ରାଜ୍ୟର ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା
ଜୁନ୍ ୧ରୁ ଅଗଷ୍ଟ ୧୫ ଯାଏଁ ରାଜ୍ୟରେ ୬୬୮.୨ ମିମି ବର୍ଷା ରେକର୍ଡ ହୋଇଛି। ୧୮ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।…
ଜୁନ୍ ୧ରୁ ଅଗଷ୍ଟ ୧୫ ଯାଏଁ ରାଜ୍ୟରେ ୬୬୮.୨ ମିମି ବର୍ଷା ରେକର୍ଡ ହୋଇଛି। ୧୮ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।…
ଜନ୍ମ ହେଲା ଦିନୁ ଥରେ ବି ଜଗାକୁ ଦେଖି ନ ଥିଲେ। ହେଲେ ଯେବେ ଥରେ ଜଗା ଫଟୋରେ ନଜର ପଡ଼ିଗଲା ସେବେଠୁ ଅଥୟ କଲା କାଳିଆ ପ୍ରେମ । କାଳିଆକୁ ଥରେ ଦେଖିବାକୁ ଓ ଦର୍ଶନ କରିବାକୁ ସୁଦୂର ହରିୟାଣାରୁ…
ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ହନୁମନ୍ତିଆ ଜଙ୍ଗଲ ଦୋବଲାପାଳ ଗ୍ରାମ ଜନକନାଳିଠାରେ ଥିବା ଏକ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ଗଳିତ ଶଵ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିର ଶଵ ପୋଖରୀ ହୁଡ଼ାରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ…
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଲାଲକିଲ୍ଲା ଯାଇନଥିଲେ | ଲାଲକିଲ୍ଲା ନ ଯିବାର ସମସ୍ୟା ବାବଦରେ ଖଡ଼ଗେ କହିଥିଲେ ଯେ ଆଖିରେ କିଛି ସମସ୍ୟା ଥିବାରୁ ସେ ଏଥିରେ ଯୋଗ ଦେଇ ପାରିନଥିଲେ । ଏହି…
୭୭ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଭିନ୍ନ ଭିନ୍ନ ସ୍ଥାନରେ ଅତିଥି ଭାବେ ଉପସ୍ଥିତ ରହି ଅଭିବାଦନ ଗ୍ରହଣ କରୁଥିବା ବେଳେ ଚେତାଶୂନ୍ୟ ହେଲେ ମଧ୍ୟପ୍ରଦେଶର ବାଚସ୍ପତି ଗିରିଶ ଗୌତମ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଭୁରାମ ଚୌଧୁରୀ। ବାଚସ୍ପତି ଗିରିଶ ଗୌତମ…
ନୂଆଦିଲ୍ଲୀ:ଆତଙ୍କବାଦୀଙ୍କ ଭାଇ ଉଡାଇଲେ ତ୍ରିରଙ୍ଗା । ନିଜଘର ସାମ୍ନାରେ ଉଡୁଥିଲା ବିଶାଳ ତ୍ରିରଙ୍ଗା ପତାକା । ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ କୁଖ୍ୟାତ ଆତଙ୍କବାଦୀ ଜାଭେଦ ମାଟ୍ଟୋର ଭାଇ ତା’ ନିଜ ଘରେ ବିଶାଳ ତ୍ରିରଙ୍ଗା ଉଡ଼ାଇଛନ୍ତି । ଆତଙ୍କୀ ଜାଭେଦ ମାଟ୍ଟୁ…
ମସ୍କୋ :ରୁଷରେ ଭୟଙ୍କର ବିସ୍ଫୋରଣ । ଅତିକମରେ ୩୦ ଜଣଙ୍କ ମୃତ୍ୟୁ, ୧୦୦ରୁ ଅଧିକ ଆହତ । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଶିଶୁ । ମଙ୍ଗଳବାର ଏମିତି ସୂଚନା ଦେଇଛନ୍ତି ରୁଷ ଦାଗେସ୍ତାନର ରାଜ୍ୟପାଳ ସେର୍ଗେଇ ମେଲିକୋଭି । ସୋମବାର…
ଦୁବାଇ: ତ୍ରିରଙ୍ଗା ରଙ୍ଗରେ ଝଲସିଲା ଦୁବାଇର ବୁର୍ଜ ଖଲିଫା। ସ୍ୱାଧିନତା ଦିବସ ଅବସରରେ ଦୁନିଆର ସବୁଠାରୁ ଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫା ଟାୱାର ତ୍ରିରଙ୍ଗାର ତିନିରଙ୍ଗରେ ଝଲସୁଛି। ଭାରତୀୟ ଗଣତନ୍ତ୍ରର ସମ୍ମାନ ଉଦ୍ଦେଶ୍ୟରେ ବୁର୍ଜ ଖଲିଫା ଟାୱାରକୁ ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଥିଲା।…
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଗ୍ରାହକ ମାନଙ୍କ ପାଇଁ ଖୁସି ଖବର । କମ ହେବାକୁ ଯାଉଛି ଟମାଟୋ ଦର । ବିଗତ କିଛି ମାସ ଧରି ଆପଣଙ୍କୁ ହେଉଥିବା ସମସ୍ୟାର ସାମାନ୍ୟ ସମାଧାନର ରାସ୍ତା ଖୋଲିଛି । ବର୍ତ୍ତମାନ ଟମାଟୋ…
ରାୟଗଡ଼ା : ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା ସ୍କୁଲବସ । ନିୟନ୍ତ୍ରଣ ହରାଇ ଓଲଟି ପଡିଲା । ୧୨ ଛାତ୍ରଛାତ୍ରୀ ଆହତ । ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ସଦର ମହକୁମା ଅଞ୍ଚଳରେ ଘଟିଛି ଏମିତି ଅଘଟଣ । ପଦ୍ମପୁର ସ୍ଥିତ ସନସାଇନ…