ଏଣିକି ବର୍ଷକୁ ଦୁଇ ଥର ବୋର୍ଡ ପରୀକ୍ଷା, ଏକାଦଶ-ଦ୍ୱାଦଶ ଛାତ୍ରଛାତ୍ରୀ ପଢ଼ିବେ ଦୁଇଟି ଭାଷା
ଫେରିଲା ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ନିୟମ। ଏଣିକି ବର୍ଷକୁ ଦୁଇ ଥର ହେବ ବୋର୍ଡ ପରୀକ୍ଷା। ଏନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏପରି ନିୟମ ଆସିବା ଫଳରେ ପିଲାମାନଙ୍କୁ ପର୍ଯ୍ୟାପ୍ତ ସମୟ ଏବଂ ସୁଯୋଗ ମିଳିବ ବୋଲି…
