ମୁମ୍ବାଇର ଗାଲାକ୍ସି ହୋଟେଲରେ ଲାଗିଲା ନିଆଁ, ୮ ଗୁରୁତର, ୩ ମୃତ

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନି ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ସ୍ଥିତ ଗାଲାକ୍ସି ହୋଟେଲରେ ଭିଷଣ ନିଆଁ ଲାଗିଛି। ଏହା ଜଣାପଡିବା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଥିଲା। ଏହି ଅଗ୍ନିକାଣ୍ଡ ଫଳରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି…

‘ଆମର ବିଶ୍ୱାସ ବିକାଶର ପବନ ଏବେ ଚନ୍ଦ୍ରରେ ପହଞ୍ଚିଛି’ : ନଡ୍ଡା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିନିକିଆ ଗସ୍ତରେ ରବିବାର ହରିଦ୍ୱାରରେ ପହଞ୍ଚିଛନ୍ତି। ଏହି ସମୟରେ ସେ ହରିଦ୍ୱାରରେ ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ବସୁଧୈବ କୁଟୁମ୍ବକମ ବ୍ୟାଖ୍ୟାନ ଶୃଙ୍ଖଳାରେ ସମ୍ବୋଧନ କରିଛନ୍ତି। ଏହି ସମ୍ବୋଧନ ସମୟରେ ସେ…

ମୁମ୍ବାଇରେ ହେବାକୁ ଥିବା ତୃତୀୟ ବୈଠକରେ ବଢିବକି ବିରୋଧୀ ମେଣ୍ଟର ସଂଖ୍ୟା

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଅଗାମୀ ବୈଠକ ମୁମ୍ବାଇରେ ହେବାକୁ ଯାଉଛି। ଅଗଷ୍ଟ ୩୧ରେ ଏହି ବୈଠକ ଅନୁଷ୍ଠିତ ହେବ। ଜୁନ ୨୩ରେ ପାଟନାରେ ‘ଇଣ୍ଡିଆ’ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ମୋଟ ୧୫ ଟି ଦଳ ମିଳିତ ମଞ୍ଚରେ…

ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଦିଲ୍ଲୀରେ ଷ୍ଟେଶନରେ ଖଲିସ୍ତାନ ସମର୍ଥନ ଲେଖା

ନୂଆଦିଲ୍ଲୀ: ଜି -୨୦ ଶିଖର ସମ୍ମିଳନୀ କିଛି ଦିନ ପରେ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଯେଉଁଠାରେ ସାରା ବିଶ୍ୱରୁ ବହୁ ବିଦେଶୀ ଅତିଥି ଦିଲ୍ଲୀ ଗସ୍ତ କରିବାକୁ ଯାଉଛନ୍ତି। ଏହି ସମୟରେ ଅନେକ ଦେଶର ଜାତୀୟ ରାଷ୍ଟ୍ରପତି ମଧ୍ୟ…

ଭିଏଚ୍‌ପିର ଘୋଷଣା: ପ୍ରତି ଜିଲାରେ ବାହାରିବ ଜଳାଭିଷେକ ଯାତ୍ରା

ଚଣ୍ଡିଗଡ: ହରିୟାଣା ସରକାର ଅଗଷ୍ଟ ୨୮ରେ ପୁନର୍ବାର ଜଳାଭିଷେକ ଯାତ୍ରା କରିବାକୁ ଅନୁମତି ଦେଇନାହାଁନ୍ତି। ତେବେ କେତେକ ସଂଗଠନ ଏହି ଯାତ୍ରାକୁ ନେଇ ଜିଦ ଧରିଛନ୍ତି। ଅନ୍ୟପକ୍ଷରେ, ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ବ୍ରିଜମଣ୍ଡଳ ଜଳାଭିଷେକ ଯାତ୍ରା ସମ୍ବନ୍ଧରେ…

ବରିଷ୍ଠ ଗୀତିକାର ଦେବ କୋହଲିଙ୍କର ଦେହାନ୍ତ

ମୁମ୍ବାଇ: ଆଉ ନାହାନ୍ତି ଭାରତୀୟ ସିନେମାର ଜଣାଶୁଣା ଗୀତିକାର ଦେବ କୋହଲି । ଦେବ କୋହଲିଙ୍କ ମୃତ୍ୟୁରେ ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ଦେବ କୋହଲିଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ…

‘ୱାଗ୍‌ନର୍‌’ ମୁଖ୍ୟ ପ୍ରିଗୋଜିନ୍‌ଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତି କଥାକୁ ଅସ୍ବୀକାର କଲା ରୁଷ୍‌

ମସ୍କୋ: କ୍ରେମ୍‌ଲିନ୍‌ ଆଦେଶକ୍ରମେ ‘ୱାଗ୍‌ନର୍‌’ ମୁଖ୍ୟ ୟେଭ୍‌ଗେନି ପ୍ରିଗୋଜିନ୍‌ଙ୍କୁ ହତ୍ୟା କରାଯାଇଛି ବୋଲି ପାଶ୍ଚାତ୍ୟ ରାଷ୍ଟ୍ର କରୁଥିବା ଦାବି ‘ଡାହା ମିଛ’ ବୋଲି ଶୁକ୍ରବାର ଦିନ ରୁଷ୍‌ କହିଛି। କିନ୍ତୁ, ପ୍ରିଗୋଜିନ୍‌ଙ୍କ ମୃତ୍ୟୁର କାରଣ ବିଷୟରେ କିଛି ସୁନିଶ୍ଚିତ ନ କରି ରୁଷ୍‌…

ପେଟ୍ରୋଲ୍‌ ଟ୍ୟାଙ୍କର୍‌ ସହ ଧକ୍କା ଖାଇ ଜଳିଗଲା ଦ୍ରୁତଗାମୀ ‘ରୋଲ୍ସ୍‌-ରଏସ୍‌’ କାର୍‌

ନୂଆଦିଲ୍ଲୀ: ‘ଦିଲ୍ଲୀ-ମୁମ୍ବାଇ-ବରୋଦା ଏକ୍ସପ୍ରେସ୍‌ୱେ’ରେ ମଙ୍ଗଳବାର ଦିନ ଘଣ୍ଟାପ୍ରତି ୨୦୦ କିଲୋମିଟର୍‌ ବେଗରେ ଗତି କରୁଥିବା ‘କୁବେର୍‌ ଗ୍ରୁପ୍‌’ର ନିର୍ଦେଶକ ବିକାଶ ମାଲୁଙ୍କ ‘ରୋଲ୍ସ୍‌-ରଏସ୍ ଫ୍ୟାଣ୍ଟମ୍‌’ କାର୍‌ ନୁହ୍‌ ଅଞ୍ଚଳରେ ଏକ ପେଟ୍ରୋଲ୍‌ ଟ୍ୟାଙ୍କର୍‌କୁ ଧକ୍କା ଦେବାରୁ ୨ଜଣଙ୍କର ମୃତ୍ୟୁ ହେବା ସହିତ…

ଟ୍ରେନରେ ଅଗ୍ନିକାଣ୍ଡ ଘଟଣା ; ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା

ମଦୁରାଇ : ତାମିଲନାଡୁରେ ହୋଇଥିବା ଟ୍ରେନ ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ଏହାସହ ୨୦ ରୁୁ ଅଧିକ ଲୋକେ ଗୁରୁତର ଆହତ ହୋଇ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଅଗ୍ନିକାଣ୍ଡରେ ମୃତକଙ୍କ ପରିଜନଙ୍କ ରେଳବାଇ ପକ୍ଷରୁ…

ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ‘ରାଷ୍ଟ୍ରପତି ଶାସନ’ ଚେତାବନୀ

ପଞ୍ଜାବର କ୍ଷମତାସୀନ ଆପ୍ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଚରମସୀମାରେ ପହଞ୍ଚିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ରାଜଭବନରୁ ଜାରି ହେଉଥିବା ସରକାରୀ ଚିଠିର ଉତ୍ତର ଦେଉ ନଥିବା ଅଭିଯୋଗ ହୋଇଛି। ଏଥିପାଇଁ ରାଜ୍ୟପାଳ ପଞ୍ଜାବରେ ରାଷ୍ଟ୍ରପତି ଶାସନ ପାଇଁ…