ଉପ ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗି ଗୃହରୁ ବିଦା ହେଲେ ୧୦ ବିଜେପି ବିଧାୟକ
ବେଙ୍ଗାଲୁରୁ : କର୍ଣ୍ଣାଟକା ବିଧାନସଭାରେ ଆଜି ହାଇଡ୍ରାମା ଦେଖିବାକୁ ମିଳିଛି। ଗୃହରେ ବିଶୃଙ୍ଖଳା କରିବା ସହ ଉପ ବାଚସ୍ପତି ରୁଦ୍ରପ୍ପା ଲମାନିଙ୍କ ଉପରକୁ କାଗଜ ଫୋପାଡ଼ି ବିରୋଧୀ ବିଜେପିର ୧୦ ଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି। ସେମାନଙ୍କୁ ଚଳିତ ବିଧାନସଭା ଅଧିବେଶନରେ…
