଇଣ୍ଟରନେଟ୍‌ ବନ୍ଦ, ୧୪୪ ଧାରା ଲାଗୁ

ହରିୟାଣା ନୁହରେ ପୁଣିଥରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ବ୍ରିଜମଣ୍ଡଳ ଯାତ୍ରା ଆରମ୍ଭ ହେଉଛି । ହରିୟାଣା ସରକାର ଏବଂ ନୁହ ଜିଲ୍ଲା ପ୍ରଶାସନ ଯାତ୍ରାକୁ ମଞ୍ଜୁରୀ ଦେଇନାହିଁ । ନୁହ ବ୍ୟତୀତ ସୋନିପତ ଜିଲ୍ଲାରେ ୧୪୪…