August 13, 2023

ହିଂସା ପରେ ବି ପୁଣି ନୁହରେ ବ୍ରିଜମଣ୍ଡଳ ଯାତ୍ରା କରିବାକୁ ଘୋଷଣା କଲା ହିନ୍ଦୁ ମହାପଞ୍ଚାୟତ

ନୂଆଦିଲ୍ଲୀ: ପୁଣି ଥରେ ହରିୟାଣାର ନୁହରେ ହେବ ବ୍ରିଜମଣ୍ଡଳ ଯାତ୍ରା। ପଲୱଲରେ ଅନୁଷ୍ଠିତ ହିନ୍ଦୁ ମହାପଞ୍ଚାୟତରେ ଏହି ନିଷ୍ପତ୍ତି ନିଆଯାଇଛି। ମହାପଞ୍ଚାୟତରେ କୁହାଯାଇଛି ଯେ ବ୍ରିଜମଣ୍ଡଳ ଯାତ୍ରା ଚଳିତ ମାସ ଅଗଷ୍ଟ ୨୮ରେ ପୁନର୍ବାର କରାଯିବ। ଗତ ମାସର ଶେଷ ତାରିଖ…

ଅର୍ଜୁନ ମୁଣ୍ଡା – I Odisha

ଭୁବନେଶ୍ୱର : କିସ୍‍ ବିଶ୍ୱବିଦ୍ୟାଳୟରେ ୯ତାରିଖରୁ ଚାଲିଥିବା ବିଶ୍ୱ ନୃତତ୍ତ୍ୱ କଂଗ୍ରେସ ଆଜି ଉଦ୍‍ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯୋଗଦେଇ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେବା କ୍ଷେତ୍ରରେ ସମ୍ରାଟ ଅଶୋକଙ୍କ…

ଆଗାମୀ ନିର୍ବାଚନରେ ବିଜେପି-ବିଜେଡି ମେଣ୍ଟକୁ ଖଣ୍ଡନ କଲେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟକୁ ନେଇ ତେଜିଛି ରାଜନୀତି । ଭୁବନେଶ୍ୱରରୁ ଦିଲ୍ଲୀ ସବୁଠି ବିଜେଡି-ବିଜେପି ମେଳି ଦେଖିବା ପରେ ଆଗାମୀ ନିର୍ବାଚନରେ ଦୁଇଦଳ ମେଣ୍ଟ କରିବା ଚର୍ଚ୍ଚା ଜୋର ଧରିଛି । ତେବେ ଏହାକୁ ବିଜେପି ପକ୍ଷରୁ ବାରମ୍ବାର ଖଣ୍ଡନ…

୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା, ୧୫ ଜିଲ୍ଲାରେ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଏବେ ନିଷ୍କ୍ରିୟ ରହିଛି ମୌସୁମୀ । ତେବେ ଉତ୍ତର ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ସମୁଦ୍ରରୁ ୫.୮ କିଲୋମିଟର ଉପରେ ରହିଛି ଏହାର ଅବସ୍ଥିତ । ପ୍ରଭାବରେ ରାଜ୍ୟରେ ବିଜୁଳି…

ଉଭୟ ଭାରତ ଓ ପାକିସ୍ତାନ ମୋ ପାଇଁ ସୁନ୍ଦର; ମୁଁ ମୋ ଦେଶକୁ ଖୁବ୍ ଭଲପାଏ: ଅଞ୍ଜୁ – I Odisha

ଇସଲାମାବାଦ: ଭାରତରୁ ନିଜ ପ୍ରେମିକ ନସରୁଲ୍ଲାଙ୍କୁ ଭେଟିବା ପାଇଁ ପାକିସ୍ତାନ ଯାଇଥିବା ଅଞ୍ଜୁ ସେଠାରୁ ନିଜ ଦେଶ ପାଇଁ ଏକ ବାର୍ତ୍ତା ପଠାଇଛନ୍ତି। ଅଞ୍ଜୁ ନିକଟରେ ଏକ ଭିଡିଓ ଜାରି କରି ସେ ଭାରତ ଆସିବା ବିଷୟରେ କହିଛନ୍ତି। ଅଞ୍ଜୁଙ୍କ ସହ…

ଚଳିତ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବେ । ଅଗଷ୍ଟ ୧୭ ତାରିଖ କେନ୍ଦ୍ରମନ୍ତ୍ରୀ ନିର୍ମଳା ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଭୁବନେଶ୍ୱରରେ ଆୟୋଜିତ ନାସନାଲ ଚାଟାର୍ଡ ଆକାଉଣ୍ଟସ କନଫରେନ୍ସକୁ…

ଏଣିକି ଟ୍ରାଫିକ ପୁଲିସଙ୍କୁ ମିଳିବ ଏସି ହେଲମେଟ – I Odisha

ଅହମଦାବାଦ: ଆପଣ ଅନେକ ସମୟରେ ଦେଖିଥିବେ ଯେ ପ୍ରବଳ ଖରା ସତ୍ତ୍ୱେ ଟୋପିଟିଏ ପିନ୍ଧି ଟ୍ରାଫିକ ଛକମାନଙ୍କରେ ଟ୍ରାଫିକ ପୁଲିସମାନେ ଡ୍ୟୁଟି କରିଥାନ୍ତି | ପ୍ରବଳ ଗରମ ସତ୍ତ୍ୱେ ଟ୍ରାଫିକ ପୁଲିସମାନେ ବହୁ କଷ୍ଟରେ ଡ୍ୟୁଟି କରିଥାନ୍ତି | ତେବେ ବର୍ତ୍ତମାନ…

ପୁଅକୁ ଲୁହା ରଡରେ ଚେଙ୍କ ଦେଲା ବାପା – I Odisha

ଅନୁଗୁଳ : ସାବତ ମାଆ ସିଖାଇଦେଲା ତାପରେ ବାପା ଦେଇଦେଲା ଚେଙ୍କ । କିଛି ଶୁଣିଲେନି କଣ ହେଇଛି ବି ବୁଝିଲେନି ସାବତ ମାଆର ପ୍ରରୋଚନାରେ ପଡି ବାପା ଦେଲା ପୁଅକୁ ଚେଙ୍କ । ହଁ ଆଜ୍ଞା ସ୍କୁଲ ଗଲା ନାହିଁ…

କମିଶନରେଟ୍ ପୋଲିସର ରାତିଅଧରେ ବିଭିନ୍ନ ବାରରେ ରେଡ୍ – I Odisha

ଭୁବନେଶ୍ବର: ଆକ୍ସନ ମୋଡରେ କମିଶନରେଟ୍ ପୋଲିସ୍ । ରାତିଅଧରେ ବିଭିନ୍ନ ବାରରେ ରେଡ୍ କରିଛି କମିଶନରେଟ୍ ପୋଲିସ । କଟକ ରୋଡରେ ଥିବା ୭ଟି ବାରରେ ଏକକାଳୀନ ଭାବେ ଚଢାଉ କରାଯାଇଛି । ରେଡ୍ ହୋଇଥିବା ବାର୍ ଗୁଡିକ ମଧ୍ୟରେ ରହିଛି…

ଯାଦବପୁର ୟୁନିଭର୍ସିଟି ଛାତ୍ର ଆତ୍ମହତ୍ୟା ଘଟଣା, ବନ୍ଧା ହେଲେ ଆଉ 2 ଛାତ୍ର

କୋଲକାତା : ଯାଦବପୁର ବିଶ୍ୱବିଦ୍ୟାଳୟ ଛାତ୍ର ଆତ୍ମହତ୍ୟା ଘଟଣାରେ ଆଉ ଦୁଇ ଜଣଙ୍କୁ ବାନ୍ଧିଲା ପୁଲିସ। ମୃତ ଛାତ୍ରଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗରେ ପୁଲିସ ଏ ଦୁହିଁଙ୍କୁ ବାନ୍ଧିଛି। ଏହି ମାମଲାରେ ପୂର୍ବରୁ ଜଣେ ପୁରାତନ ଛାତ୍ରଙ୍କୁ ବାନ୍ଧିଥିଲା ପୁଲିସ।…