“Welcome, buddy !” ଚନ୍ଦ୍ରଯାନ-୩କୁ କହିଲା ଚନ୍ଦ୍ରଯାନ-୨ର ଅର୍ବିଟର୍
ବାଙ୍ଗାଲୋର: ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ମଡ୍ୟୁଲ୍ ଚନ୍ଦ୍ରଯାନ-୨ର ଅର୍ବିଟର ସହ ଯୋଗାଯୋଗ ସ୍ଥାପନ କରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୋମବାର ଏହି ସୂଚନା ଦେଇଛି। ଇସ୍ରୋ ପକ୍ଷରୁ ଏକ ଟୁଇଟ୍ କରି ଲେଖାଯାଇଛି ଯେ, ‘ସ୍ୱାଗତମ୍ ବନ୍ଧୁ… ଚନ୍ଦ୍ରଯାନ-୩ର ବିକ୍ରମ…
