August 2023

ଆଣ୍ଟିଲିଆ ସମ୍ମୁଖରେ ବୋମା ରଖିବା ଘଟଣା; ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ଜାମିନ

ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସମ୍ମୁଖରେ କାର୍‌ରେ ବୋମା ରଖିଥିବା ଘଟଣାରେ ଗିରଫ ହୋଇ ଜେଲ୍‌ରେ ଥିବା ପୂର୍ବତନ ମୁମ୍ବାଇ ପୁଲିସ୍‌ ଅଫିସର ପ୍ରଦୀପ ଶର୍ମାଙ୍କୁ ମିଳିଛି ଆଶ୍ୱସ୍ତି । ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା ୨ ବର୍ଷରୁ ଅଧିକ ସମୟ…

ଅକ୍ଟୋବର ୨ରୁ କଂଗ୍ରେସ ଆରମ୍ଭ କରିବ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨ରୁ କଂଗ୍ରେସ ଆରମ୍ଭ କରିବ ଦ୍ଵିତୀୟ ପର୍ଯ୍ୟାୟ ଭାରତ ଯୋଡ ଯାତ୍ରା । ଗୁଜୁରାଟର ପୋର ବନ୍ଦରରୁ ଆରମ୍ଭ ହେବ ଏହି ଯାତ୍ରା । ତେବେ ଦ୍ଵିତୀୟ ପର୍ଯ୍ୟାୟରେ ରାହୁଲ ଗାନ୍ଧୀଙ୍କ ପୁରା ଫୋକସ୍ ଉତ୍ତରପ୍ରଦେଶରେ ରହିବ…

ଖୋଲିବ ନୂଆ ପଦବୀ ସିଆଇଓ: ଇଡି ଓ ସିବିଆଇର ହେବେ ମୁଖ୍ୟ

ନୂଆଦିଲ୍ଲୀ: ସିଡିଏସ ଏବଂ ଏନଏସଏ ପରି ଆଉ ଏକ ନୂଆ ସର୍ବୋଚ୍ଚ ପଦବୀ ଖୋଲିବେ କେନ୍ଦ୍ର ସରକାର । ଏ ନେଇ ଚାଲିଛି ବିଚାର ବିମର୍ଷ । ଏହି ନୂଆ ପଦବୀଟି ହେଉଛି ଚିଫ ଇନଭେଷ୍ଟିଗେସନ ଅଫିସର ଅଫ ଇଣ୍ଡିଆ ବା…

ତେଲେଙ୍ଗାନାର ପ୍ରଥମ ଟ୍ରାନ୍ସଜେଣ୍ଡର ଡାକ୍ତର ହେଲେ ରୁଥ୍‌

ନିଜ ପରିଚୟକୁ ଲୁଚାଇବା ପରିବର୍ତ୍ତେ ତାହାକୁ ଆଧାର କରି ସଫଳତା ହାସଲ କରିବାର ସାହସ ଖୁବ୍‌ କମ୍‌ ଲୋକଙ୍କ ନିକଟରେ ଥାଏ। ଜଣେ ଟ୍ରାନ୍ସଜେଣ୍ଡର ହୋଇ ମଧ୍ୟ ଅପବାଦକୁ ଡରିବା ପରିବର୍ତ୍ତେ ସେହି କାଟାଗୋରିରେ ପଢ଼ିଲେ ଡାକ୍ତରୀ ପାଠ। ଏଥିନିମନ୍ତେ ବହୁ…

ମଦ ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀଙ୍କ ବାସଭବନ ସମେତ ୩୨ଟି ସ୍ଥାନରେ ଇଡିର ଚଢାଉ

ରାଞ୍ଚି: ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀଙ୍କ ବାସଭବନ ସମେତ ୩୨ ସ୍ଥାନରେ ଇଡିର ଚଢାଉ। ମଦ ଏବଂ ଜମି ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କଡା କାର୍ଯ୍ୟାନୁଷ୍ଠାନ। ବୁଧବାର ରାଜ୍ୟ ଅର୍ଥମନ୍ତ୍ରୀ ରମେଶ୍ୱର ଉରାଁଓଙ୍କ ରାଞ୍ଚିସ୍ଥିତ ବାସଭବନ ସମେତ ୫ ସହରରେ ୩୨ଟି…

ଜିମ୍ବାୱେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ: ହେନେରୀ ଓଲଙ୍ଗା

ମୁମ୍ବାଇ : ଆଜି ଜିମ୍ବାଓ୍ବେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକଙ୍କର ମୃତ୍ୟୁ ଖବର ପ୍ରଚାର ହୋଇଥିଲା । ଯାହାକି ଏବେ ଗୁଜବ ବୋଲି ଜଣାପଡିଛି । ୪୯ବର୍ଷୀୟ ହିଥ୍ କ୍ୟାନସର୍ ରେ ପୀଡ଼ିତ ଅଛନ୍ତି । ହିଥ୍ ଷ୍ଟ୍ରିକଙ୍କ ଜଣେ ସାଥି…

ଭୁଶୁଡି ପଡିଲା ନିର୍ମାଣାଧୀନ ପୋଲ: ୧୭ ଶ୍ରମିକ ମୃତ

ଆଇଜୋଲ: ମିଜୋରାମର ରାଜଧାନୀ ଆଇଜୋଲରେ ଏକ ନିର୍ମାଣଧୀନ ରେଳ ଅଣ୍ଡରବ୍ରିଜ ଭୁଶୁଡି ପଡିଛି । ଫଳରେ ୧୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ପ୍ରାୟ ୩୦ରୁ ୪୦ ଜଣ ଶ୍ରମିକ ଧ୍ୱଂସ ସ୍ତୁପ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି…

ମହିଳା ହୋମଗାର୍ଡଙ୍କୁ ନ୍ୟାୟ ଦେବା ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପିର ପ୍ରତିନିଧି ଦଳ

ଭୁବନେଶ୍ୱର: ହୋମଗାର୍ଡଙ୍କୁ ନ୍ୟାୟ ଦେବା ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପିର ଏକ ପ୍ରତିନିଧି ଦଳ। ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଚିକିତ୍ସା ଏବଂ କ୍ଷତିପୂରଣ ବାବଦରେ ସୌରୀନ୍ଦ୍ରୀ ସାହୁଙ୍କୁ ୧ କୋଟି ଟଙ୍କା ତୁରନ୍ତ ପ୍ରଦାନ କରାଯାଉ ଏବଂ ଶିକ୍ଷାଗତ ଯୋଗ୍ୟତା…

ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ: ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମହିଳା କମିଶନ

ଭୁବନେଶ୍ବର: ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମହିଳା କମିଶନ। ୧୫ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ପୁଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ମହିଳା କମିଶନ ଅଧକ୍ଷା ମିନତି…

ଓଡ଼ିଶା ଗଣତନ୍ତ୍ରରୁ ରାଜତନ୍ତ୍ରରେ ପରିଣତ ହେବାକୁ ଯାଉଛି- ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ପୁଣି ବିଜେଡି ଓ ବିଜେପି ଉପରେ ବର୍ଷିଲା କଂଗ୍ରେସ । ବିଜେଡିର ଦୀର୍ଘ ୨୩ ବର୍ଷ ଶାସନର ପରିଶେଷରେ ଓଡ଼ିଶା ଗଣତନ୍ତ୍ରରୁ ରାଜତନ୍ତ୍ରରେ ପରିଣତ ହେବାକୁ ଯାଉଛି । ଜଣେ ନିଜକୁ ରାଜା ଭାବୁଛନ୍ତି ଏବଂ ଅନ୍ୟ ଜଣେ ରାଜାଙ୍କ…