ଅଯୋଧ୍ୟା ରାମ ମନ୍ଦିରର ସମ୍ମୁଖ ପାର୍ଶ୍ୱର ପ୍ରଥମ ଫଟୋ ଜାରି
ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ମନ୍ଦିରର ଭୂତଳ କାମ ପ୍ରାୟତଃ ସମାପ୍ତ ହୋଇଗଲାଣି। ଏହାସହିତ ପ୍ରଥମ ତାଲା ପାଇଁ ୧୦ ଫୁଟ୍ର ପିଲର୍ ବି ପ୍ରସ୍ତୁତ ହୋଇଯାଇଛି। ଏବେ ମନ୍ଦିର ଟ୍ରଷ୍ଟ୍…