ପାକିସ୍ତାନରେ ବୋମା ବିସ୍ଫୋରଣ, ୧୧ ଶ୍ରମିକ ମୃତ

ଇସ୍‌ଲାମାବାଦ: ପାକିସ୍ତାନର ଉତ୍ତର ୱାଜିରିସ୍ତାନର ଗୁଲମିର କୋଟ ଅଞ୍ଚଳରେ ବୋମା ବିସ୍ଫୋରଣ। ଏହି ବିସ୍ଫୋରଣରେ ୧୧ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ପୋଲିସର ମୁଖପାତ୍ର କହିଛନ୍ତି ଯେ ଶନିବାର ଉତ୍ତର ୱାଜିରିସ୍ତାନର ଏକ ଭ୍ୟାନରେ ଏହି…

ଲେହରେ ଆରମ୍ଭ ହେଲା ଭାରତର ପ୍ରଥମ ହାଇଡ୍ରୋଜେନ୍ ଫ୍ୟୁଲ୍‌ ସେଲ୍‌ ବସ୍ ସେବା

ଭାରତର ପ୍ରଥମ ହାଇଡ୍ରୋଜେନ୍ ଫ୍ୟୁଲ୍‌ ସେଲ୍‌ ବସ୍ ସେବା ଲେହରେ ଆରମ୍ଭ ହୋଇଛି । NTPC ଏକ ହାଇଡ୍ରୋଜେନ ଇନ୍ଧନ ଷ୍ଟେସନ, ସୌର ପ୍ଲାଣ୍ଟ ଇନଷ୍ଟଲ୍‌ କରୁଛି ଏବଂ ଲେହର ଇଣ୍ଟରସିଟି ରାସ୍ତାରେ କାର୍ଯ୍ୟ କରିବା ପାଇଁ ପାଞ୍ଚଟି ଇନ୍ଧନ ସେଲ…

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ‘ଇଡି’ ସମନ୍‌

ନୂଆଦିଲ୍ଲୀ: ଜମି ହଡ଼ପ ମାମଲାରେ ଅଗଷ୍ଟ ୨୪ ତାରିଖ ଦିନ ଅଦାଲତରେ ହାଜର ହେବା ପାଇଁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ (ଇଡି) ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ସମନ୍‌ ଜାରି କରିଛି। ଏହି ମାମଲାରେ ଅଗଷ୍ଟ ୧୪ ତାରିଖ ଦିନ ହାଜର ହେବା ପାଇଁ…

ଇମ୍ରାନ ଖାନଙ୍କ ଜୀବନ ପ୍ରତି ବିପଦ, ଜେଲରେ ବିଷ ଦେଇ ମାରିଦେବାକୁ ହେଉଛି ଷଡଯନ୍ତ୍ର

ଜେଲରେ ବନ୍ଦ ଥିବା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପ୍ରତି ବିପଦ ରହିଛି ବୋଲି ଇମ୍ରାନଙ୍କ ପତ୍ନୀ ବୁଶରା ବିବି କହିଛନ୍ତି। ଅଟକ ଜେଲରେ ବନ୍ଦ ଥିବା ଇମ୍ରାନଙ୍କୁ ବିଷ ଦେଇ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର କରାଯାଉଛି ବୋଲି ସେ…

ନବଜାତଙ୍କ ଶିରାରେ ପବନ ଏବଂ ଇନସୁଲିନ ଭରି ହତ୍ୟା କରିଥିଲେ ନର୍ସ

୭ଜଣ ନବଜାତକଙ୍କୁ ହତ୍ୟା କରିଥିବା ଏବଂ ଆଉ ୬ଜଣଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଇଂଲଣ୍ଡର ଚେଷ୍ଟର୍ ହସ୍ପିଟାଲର ଜଣେ ନର୍ସ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଚେଷ୍ଟର୍ ହସ୍ପିଟାଲରେ କାମ କରୁଥିବା ନର୍ସ ଲୁସି ଲେଟବୀଙ୍କୁ ମାଞ୍ଚେଷ୍ଟର କ୍ରାଉନ କୋର୍ଟ…

CBSE ଜାରି କଲା ନୂଆ ନୋଟିସ, ଏହା ନକଲେ ଦେଇପାରିବେନି ୨୦୨୪ ବୋର୍ଡ ପରୀକ୍ଷା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସ୍ଇ, ଛାତ୍ର ତଥା ସେହି ସମ୍ବନ୍ଧୀୟ ସ୍କୁଲଗୁଡ଼ିକ ପାଇଁ ଏକ ସତର୍କ ସୂଚନା ଜାରି କରିଛି। ସିବିଏସ୍ଇ ସୂଚନା ଦେଇଛି ଯେ ଯଦି ଛାତ୍ର ଏବଂ ସ୍କୁଲଗୁଡ଼ିକ ‘ଲିଷ୍ଟ ଅଫ କ୍ୟାଣ୍ଡିଡେଟ୍ସ’ ଫର୍ମ ଠିକ୍‌…

୧୮ରୁ କମ୍ ବୟସରେ ଶାରୀରିକ ସମ୍ପର୍କକୁ ଅପରାଧ ମୁକ୍ତ କରିବା ଠିକ୍ ହେବ କି?

ନୂଆଦିଲ୍ଲୀ: ବିଦେଶ ପରି ଆମ ଦେଶରେ ରୋମିଓ-ଜୁଲିଏଟ୍ ଆଇନକୁ ସମ୍ଭାବ୍ୟ ଭାବେ ଗ୍ରହଣ କରିବା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମତାମତ ଦେବାକୁ କହିଛନ୍ତି। ଏହି ଆଇନର ଉଦ୍ଦେଶ୍ୟ ହେଉଛି କିଶୋରୀମାନଙ୍କ ମଧ୍ୟରେ ସହମତିରେ ହେଉଥିବା ଯୌନ କାର୍ଯ୍ୟକଳାପକୁ ଅପରାଧମୁକ୍ତ କରିବା।…

ଶାରୀରିକ ସଂପର୍କ ରଖିବାକୁ ମନା କରିବାକୁ ପ୍ରେମିକା ବେକରେ ପେଚକସ୍‌ ପୁରାଇଲା ପ୍ରେମିକ

ଶାରୀରିକ ସମ୍ପର୍କ ରଖିବାକୁ ପ୍ରେମିକା ମନା କରିବାରୁ ବେକରେ ପେଚକସ୍‌ ପୁରାଇ ଆକ୍ରମଣ କଲା ପ୍ରେମିକ । ନିଜ ଲିଭ- ଇନ୍- ପାର୍ଟନର ବେକରେ ସ୍କ୍ରୁ- ଡ୍ରାଇଭରରେ ଫୁଟାଇ ଦେଇଛି ପ୍ରେମିକ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି…

ସୋଶିଆଲ ମିଡିଆରେ ଅଶ୍ଳୀଳ ପୋଷ୍ଟ କରି କ୍ଷମା ମାଗିବା ପରେ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିପାରିବେନି

ନୂଆଦିଲ୍ଲୀ: କେବଳ କ୍ଷମାପ୍ରାର୍ଥନା ଜାରି କରି ବ୍ୟକ୍ତିବିଶେଷ ନିଜର ଅଶାଳୀନ ଓ ଅଶ୍ଳୀଳ ସୋସିଆଲ ମିଡିଆ ପୋଷ୍ଟର ପରିଣାମରୁ ବର୍ତ୍ତି ପାରିବେ ନାହିଁ । ଶୁକ୍ରବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ବେଳେ ଏଭଳି ଗୁରୁତ୍ୱାରୋପ କରିଛନ୍ତି। ୭୨ ବର୍ଷୀୟ ଅଭିନେତା…

ବେଙ୍ଗାଲୁରୁ ଉଦ୍ୟାନ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ପୁଣି ଟ୍ରେନରେ ନିଆଁ । ଧୂଆଁମୟ ହୋଇଗଲା ସମ୍ପୂର୍ଣ୍ଣ ପରିବେଶ । ବେଙ୍ଗାଲୁରୁ ଉଦ୍ୟାନ ଏକ୍ସପ୍ରେସରେ ନିଆଁ ଲାଗିଥିବା ଜଣା ପଡ଼ିଛି । ସଙ୍ଗୋଲି ରୟାନା ରେଲୱେ ଷ୍ଟେସନରେ ଟ୍ରେନରେ ନିଆଁ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ବର୍ତ୍ତମାନ…