ଅଜିତଙ୍କୁ ଝଟକା: ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିବା ଦୁଇ ବିଧାୟକଙ୍କ ୟୁ ଟର୍ଣ୍ଣ
ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଡ୍ରାମା ବନ୍ଦ ହେବାର ନାମ ନେଉନାହିଁ | ତାଜା ସୂଚନା ମୁତାବକ ଗତକାଲି ପୁତୁରା ଅଜିତ ପାୱାର ଦାଦା ଶରଦ ପାୱାରଙ୍କୁ ଝଟକା ଦେଇଥିବାବେଳେ ଆଜି ଅଜିତଙ୍କୁ ଝଟକା ଲାଗିଛି | ବାସ୍ତବରେ ମହାରାଷ୍ଟ୍ରରେ ରାଜନୈତିକ…
